21/08/2026
ଆୟୁଷ୍ମାନ ଭାରତ ହେଲଥ୍ ଆକାଉଣ୍ଟ (ABHA) ରେ ଆପଣଙ୍କ ଅନୁମତି ବିନା କେହି ସ୍ୱାସ୍ଥ୍ୟ ରେକର୍ଡ ଦେଖିପାରିବେ ନାହିଁ। ଆପଣ ଚାହିଁଲେ ନିର୍ଦ୍ଦିଷ୍ଟ ଡାକ୍ତରଙ୍କ ସହ ଆବଶ୍ୟକ ତଥ୍ୟ ସେୟାର କରିପାରିବେ। କେଉଁ ତଥ୍ୟ, କାହା ସହ ଏବଂ କେତେ ସମୟ ପାଇଁ ସେୟାର ହେବ, ସେ ନିଷ୍ପତ୍ତି ସମ୍ପୂର୍ଣ୍ଣ ଆପଣଙ୍କର।
CMO Odisha Mohan Charan Majhi Dr. Mukesh Mahaling Ministry of Health and Family Welfare, Government of India National Health Authority National Health Mission Odisha Ministry of Ayush, Government of India Information & Public Relations Department, Government of Odisha Press Information Bureau - PIB, Government of India