Vote for Change 2024

Vote for Change 2024 this challenge is about raising awareness about pressing issues affecting our community.

ଠିକ୍ ୧୭ ବର୍ଷ ତଳେ ଆଜିର ଦିନରେ ଆମ ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ଗୁଳିକରି ହତ୍ୟା କରିଥିଲେ ୧୬ ଜଣ ନିରୀହ ଆଦିବାସୀଙ୍କୁ।କଥା ଥ...
08/01/2024

ଠିକ୍ ୧୭ ବର୍ଷ ତଳେ ଆଜିର ଦିନରେ ଆମ ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ଗୁଳିକରି ହତ୍ୟା କରିଥିଲେ ୧୬ ଜଣ ନିରୀହ ଆଦିବାସୀଙ୍କୁ।

କଥା ଥିଲା ଏହି କମ୍ପାନୀ ହେଲେ ଓଡ଼ିଶା'ର ଉନ୍ନତି ହେବ ।
ହେଲେ ଆଜି ଓଡ଼ିଶାବାସୀ ଥରେ ନିଜକୁ ପଚାରନ୍ତୁ ଆମରାଜ୍ୟ କେତେ ଉନ୍ନତି କରିଛି…? କେତେ ଓଡ଼ିଆଙ୍କୁ ଚାକିରୀ ମିଳିଛି ଓ କେଉଁ ପାହିଆରେ ଚାକିରୀ ମିଳିଛି…? କି ଓଡ଼ିଆଙ୍କୁ ଦାଦନ ଖଟିବାକୁ ପଠାଇ ଓଡ଼ିଶାକୁ ଶୋଷଣ କରିଛନ୍ତି ବାହାରୁ ଆସିଥିବା ବେପାରୀ, କମ୍ପାନୀ ପରିଚାଳକ ଓ ଆମ ରାଜ୍ୟର କେତୋଟି ରାଜନୈତିକ ପରିବାର ଓ ଏ ମାଟି ଓ ମଣିଷଙ୍କ ପାଇଁ କୁମ୍ଭୀରକାନ୍ଦଣା କାନ୍ଦୁଥିବା ସେମାନଙ୍କର ରାଜନୈତିକ ଦଳଗୁଡିକ…? ଆସନ ଆଉ ଟଙ୍କା ପାଇଁ କିଛି ବି କରିପାରିବେ ଆଉ ଗରିବ ମାନଙ୍କୁ ପଚାରେ କିଏ
ଆମ ଲୋକ ମଲେ ଆମ ଜଙ୍ଗଲ ଜମି ଗଲା କିନ୍ତୁ ବାହାର ରାଜ୍ୟ ର ପିଲା ଚାକିରୀ କଲେ ।
ଏ ହେଉଛି ନିଷ୍କପଟ ଓଡ଼ିଶାର ଜନସାଧାରଣ ମାନଙ୍କ ଆଖିରେ ଅସୁମାରୀ ସ୍ୱପ୍ନ ଭରିଦେଇଥିବା ୨୫ବର୍ଷ ନବୀନ ସରକାରର ଶାସନର ଜ୍ୱଳନ୍ତ କରାଳ ରୂପ । ହେ ମୋର ଓଡ଼ିଶାର ଭଉଣୀ ଓ ଭାଇମାନେ ଆଉ କେତେଦିନ ଦାସତ୍ୱର ଜଞ୍ଜିରରେ ବାନ୍ଧି ହେଇ ନିଜର ସ୍ୱାଭିମାନ ଆଉ ଉଜ୍ଜ୍ୱଳମୟ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ଚାଲିଥିବ …?
😥😥😥

#ଓଡ଼ିଶା
#ଓଡ଼ିଆ
#ବିଯୁଜନତାଦଳ
Odisha BJP for Youth
Cuttack, Orissa
Bhubaneswar railway station
Khordha
Malkangiri District,Odisha,India
Rayagada.in
News Odia
Puri, Orissa
Bhubaneswar, India

ଆପଣଙ୍କୁ କଣ ଲାଗୁଛି ପରିବର୍ତ୍ତନ ଦରକାର ନା ନାହିଁ ? #ଓଡ଼ିଶା                   Odisha Odisha ଓଡିଶା News Odia Koraput LIVE Malka...
30/11/2023

ଆପଣଙ୍କୁ କଣ ଲାଗୁଛି
ପରିବର୍ତ୍ତନ ଦରକାର ନା ନାହିଁ ?

#ଓଡ଼ିଶା









Odisha
Odisha ଓଡିଶା
News Odia
Koraput LIVE
Malkangiri District,Odisha,India
Rayagada.in
RAYAGADA TODAY NEWS 📰 🗞️
Bhubaneswar railway station
Bhubaneswar, India
Cuttack, Orissa
Sambalpur
Bargarh
Puri, Orissa
Khordha
Talcher Poltics
Odisha BJP for Youth
Junagarh, Kalahandi
Boudh, India
Kendrapara
Balasore

Address

Bhubaneswar
750017

Alerts

Be the first to know and let us send you an email when Vote for Change 2024 posts news and promotions. Your email address will not be used for any other purpose, and you can unsubscribe at any time.

Share