Sujata Rout Fans

Sujata Rout Fans ସେବା • ସମର୍ପଣ • ଉନ୍ନତି
ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ରାଜ୍ୟ ଉନ୍ନତି ଓ ଜନସେବା ପାଇଁ ସଂକଳ୍ପବଦ୍ଧ 🙏

ସ୍ୱାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଯେଉଁ ସ୍ୱାଧୀନତା ପାଇଁ ବୀରମାନେ ଦେଇଥିଲେ ବଳିଦାନ, ସେହି ସ୍ୱାଧୀନତାର ମୂଲ୍ୟ ...
15/08/2026

ସ୍ୱାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଯେଉଁ ସ୍ୱାଧୀନତା ପାଇଁ ବୀରମାନେ ଦେଇଥିଲେ ବଳିଦାନ, ସେହି ସ୍ୱାଧୀନତାର ମୂଲ୍ୟ ରହୁ ପ୍ରତ୍ୟେକ ନାଗରିକଙ୍କ ଅଧିକାର ଓ ସମ୍ମାନରେ। ଆସନ୍ତୁ, ଗଣତନ୍ତ୍ରକୁ ଆହୁରି ଶକ୍ତିଶାଳୀ କରିବା।
ଜୟ ହିନ୍ଦ!

12/08/2026

ଧର୍ମେନ୍ଦ୍ରଙ୍କ ଗଡରେ ସୁଜାତା ଆଗକୁ ଲଢେଇ ଜୋରଦାର!

09/08/2026

ଜନଜାତି ସମାଜ ଆମ ଜଙ୍ଗଲ, ଜମି ଓ ଜୈବ ବିବିଧତାର ଅମୂଲ୍ୟ ସୁରକ୍ଷାକବଚ। ସେମାନଙ୍କ ପରମ୍ପରା, ଲୋକକଳା ଓ ସଂସ୍କୃତି ଓଡ଼ିଶାର ଗୌରବମୟ ଐତିହ୍ୟକୁ ଆହୁରି ସମୃଦ୍ଧ କରିଛି। ଜନଜାତିଙ୍କ ଅବଦାନ ବିନା ଓଡ଼ିଶାର ସାଂସ୍କୃତିକ ପରିଚୟ ଅସମ୍ପୂର୍ଣ୍ଣ।

#

09/08/2026

ଜନଜାତି ସମାଜର ଗୌରବ, ସଂସ୍କୃତି ଓ ଅଧିକାରର ସୁରକ୍ଷା ପାଇଁ ବିଜେଡିର ସଂକଳ୍ପ ଅତୁଟ। ଶଙ୍ଖଭବନରେ ବିଶ୍ଵ ଆଦିବାସୀ ଦିବସ ପାଳନ ।

09/08/2026

ଜନଜାତିଙ୍କ ଅଧିକାର, ସମ୍ମାନ ଓ ସଶକ୍ତିକରଣ ପାଇଁ ନବୀନଙ୍କ ନେତୃତ୍ୱରେ ବିଜେଡି ସର୍ବଦା ପ୍ରତିବଦ୍ଧ

09/08/2026

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଜନଜାତି ସମାଜର ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣ ପାଇଁ ନେଇଥିବା ପଦକ୍ଷେପ ଅତୁଳନୀୟ

09/08/2026

ଜନଜାତିଙ୍କ ବିକାଶ, ଶିକ୍ଷା ଏବଂ ସଶକ୍ତିକରଣ ପାଇଁ ବିଜେଡି ନେଇଥିବା ପଦକ୍ଷେପ ଅତୁଳନୀୟ।

09/08/2026

ଆଦିବାସୀଙ୍କ ବିକାଶ ଏବଂ କଲ୍ୟାଣ ପାଇଁ, ଅନେକ କଲ୍ୟାଣକାରୀ ଯୋଜନାର ସମ୍ଭାର ଭେଟିଦେଇଥିଲେ ନବୀନ।

09/08/2026

ଦେଶର ଭବିଷ୍ୟତ Gen Z। ସେମାନଙ୍କ ସୁରକ୍ଷା, ଭବିଷ୍ୟତ ଏବଂ ନିଷ୍ପତ୍ତି ସାଥିରେ ସର୍ବଦା ଛିଡାହୋଇଥିବ ବିଜେଡି।

Address

Bhubaneswar
Bhubaneswar
751012

Website

Alerts

Be the first to know and let us send you an email when Sujata Rout Fans posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share