Odisha Youth Congress

Odisha Youth Congress Official Page of Odisha Pradesh Youth Congress The Odisha Youth Congress
(ओड़िशा प्रदेश युवा कांग्रेस)
is the state wing of the Indian Youth Congress.

Odisha state committee comprises of 21 Loksabha committees and 147 Vidhansabha committees.

03/09/2026

LIVE: Media Byte | Congress President Shri Mallikarjun Kharge | New Delhi

03/09/2026

ମୋଦିଙ୍କ ନକଲି GDP ତଥ୍ୟର ପୋଲ୍ ଖୋଲିଦେଲେ ମୋଦି ସରକାରର ପୂର୍ବତନ ଅର୍ଥ ସଚିବ ସୁଭାଷ ଗର୍ଗ !

ଉତ୍ତରାଖଣ୍ଡରେ ବିଜେପି କର୍ମୀମାନଙ୍କ ପକ୍ଷରୁ ମାନ୍ୟବର ବିରୋଧୀ ଦଳର ନେତା (LOP) ଶ୍ରୀ ରାହୁଲ ଗାନ୍ଧୀଜୀଙ୍କ ବିରୋଧରେ ଦାୟର କରାଯାଇଥିବା FIR ...
03/09/2026

ଉତ୍ତରାଖଣ୍ଡରେ ବିଜେପି କର୍ମୀମାନଙ୍କ ପକ୍ଷରୁ ମାନ୍ୟବର ବିରୋଧୀ ଦଳର ନେତା (LOP) ଶ୍ରୀ ରାହୁଲ ଗାନ୍ଧୀଜୀଙ୍କ ବିରୋଧରେ ଦାୟର କରାଯାଇଥିବା FIR ପ୍ରସଙ୍ଗକୁ ନେଇ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପ୍ରଭାରୀ ଶ୍ରୀ ମହେଶ ଦେଶମୁଖ ଏବଂ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟ ଘେରାଉ କରିବା ଉଦ୍ଦେଶ୍ୟରେ ଏକ ବିକ୍ଷୋଭ ମାର୍ଚ୍ଚ କରାଯାଇଥିଲା।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୋହନ ଭାଗବତଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

03/09/2026

ମୋଦି ସରକାରରେ ଦୁର୍ନୀତି ଓ ଅନିୟମିତତା ଚରମ ସୀମାରେ ପହଞ୍ଚିଛି !

02/09/2026

ଇଥାନଲ୍‌ ଉତ୍ପାଦନ ପାଇଁ ମକା ଓ ଚିନିର ବ୍ୟବହାର ବଢ଼ୁଥିବାରୁ ବଜାରରେ ଅଣ୍ଡା, ଚିନି ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପାଉଛି !

02/09/2026

ଭାରତରେ ବଦଳୁଛି ରାଜନୈତିକ ପାଣିପାଗ 👇

ଓୱେସିଙ୍କୁ ଝଟକା ଦେଇ କଂଗ୍ରେସ ଦଳରେ ଯୋଗଦେଲେ AIMIMର ଜାତୀୟ ମୁଖପାତ୍ର ସୟଦ ଅସୀମ ୱାକାର

👇
02/09/2026

👇

02/09/2026

ଓୱେସିଙ୍କୁ ଝଟକା ଦେଇ କଂଗ୍ରେସ ଦଳରେ ଯୋଗଦେଲେ AIMIMର ଜାତୀୟ ମୁଖପାତ୍ର ସୟଦ ଅସୀମ ୱାକାର

ଓୱେସିଙ୍କୁ ଝଟକା ଦେଇ କଂଗ୍ରେସ ଦଳରେ ଯୋଗଦେଲେ AIMIMର ଜାତୀୟ ମୁଖପାତ୍ର ସୟଦ ଅସୀମ ୱାକାର
02/09/2026

ଓୱେସିଙ୍କୁ ଝଟକା ଦେଇ କଂଗ୍ରେସ ଦଳରେ ଯୋଗଦେଲେ AIMIMର ଜାତୀୟ ମୁଖପାତ୍ର ସୟଦ ଅସୀମ ୱାକାର

02/09/2026

LIVE: A prominent personality from Uttar Pradesh joins the Indian National Congress at AICC Office, New Delhi

Address

Congress Bhawan
Bhubaneswar
751008

Alerts

Be the first to know and let us send you an email when Odisha Youth Congress posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share