ଉଠ ଓଡ଼ିଆ Utha Odia

ଉଠ ଓଡ଼ିଆ Utha Odia ତୁମେ ଉଠ - ତୁମ ଉଠିବାରେ ଫେରିବ ଓଡ଼ିଶାର ହଜିଲା ଗରିମା !!
ତୁମେ ଜାଗ - ତୁମ ଜାଗିବାରେ ଚେଇଁ ଉଠିବ ଏ ଜାତି !!

ପ୍ରଶ୍ନ ଥିଲା ବାଲେଶ୍ବର ର ଜଣେ ଯୁବ ଚାଷୀଙ୍କୁ: ଧାନ ବିକ୍ରୀ ହେଲା??ଉତ୍ତର ଆସିଲା: ନା ବେପାରୀ ଙ୍କୁ  1750 ରେ  ବିକ୍ରି କରିବାକୁ  ବାଧ୍ୟ ହେ...
31/07/2026

ପ୍ରଶ୍ନ ଥିଲା ବାଲେଶ୍ବର ର ଜଣେ ଯୁବ ଚାଷୀଙ୍କୁ: ଧାନ ବିକ୍ରୀ ହେଲା??

ଉତ୍ତର ଆସିଲା:
ନା
ବେପାରୀ ଙ୍କୁ 1750 ରେ ବିକ୍ରି କରିବାକୁ ବାଧ୍ୟ ହେଲି , ଘର ଓ ସ୍ତ୍ରୀ ର ଔଷଧ ଖର୍ଚ ପାଇଁ ।

ଛାତ୍ର ସମାଜ ଉଠୁଛି । ଓଡ଼ିଶା ଉଠିବ ।
23/07/2026

ଛାତ୍ର ସମାଜ ଉଠୁଛି । ଓଡ଼ିଶା ଉଠିବ ।

ଆସନ୍ତାକାଲି ସକାଳ ୧୧ ଟା, ଲୋୟର ପିଏମଜି, ଭୁବନେଶ୍ୱର ।
22/07/2026

ଆସନ୍ତାକାଲି ସକାଳ ୧୧ ଟା, ଲୋୟର ପିଏମଜି, ଭୁବନେଶ୍ୱର ।

Choose Your Hero.
21/07/2026

Choose Your Hero.

19/07/2026

଼ିଆ

ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଭୁବନେଶ୍ୱରରେ ଧାରଣାଭୁବନେଶ୍ବର: ​ପ୍ରଖ୍ୟାତ ବୈଜ୍ଞାନିକ ସୋନମ ୱାଙ୍ଗଚୁକ ପରିବେଶ ଓ ଶିକ୍ଷା ସଂସ୍କାର ସହ ବିଭିନ...
19/07/2026

ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଭୁବନେଶ୍ୱରରେ ଧାରଣା

ଭୁବନେଶ୍ବର: ​ପ୍ରଖ୍ୟାତ ବୈଜ୍ଞାନିକ ସୋନମ ୱାଙ୍ଗଚୁକ ପରିବେଶ ଓ ଶିକ୍ଷା ସଂସ୍କାର ସହ ବିଭିନ୍ନ ଦାବିକୁ ନେଇ ଗତ ୨୧ ଦିନ ଧରି ଦିଲ୍ଲୀର ଯନ୍ତରମନ୍ତରଠାରେ ଅନଶନ କରୁଥିଲେ। ତେବେ ଗତ ଶନିବାର ସକାଳୁ ଦିଲ୍ଲୀ ପୋଲିସ ପକ୍ଷରୁ ଅଗଣତାନ୍ତ୍ରିକ ଉପାୟରେ ତାଙ୍କୁ ଧାରଣା ସ୍ଥଳରୁ ଉଠାଇ ନିଆଯାଇ ଚିକିତ୍ସା ପାଇଁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

​ଦିଲ୍ଲୀ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ସାମାଜିକ ସଂଗଠନ 'ଉଠ ଓଡ଼ିଆ' ପକ୍ଷରୁ ଭୁବନେଶ୍ୱରରେ ଏକ ଧାରଣା ପ୍ରଦର୍ଶନ କରାଯାଇଛି। ​ସରକାର ପକ୍ଷରୁ ବିନା ଆଲୋଚନାରେ ଅନଶନରତ ଆନ୍ଦୋଳନ କାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ସଂଗଠନର ସଦସ୍ୟମାନେ ନାପସନ୍ଦ କରିଛନ୍ତି। ଏହି ପ୍ରଦର୍ଶନରେ ଯୋଗ ଦେଇଥିବା ଅନେକ ସଦସ୍ୟ ସରକାର ଓ ଦିଲ୍ଲୀ ପୋଲିସର ଏପରି ବ୍ୟବହାରକୁ ଗଣତନ୍ତ୍ରର ଅଧୋପତନ ବୋଲି ଦର୍ଶାଇଛନ୍ତି। ଏହାସହ ଯୁବବର୍ଗଙ୍କର ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସର ଏଭଳି ଆଚରଣକୁ ବିଭିନ୍ନ ସାମାଜିକ ସଂଗଠନ ଏବଂ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି।

