Aam Aadmi Party Odisha

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା I
04/09/2026

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା I

02/09/2026

ଏହା ପଞ୍ଜାବରେ ମାନ ସରକାରଙ୍କ ଦ୍ୱାରା ତିଆରି କରାଯାଇଥିବା ସରକାରୀ ସ୍କୁଲ ମଧ୍ୟରୁ ଗୋଟିଏ। କିନ୍ତୁ ବିଜେପି, ଯିଏ ସ୍କୁଲ ବନ୍ଦ କରିବାରେ ବିଶ୍ୱାସ କରେ ଏବଂ ଯିଏ ଶିକ୍ଷା ବିରୋଧୀ ସେ ଆପଣଙ୍କୁ ପଞ୍ଜାଵର 19,000+ ବିଶ୍ୱସ୍ତରୀୟ ସ୍କୁଲର ଚିତ୍ର ଏବଂ ଏହାର ସଫଳତାର କଥା ଆପଣଙ୍କୁ କହିବ ନାହିଁ। ବିଜେପିର ଗୋଟିଏ ନାରା -'ଅନପଢ଼ ରହିବ ଭାରତ, ତେବେ ଅଂଧଭକ୍ତ ବନିବ ଭାରତ'।

ଭୁବନେଶ୍ୱର ସଂଗଠନ ତରଫରୁ ୱାର୍ଡ ନମ୍ବର 62 ରେ ନୂତନ ସଦସ୍ୟ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ଅଭିଯାନରେ ଯୋଗ ଦେଲେ ରାଜ୍ୟ ସଭାପତି Nishi...
01/09/2026

ଭୁବନେଶ୍ୱର ସଂଗଠନ ତରଫରୁ ୱାର୍ଡ ନମ୍ବର 62 ରେ ନୂତନ ସଦସ୍ୟ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ଅଭିଯାନରେ ଯୋଗ ଦେଲେ ରାଜ୍ୟ ସଭାପତି Nishikanta Mohapatra

ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଏବଂ ଆପ ଓଡ଼ିଶା ସହ ପ୍ରଭାରୀ ଅଜିତ ପାଲ ଜୀଙ୍କର ଦିନିକିଆ କଳାହାଣ୍ଡି ଗସ୍ତ।02 ସେପ୍ଟେମ୍ବର 2026
01/09/2026

ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଏବଂ ଆପ ଓଡ଼ିଶା ସହ ପ୍ରଭାରୀ ଅଜିତ ପାଲ ଜୀଙ୍କର ଦିନିକିଆ କଳାହାଣ୍ଡି ଗସ୍ତ।
02 ସେପ୍ଟେମ୍ବର 2026

ଅପାରଗ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଦୀର୍ଘ ୧୨ ଦିନ ଧରି ଲୋୟର ପିଏମଜିରେ ଅନଶନ ଓ ସତ୍ୟାଗ୍ରହରେ ବସିଥିବା ନବ ନିର୍ମ...
31/08/2026

ଅପାରଗ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଦୀର୍ଘ ୧୨ ଦିନ ଧରି ଲୋୟର ପିଏମଜିରେ ଅନଶନ ଓ ସତ୍ୟାଗ୍ରହରେ ବସିଥିବା ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ସଭାପତି ମହମ୍ମଦ ମନୱର ଅଲ୍ଲୀଙ୍କୁ ଆପ୍ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ପହଞ୍ଚି ଦଳ ତରଫରୁ ସମର୍ଥନ ଜ୍ଞାପନ କରିଥିଲେ। ତାଙ୍କ ସହ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ୍, ଶ୍ରୀ ଶ୍ରୀକାନ୍ତ ପାଣି, ଶ୍ରୀ ଅମିୟ ଶର୍ମା, ଶ୍ରୀ ଲଲାଟ ଜେନା, ଶ୍ରୀ ବିଭୂତି ଷଡ଼ଙ୍ଗୀ, ଶ୍ରୀ ସୁବାଷ ପଣ୍ଡା, ଶ୍ରୀ ସଲାମ ଖାନ୍ , ଶ୍ରୀମତୀ ଜ୍ୟୋତିର୍ମୟୀ ଖଟୁଆ,ଶ୍ରୀମତୀ ରିୟା ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ।

31/08/2026

CBI ଏବଂ ଆଦାନୀଙ୍କ ଏହି ସମ୍ପର୍କକୁ କ’ଣ କୁହାଯିବ?

