Rural Development Odisha

Rural Development Odisha The Rural Development Department of Government of Odisha is in charge of Construction and Maintenance of Govt. Buildings and Rural Connectivity. Department.

Buildings and provide Connectivity (roads/bridges/culverts) in rural areas of Odisha under different schemes. The Rural Development Department of The Government of Odisha is in charge of Rural Govt. The Rural Works organization implements rural connectivity programme. Roads/bridges are being constructed under different schemes like NABARD assistance under RIDF, Pradhan Mantri Gram Sadak Yojana (PM

GSY), RLTAP for KBK districts and Constituency-wise Allotment (CWA). This organization also looks after the maintenance and upkeepment of public buildings in rural areas borne under the books of R.D. This organisation is also doing construction activities of other deparments on request. Besides implementing the schemes and programmes in general, RW organization provides emergency support service during natural calamities.

ମାନ୍ୟବର ସାଂସଦ, ସମସ୍ତ ମାନ୍ୟବର ବିଧାୟକ, ଗ୍ରାମ୍ଯ ଉନ୍ନୟନ ବିଭାଗ ଅଧିକାରୀ, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ମାନ୍ୟବର ଗ...
25/08/2026

ମାନ୍ୟବର ସାଂସଦ, ସମସ୍ତ ମାନ୍ୟବର ବିଧାୟକ, ଗ୍ରାମ୍ଯ ଉନ୍ନୟନ ବିଭାଗ ଅଧିକାରୀ, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ମାନ୍ୟବର ଗ୍ରାମ୍ଯ ଉନ୍ନୟନ ମନ୍ତ୍ରୀ ବାଲେଶ୍ୱର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ରାସ୍ତାର ପୁନରୁଦ୍ଧାର ସମ୍ପର୍କରେ ସମୀକ୍ଷା ବୈଠକ ତା.୨୪.୮.୨୬ ରେ ଭୋଗରାଇରେ କରିଛନ୍ତି । ରାସ୍ତାଗୁଡ଼ିକୁ ଯାତାୟାତ ଉପଯୋଗୀ କରିବା ପାଇଁ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମାନ୍ୟବର ମନ୍ତ୍ରୀ ଗ୍ରାମ୍ଯ ଉନ୍ନୟନ, ଉଚ୍ଚଶିକ୍ଷା ମନ୍ତ୍ରୀ, ମାନ୍ୟବର ସାଂସଦ ଏବଂ ବିଧାୟକ ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳର ପରିଦର୍ଶ...
23/08/2026

ମାନ୍ୟବର ମନ୍ତ୍ରୀ ଗ୍ରାମ୍ଯ ଉନ୍ନୟନ, ଉଚ୍ଚଶିକ୍ଷା ମନ୍ତ୍ରୀ, ମାନ୍ୟବର ସାଂସଦ ଏବଂ ବିଧାୟକ ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳର ପରିଦର୍ଶନ। କ୍ଷେତ୍ର ଅଧିକାରୀମାନଙ୍କ ଉପସ୍ଥିତିରେ ଜନସାଧାରଣଙ୍କ ସହ ଆଲୋଚନା ଆଲୋଚନା ଏବଂ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ।

ଏସ୍.ଇ ଗ୍ରାମ୍ଯ ନିର୍ମାଣ ବିଭାଜନ ବାଲେଶ୍ୱର, ଏସ୍ଡିଓ ବସ୍ତା, ଜେଇ ବସ୍ତା ଏବଂ ଏଜେନ୍ସିଙ୍କ ଉପସ୍ଥିତିରେ ସି.ସି.ଇ ଗ୍ରାମ୍ଯ ନିର୍ମାଣ ମଂଡଳ ବା...
21/08/2026

ଏସ୍.ଇ ଗ୍ରାମ୍ଯ ନିର୍ମାଣ ବିଭାଜନ ବାଲେଶ୍ୱର, ଏସ୍ଡିଓ ବସ୍ତା, ଜେଇ ବସ୍ତା ଏବଂ ଏଜେନ୍ସିଙ୍କ ଉପସ୍ଥିତିରେ ସି.ସି.ଇ ଗ୍ରାମ୍ଯ ନିର୍ମାଣ ମଂଡଳ ବାଲେଶ୍ୱରକଂ ଦ୍ୱାରା ଗୁଡିଖାଲରୁ ସରିସା ରାସ୍ତାର ଯାଞ୍ଚ। ରାସ୍ତା କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ।