​ସୋନମ ୱାଙ୍ଗଚୁକଙ୍କ ପ୍ରତି ସମର୍ଥନ ଜଣାଇ ଆସନ୍ତା ସୋମବାର ଦିନ ଭୁବନେଶ୍ୱରରେ ବିଭିନ୍ନ ଦଳ ପକ୍ଷରୁ ଏକ ସମର୍ଥନ ରାଲି ଆୟୋଜନ କରାଯିବାକୁ ସ୍ଥିର ହୋଇଛି, ଯେଉଁଥିରେ 'ଉଠ ଓଡ଼ିଆ' ସଂଗଠନ ନିଜକୁ ସାମିଲ କରିବ ବୋଲି ନିଷ୍ପତ୍ତି ନେଇଛି।

ଆଜି ଦିନ ୧୧ ଟାରେ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଏକାଠି ହେବା । ଶାନ୍ତିପୂର୍ଣ୍ଣ ଅନଶନ କରିବା ସଭିଙ୍କର ଅଧିକାର, କଣ ପାଇଁ ପୋଲିସ୍ ବଳପ୍ରୟୋଗ...
19/07/2026

ଆଜି ଦିନ ୧୧ ଟାରେ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଏକାଠି ହେବା । ଶାନ୍ତିପୂର୍ଣ୍ଣ ଅନଶନ କରିବା ସଭିଙ୍କର ଅଧିକାର, କଣ ପାଇଁ ପୋଲିସ୍ ବଳପ୍ରୟୋଗ କରି ଉଠାଇ ନେଲା ସୋନମ୍ ଙ୍କୁ ? ୨୧ ଦିନ ଧରି କିଛି ଖାଦ୍ୟ ଗ୍ରହଣ କରି ନଥିବା ଶରୀର ଟିଏ କୁ କଣ ଏତେ ଡ଼ର ଏ ସରକାର ର ? ଯଦି ଡ଼ର ତାହାଲେ ଆଲୋଚନା କଲାନାହିଁ , ବଳ ପ୍ରୟୋଗ କରି ଗଣତନ୍ତ୍ର ଉପରେ ପ୍ରଶ୍ନବାଚୀ କାହିଁ ତିଆରି କଲା ?

ଗତକଲି ସୋନମ୍ ୱାଂଚୁକ୍ ଙ୍କୁ ଦିଲ୍ଲୀ ପୋଲିସ୍ ବଳପୂର୍ବକ ଉଠାଇନେବା ପ୍ରତିବାଦରେ ଓଡିଶାରେ ତାଙ୍କ ସମର୍ଥନରେ ଧାରଣା ।
19/07/2026

ଗତକଲି ସୋନମ୍ ୱାଂଚୁକ୍ ଙ୍କୁ ଦିଲ୍ଲୀ ପୋଲିସ୍ ବଳପୂର୍ବକ ଉଠାଇନେବା ପ୍ରତିବାଦରେ ଓଡିଶାରେ ତାଙ୍କ ସମର୍ଥନରେ ଧାରଣା ।

18/07/2026
ଶିକ୍ଷାବିତ୍ ସୋନମ୍ ୱାଂଚୁକ୍ ଙ୍କ ଅନଶନର ୨୧ ଦିନରେ ଦିଲ୍ଲୀ ପୋଲିସ୍ ତଙ୍କୁ ବଳପୂର୍ବକ ଉଠାଇ ନେଲା । ଏହା ଗଣତନ୍ତ୍ରର ଅବମାନନା ନୁହେଁ କି ?
18/07/2026

ଶିକ୍ଷାବିତ୍ ସୋନମ୍ ୱାଂଚୁକ୍ ଙ୍କ ଅନଶନର ୨୧ ଦିନରେ ଦିଲ୍ଲୀ ପୋଲିସ୍ ତଙ୍କୁ ବଳପୂର୍ବକ ଉଠାଇ ନେଲା । ଏହା ଗଣତନ୍ତ୍ରର ଅବମାନନା ନୁହେଁ କି ?

Address

Madhusudan Nagar
Bhubaneswar
751001

Telephone

+919510730191

Website

Alerts

Be the first to know and let us send you an email when ଉଠ ଓଡ଼ିଆ Utha Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ଉଠ ଓଡ଼ିଆ Utha Odia:

Shortcuts

Share

Category