31/08/2026

“ଶ୍ରାବଣର ଅନ୍ଧକୁ ସବୁକିଛି ସବୁଜ ଦେଖାଯାଏ”—ଏହି ଲୋକକଥାକୁ ସତ୍ୟ ପ୍ରମାଣିତ କରୁଛନ୍ତି ବିଜେପି ସାଂସଦ।

31/08/2026

ସୁଭାଷ ଚନ୍ଦ୍ରାଙ୍କ ଉପରେ ₹୨୨,୦୦୦ କୋଟିର ଋଣ ଥିଲା। ସେଥିରୁ ମାତ୍ର ₹୬.୫ କୋଟି ନେଇ ବାକି ଋଣ ଛାଡ଼ କରିଦିଆଗଲା।
ଏହି ମୋଦୀ ସରକାର କାହା ପାଇଁ କାମ କରୁଛି, ଦେଶର ଜନସାଧାରଣଙ୍କୁ ଏହି କଥା ଭଲଭାବେ ବୁଝିବାକୁ ପଡ଼ିବ।

— Sanjay Singh , ରାଜ୍ୟସଭା ସାଂସଦ, AAP

31/08/2026

ପ୍ରଥମେ ଆପଣଙ୍କ ଗାଡ଼ିରେ ଆଖୁରସ ପକେଇଲେ, ଏବେ କୁକୁଡ଼ା ଦାନା ପକାଉଛନ୍ତି।
ମୋଟାମୋଟି ଭାବେ, ମୋଦୀ ସରକାର E20 ନାଁରେ ଆପଣଙ୍କ ଗାଡ଼ିକୁ ମଧ୍ୟ ଖରାପ କରୁଛି ଏବଂ ଆପଣଙ୍କ ପକେଟ୍‌ ମଧ୍ୟ କାଟୁଛି ।

31/08/2026

ମୋଦୀ ସରକାରଙ୍କ ସମୟରେ ମୁଷ୍ଟିମେୟ ପୁଞ୍ଜିପତିଙ୍କ ଉପରେ ₹୫.୪୪ ଲକ୍ଷ କୋଟି ଟଙ୍କାର ଋଣ ବକେୟା ଥିଲା, ଯେଉଁଥିରୁ ₹୩.୫୩ ଲକ୍ଷ କୋଟି ଟଙ୍କା ଛାଡ଼ କରିଦିଆଗଲା। ସାଧାରଣ ଲୋକଟିଏ ₹୨୦,୦୦୦ ଟଙ୍କାର ଋଣ ପରିଶୋଧ କରି ନପାରିଲେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଏ।
ବର୍ତ୍ତମାନ NCLT ଦୁର୍ନୀତିର ସବୁଠାରୁ ବଡ଼ ଆଡ୍ଡା ପାଲଟିଛି। ଯେଉଁଠାରେ ସଙ୍ଗଠିତ ଭାବେ ଦୁର୍ନୀତି ହେଉଛି ଏବଂ କେନ୍ଦ୍ରର ମୋଦୀ ସରକାର ପୁଞ୍ଜିପତିମାନଙ୍କ ସହ ସିଧାସଳଖ ଡିଲ୍‌ କରି ସେମାନଙ୍କ ଋଣ ଛାଡ଼ କରିଦେଉଛି ।

— Sanjay Singh ଜୀ,ରାଜ୍ୟସଭା ସାଂସଦ, AAP

Address

MIG A/19, BRIT COLONY
Bhubaneswar
751012

Alerts

Be the first to know and let us send you an email when Aam Aadmi Party Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Aam Aadmi Party Odisha:

Shortcuts

Share