05/09/2026
ରାଜ୍ୟରେ ତୃଣମୂଳ ସ୍ତରରେ ଓଡ଼ିଶୀ ନୃତ୍ୟ ପ୍ରତିଭାମାନଙ୍କୁ ଚୟନ କରିବା ସହ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ନିମନ୍ତେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ 'ଓଡ଼ିଶୀ ପ୍ରତିଭା ଅନ୍ବେଷଣ' କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାରେ ୨୦ ଜଣ ନୃତ୍ୟ ପ୍ରତିଭାମାନଙ୍କୁ ଚୟନ କରାଯାଇଛି। ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ 'ଓଡ଼ିଶୀ ପ୍ରତିଭା ଅନ୍ବେଷଣ' କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ସମସ୍ତ ନୃତ୍ୟଶିଳ୍ପୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି।
CMO Odisha Suryabanshi Suraj Information & Public Relations Department, Government of Odisha