ବାଘମୁଣ୍ଡାରୁ ସିଆରିମାଳିଆ (ପର୍ଜଙ୍ଗ ବ୍ଲକ୍ ସୀମା) ରାସ୍ତାର ୪/୧୦୦ କିଲୋମିଟର ଚେନେଜ୍ (Chainage) ଠାରେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଂଯୋଗ ଯୋଜ...
19/08/2026

ବାଘମୁଣ୍ଡାରୁ ସିଆରିମାଳିଆ (ପର୍ଜଙ୍ଗ ବ୍ଲକ୍ ସୀମା) ରାସ୍ତାର ୪/୧୦୦ କିଲୋମିଟର ଚେନେଜ୍ (Chainage) ଠାରେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଂଯୋଗ ଯୋଜନା (CMRL) SCHEME ଅଧୀନରେ ସିମେଣ୍ଟ କଂକ୍ରିଟ୍ (CC) ରାସ୍ତା ନିର୍ମାଣ ଚାଲୁଅଛି । କାମାକ୍ଷାନଗର ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ (SE) ଏହି କାମକୁ ଯାଞ୍ଚ କରିଛନ୍ତି।

ବାଘମୁଣ୍ଡାରୁ ସିଆରିମାଳିଆ (ପର୍ଜଙ୍ଗ ବ୍ଲକ୍ ସୀମା) ରାସ୍ତାର ୪/୧୦୦ କିଲୋମିଟର ଚେନେଜ୍ (Chainage) ଠାରେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଂଯୋଗ ଯୋଜ...
19/08/2026

ବାଘମୁଣ୍ଡାରୁ ସିଆରିମାଳିଆ (ପର୍ଜଙ୍ଗ ବ୍ଲକ୍ ସୀମା) ରାସ୍ତାର ୪/୧୦୦ କିଲୋମିଟର ଚେନେଜ୍ (Chainage) ଠାରେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଂଯୋଗ ଯୋଜନା (CMRL) SCHEME ଅଧୀନରେ ସିମେଣ୍ଟ କଂକ୍ରିଟ୍ (CC) ରାସ୍ତା ନିର୍ମାଣ ଚାଲୁଅଛି । କାମାକ୍ଷାନଗର ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ (SE) ଏହି କାମକୁ ଯାଞ୍ଚ କରିଛନ୍ତି। ଏହି ସମୟରେ ଉପ-ଖଣ୍ଡୀୟ ଅଧିକାରୀ (SDO) ଏବଂ ସମ୍ପୃକ୍ତ ଠିକାଦାର ସଂସ୍ଥା (Agency) ର ପ୍ରତିନିଧି ଉପସ୍ଥିତ ଥିଲେ।

15/08/2026

ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ବିଭିନ୍ନ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ଦେଶାତ୍ମବୋଧ ଓ ଉତ୍ସାହର ସହ ପାଳିତ ହୋଇଛି। ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ, ଜାତୀୟ ସଙ୍ଗୀତ ଗାନ ସହ ସ୍ୱାଧୀନତା ଦିବସର ମହତ୍ତ୍ୱ, ଦେଶପ୍ରେମ, ଏକତା ଏବଂ ଜନସେବା ପ୍ରତି ନିଷ୍ଠା ସମ୍ପର୍କରେ ଉଦ୍‌ବୋଧନ ଦିଆଯାଇଥିଲା। ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉତ୍ସାହର ସହ ଏହି ଉତ୍ସବରେ ଯୋଗଦେଇ ଜନସାଧାରଣଙ୍କ ସେବା କରିବା ସହ ଗ୍ରାମୀଣ ଓଡ଼ିଶାର ବିକାଶ ଓ ପ୍ରଗତିରେ ନିଜର ଅବଦାନ ରଖିବା ପାଇଁ ନୂତନ ଉତ୍ସାହ ଓ ପ୍ରତିବଦ୍ଧତାର ସହ ସଂକଳ୍ପବଦ୍ଧ ହୋଇଥିଲେ।

