Atal Sena Odisha

Atal Sena Odisha Contact information, map and directions, contact form, opening hours, services, ratings, photos, videos and announcements from Atal Sena Odisha, Political organisation, Bhubaneswar.

17/06/2022
Ram Vilas Paswan(5 July 1946 – 8 October 2020)
09/10/2020

Ram Vilas Paswan
(5 July 1946 – 8 October 2020)

Arun Jaitley, former finance minister and BJP stalwart, dies at 66
24/08/2019

Arun Jaitley, former finance minister and BJP stalwart, dies at 66

ଧାରା ୩୭୦ ଉଛେଦ ଉପରେ ଆପଣଙ୍କ ମତାମତ କଣ?
05/08/2019

ଧାରା ୩୭୦ ଉଛେଦ ଉପରେ ଆପଣଙ୍କ ମତାମତ କଣ?

ରାଷ୍ଟ୍ରପତିଙ୍କ ସହ ୮ ଦିନ ପାଇଁ ବିଦେଶ ଗ୍ରସ୍ତଯିବେ ଆମର ସମସ୍ତଙ୍କ ପ୍ରିୟ ନନା ପ୍ରତାପ ଷଡଙ୍ଗୀ ।। ଆଫ୍ରିକାର ବିଭିନ୍ନ ଦେଶ କରିବେ ଗସ୍ତ।।ରା...
28/07/2019

ରାଷ୍ଟ୍ରପତିଙ୍କ ସହ ୮ ଦିନ ପାଇଁ ବିଦେଶ ଗ୍ରସ୍ତଯିବେ ଆମର ସମସ୍ତଙ୍କ ପ୍ରିୟ ନନା ପ୍ରତାପ ଷଡଙ୍ଗୀ ।। ଆଫ୍ରିକାର ବିଭିନ୍ନ ଦେଶ କରିବେ ଗସ୍ତ।।ରାଷ୍ଟ୍ରପତି ଙ୍କ ସହ ଆଠ ଦିନିଆ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ନନା l
।ଏହି ଗସ୍ତ ଅସନ୍ତାକାଲି ଠାରୁ ଅଗଷ୍ଟ ମାସ ଚାରି ତାରିଖ ପର୍ଯ୍ୟନ୍ତ ଚୂଡାନ୍ତ ହୋଇଛି। ମହାମହିମ ରାଷ୍ଟ୍ରପତି ରାମନାଥ କୋବିଦ ଆଫ୍ରିକାର ଜିନିଆ ,ଗାମ୍ବିଆ ,ବେନିନ ଅଞ୍ଚଳକୁ ଗସ୍ତ କରୁଥିବା ବେଳେ ତାଙ୍କସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଓ ପଶ୍ଚିମବଙ୍ଗର ଏମପି ଦିଲୀପ ଘୋଷ ଯିବାର ଚୂଡାନ୍ତ ପ୍ରସ୍ତୁତି ସରିଛି।ଏହି ବିଦେଶ ଗସ୍ତ ପରେ ଆଫ୍ରିକା ଓ ଭାରତ ଦେଶ ମଧ୍ୟରେ ଏକ ସୁସମ୍ପର୍କ ସ୍ଥାପନ ହୋଇପାରିବ ।ପୂର୍ବରୁ ପାର୍ଲିଆମେଣ୍ଟରେ ରାଷ୍ଟ୍ରପତି ଙ୍କ ଅଭିଭାଷଣ ରେ ଧନ୍ୟବାଦ ଅଭିଭାଷଣ ଦେଇ ପ୍ରତାପ ଷଢଙ୍ଗୀ ନନା ସାରା ଦେଶ ବିଦେଶ ରେ ଚର୍ଚ୍ଚିତ ଚେହେରା ପାଲଟିଥିଲେ ।

लोकतंत्र के मंदिर और ग्रंथ को सम्मान देते प्रधानमंत्री Narendra Modi जी
04/06/2019

लोकतंत्र के मंदिर और ग्रंथ को सम्मान देते प्रधानमंत्री Narendra Modi जी

ମେ ୨୩ ରେ ନରେନ୍ଦ୍ର ମୋଦି ଜିତିବାର କେତେ ଚାନ୍ସ ଅଛି ?ମୋଦି ୧୦୦% ଜିତିବେ ବୋଲି ଭାବୁଥିଲେ ଶେୟର କରନ୍ତୁ I
22/05/2019

ମେ ୨୩ ରେ ନରେନ୍ଦ୍ର ମୋଦି ଜିତିବାର କେତେ ଚାନ୍ସ ଅଛି ?

ମୋଦି ୧୦୦% ଜିତିବେ ବୋଲି ଭାବୁଥିଲେ ଶେୟର କରନ୍ତୁ I

Address

Bhubaneswar

Website

Alerts

Be the first to know and let us send you an email when Atal Sena Odisha posts news and promotions. Your email address will not be used for any other purpose, and you can unsubscribe at any time.

Share