Social Security and Empowerment of Persons with Disabilities Department, Governm

  • Home
  • India
  • Bhubaneswar
  • Social Security and Empowerment of Persons with Disabilities Department, Governm

Social Security and Empowerment of Persons with Disabilities Department, Governm The Social Security and Empowerment of Persons with Disabilities Department Govt. of Odisha.

The department’s vision is to create a social environment that facilitates height of possible well being of the Pensioners, Person with Disabilities, Transgenders, Victims of Substantial Abuse and Senior Citizens. The department’s mission is to develop and apply financial, physical, intellectual and social capital for the welfare of Pensioners, Person with Disabilities, Transgenders, Victims of Su

bstantial Abuse and Senior Citizens by networking and converging with Community Based Organisations, NGOs, Banks, Universities, Corporates, Other Govt. Organisations and other stakeholders

The Social Security and Empowerment of Persons with Disabilities Department was created as a separate Department during 2015-16 being bifurcated from W &CD Department.Since inception ,it has been working for overall development of Disable persons,provide social security pension ,provide pension to destitute and person with disabilities through a host of specially designed schemes and programmes.

03/09/2026

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଓ ତରଭା ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି ।



CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Siep Odisha Dsso Sonepur

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର ସଫଳତାର ସହ...
03/09/2026

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି ।


CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Siep Odisha Dhenkanal District Administration Dsso Dhenkanal

ADMISSION RESULT ANNOUNCEMENT🎓B.Ed. (Special Education – VI)Session 2026–28 The Social Security & Empowerment of Persons...
02/09/2026

ADMISSION RESULT ANNOUNCEMENT
🎓B.Ed. (Special Education – VI)
Session 2026–28

The Social Security & Empowerment of Persons with Disabilities Department, Government of Odisha, is pleased to announce the list of candidates selected for admission into B.Ed. (Special Education – VI), Session 2026–28 at SISER.



CMO Odisha Nityananda Gond Suresh Kumar Vashishth Siep Odisha Higher Education Department, Government of Odisha

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର ସଫଳତାର ସହ...
02/09/2026

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି।


CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Siep Odisha Ganjam Nac

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର ସଫଳତାର ସ...
02/09/2026

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି ।


CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Siep Odisha

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନୁଗୁଳ ଜିଲ୍ଲାରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇ...
02/09/2026

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନୁଗୁଳ ଜିଲ୍ଲାରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି ।


CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of IndiaSiep Odisha

Under the SSEPD Department, Odisha, laptops were distributed to Visually Impaired students by the Collector, SP & DSSO, ...
02/09/2026

Under the SSEPD Department, Odisha, laptops were distributed to Visually Impaired students by the Collector, SP & DSSO, Bhadrak during the Joint Public Grievance Hearing.



CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Siep Odisha Bdo Bonth Bhadrak Higher Education Department, Government of Odisha

ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସାମ...
01/09/2026

ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମ ବ୍ୟକ୍ତି ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟକ ଉପକରଣ ଓ ମଧୁବାବୁ ପେନ୍‌ସନ ଯୋଜନା ଅଧୀନରେ ଭତ୍ତା ପ୍ରଦାନ କରାଯାଇଛି ।



CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Siep Odisha

ଖୋର୍ଦ୍ଧା ପଞ୍ଚାୟତ ସମିତିରେ ଆୟୋଜିତ ଯୁଗ୍ମ ଜନଶୁଣାଣି ଶିବିରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅଧିକାରୀ ଓ ଖୋର୍ଦ୍ଧା ଜ...
01/09/2026

ଖୋର୍ଦ୍ଧା ପଞ୍ଚାୟତ ସମିତିରେ ଆୟୋଜିତ ଯୁଗ୍ମ ଜନଶୁଣାଣି ଶିବିରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅଧିକାରୀ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର, ଖୋର୍ଦ୍ଧା ପକ୍ଷରୁ ବିଭିନ୍ନ ସହାୟକ ଉପକରଣ ପ୍ରଦାନ କରାଯାଇଛି ।



CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Siep Odisha DM Khordha Dsso Khordha

01/09/2026

ଚାଲନ୍ତୁ ଶିଖିବା ଆଜିର ସାଙ୍କେତିକ ଶବ୍ଦ "ବିପଦ" ।



CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India Siep Odisha

Address

Lokseva Bhawan, Sachivalaya Marg, Unit/V
Bhubaneswar
751001

Alerts

Be the first to know and let us send you an email when Social Security and Empowerment of Persons with Disabilities Department, Governm posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Social Security and Empowerment of Persons with Disabilities Department, Governm:

Shortcuts

Share