ଗ୍ରାମ୍ୟ ଉନ୍ନୟନ ବିଭାଗ କମିସନର-ତଥା-ଶାସନ ସଚିବ, ଶ୍ରୀମତୀ ୟାମିନୀ ଷଡଙ୍ଗୀ, ଆଇ.ଏ.ସ୍. ଙ୍କ ଦ୍ବାରା ବିଭାଗର ବିଭିନ୍ନ ଯୋଜନା ଯଥା ପିଏମଜିଏସୱ...
14/08/2026

ଗ୍ରାମ୍ୟ ଉନ୍ନୟନ ବିଭାଗ କମିସନର-ତଥା-ଶାସନ ସଚିବ, ଶ୍ରୀମତୀ ୟାମିନୀ ଷଡଙ୍ଗୀ, ଆଇ.ଏ.ସ୍. ଙ୍କ ଦ୍ବାରା ବିଭାଗର ବିଭିନ୍ନ ଯୋଜନା ଯଥା ପିଏମଜିଏସୱାଇ (PMGSY), ଏମଏମଏସୱାଇ (MMSY), ସେତୁ ବନ୍ଧନ ଯୋଜନା ଅଧୀନରେ ଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ ଟେଣ୍ଡର ସମ୍ବନ୍ଧୀୟ ସମସ୍ୟା ସମ୍ପର୍କରେ ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହ ଏକ ଅନଲାଇନ୍ ମାସିକ ସମୀକ୍ଷା ବୈଠକ ତା। ୧୪.୦୮.୨୦୨୬ ରିଖରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ବଜେଟ୍ ବ୍ୟବସ୍ଥା ଆଧାରରେ ସମସ୍ତ ଡିଭିଜନମାନଙ୍କୁ ଦିଆଯାଇଥିବା ଆର୍ଥିକ ଲକ୍ଷ୍ୟ ହାସଲ କରିବା ଉଚିତ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ। ମିଶନ ପୋୱାର (Mission PoWaR) ଅଧୀନରେ ଥିବା ସମସ୍ତ କାର୍ଯ୍ୟ ପାଇଁ ଅଗଷ୍ଟ ୨୦୨୬ ଶେଷ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ସମାପ୍ତ କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ବର୍ଷା ଶେଷ ହେବା ମାତ୍ରେ ତୁରନ୍ତ ରାସ୍ତା ମରାମତି କରିବା ପାଇଁ ସେ କ୍ଷେତ୍ର କର୍ମଚାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ କରାଯାଉଥିବା ବିଭିନ୍ନ ବିଭାଗର କୋଠାବାଡି ର ଅଗ୍ରଗତି ମଧ୍ୟ ଏହି ବୈଠକରେ ସମୀକ୍ଷା କରାଯାଇଥିଲା।

Hon’ble MLA Sadar Kataka visited the ongoing road Janardanpur Sani Bazar to Damodarpur under TRIP.
12/08/2026

Hon’ble MLA Sadar Kataka visited the ongoing road Janardanpur Sani Bazar to Damodarpur under TRIP.

SE, RW Division Jagatsinghpur has checked the Reinforcement for Pile Cap of Abutment Left of the (Span - 3X 10.77 Mtr) b...
12/08/2026

SE, RW Division Jagatsinghpur has checked the Reinforcement for Pile Cap of Abutment Left of the (Span - 3X 10.77 Mtr) bridge over river Alaka near Rasalpur High school on Rasalpur to Kaliabora PS Road in Jagatsinghpur along with concerned field officers and the Agency.

Chief Construction Engineer, Rural Works Circle, Keonjhar inspected the ongoing works in Patna and Saharpada Blocks and ...
06/08/2026

Chief Construction Engineer, Rural Works Circle, Keonjhar inspected the ongoing works in Patna and Saharpada Blocks and reviewed the progress of works.

Address

Lokaseba Bhawan
Bhubaneswar
751001

Opening Hours

Monday 10am - 5:30pm
Tuesday 10am - 5:30pm
Wednesday 10am - 5:30pm
Thursday 10am - 5:30pm
Friday 10am - 5:30pm
Saturday 10am - 5:30pm

Telephone

+919437233317

Alerts

Be the first to know and let us send you an email when Rural Development Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Rural Development Odisha:

Shortcuts

Share