Women & Child Development, Government of Odisha

Women & Child Development, Government of Odisha Department of Women & Child Development,
Government of Odisha The Women and Child Development Department was created as a separate Department during 1994-95.

Since inception, it has been working for the overall development of children and women through a host of specially designed schemes and programmes. For more details, visit: http://wcdodisha.gov.in/

Also follow us on Twitter: https://twitter.com/WCDOdisha

07/09/2026

ପୋଷଣର ପ୍ରତ୍ୟେକ ପଦକ୍ଷେପ, ଶିଶୁର ସୁସ୍ଥ ଭବିଷ୍ୟତର ଭିତ୍ତି। ୬ ମାସରୁ ୬ ବର୍ଷ ବୟସର ଶିଶୁଙ୍କ ପାଇଁ ସନ୍ତୁଳିତ, ପୁଷ୍ଟିକର ଓ ବିବିଧ ଖାଦ୍ୟ ନିଶ୍ଚିତ କରିବା ହେଉଛି ସୁସ୍ଥ ଅଭିବୃଦ୍ଧିର ମୁଖ୍ୟ ଚାବି। ଭାତ, ଡାଲି, ପନିପରିବା, ଫଳ, ଅଣ୍ଡା ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟର ସମନ୍ୱୟ ଶିଶୁଙ୍କୁ ଦେଇଥାଏ ଆବଶ୍ୟକ ପୋଷକତତ୍ତ୍ୱ ଓ ଶକ୍ତି।

CMO Odisha Prabhati Parida Ministry of Women & Child Development, Government of India Subhadra Odisha Information & Public Relations Department, Government of Odisha Mission Shakti Odisha UNICEF India UNFPA India National Commission for Women National Commission for Protection of Child Rights

ଆଜି ତା. ୦୬.୦୯.୨୦୨୬ ରିଖରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ୍ ହଲ୍ ଠାରେ ଓଡ଼ିଶା ହାଇକୋର୍ଟର ଜୁଭେନାଇଲ୍ ଜଷ୍ଟିସ୍ କମିଟି, ଓଡ଼ିଶା ...
06/09/2026

ଆଜି ତା. ୦୬.୦୯.୨୦୨୬ ରିଖରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ୍ ହଲ୍ ଠାରେ ଓଡ଼ିଶା ହାଇକୋର୍ଟର ଜୁଭେନାଇଲ୍ ଜଷ୍ଟିସ୍ କମିଟି, ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ୟୁନିସେଫ୍ ଓଡ଼ିଶାର ମିଳିତ ସହଯୋଗରେ “ଜୁଭେନାଇଲ୍ ଜଷ୍ଟିସ୍ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫: କାର୍ଯ୍ୟକାରିତାର ଏକ ଦଶନ୍ଧି ଓ ଆଗାମୀ ପଥ” ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ ବୈଠକ ଆୟୋଜିତ ହୋଇଯାଇଛି।

ଏହି ବୈଠକରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ, ଓଡ଼ିଶା ହାଇକୋର୍ଟର ଜୁଭେନାଇଲ୍ ଜଷ୍ଟିସ୍ କମିଟିର ଅଧ୍ୟକ୍ଷା ମାନ୍ୟବର ଜଷ୍ଟିସ୍ ସାବିତ୍ରୀ ରଥ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ସଚିବ ଡ. ମୃଣାଳିନୀ ଦର୍ସ୍ୱାଲ, ୟୁନିସେଫ୍ ଓଡ଼ିଶାର ଚିଫ୍ ଅଫ୍ ଫିଲ୍ଡ ଅଫିସର ପ୍ରଶାନ୍ତ ଦାଶଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଓଡ଼ିଶାରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଉଦୀୟମାନ ବିପଦ ଓ ଅସୁରକ୍ଷିତତାର ମୁକାବିଲା ପାଇଁ ଦୃଢ଼ ପ୍ରତିରୋଧମୂଳକ ପଦକ୍ଷେପ, ପରିବାର ଭିତ୍ତିକ ଯତ୍ନ ଓ ପୁନର୍ବାସନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ବିଭିନ୍ନ ଅଂଶୀଦାର ମାନେ ଆହ୍ୱାନ ଦେଇଛନ୍ତି।

CMO Odisha Prabhati Parida Ministry of Women & Child Development, Government of India Subhadra Odisha Information & Public Relations Department, Government of Odisha Mission Shakti Odisha UNICEF India UNFPA India National Commission for Women National Commission for Protection of Child Rights

STATE-LEVEL STAKEHOLDER'S CONSULTATION JUVENILE JUSTICE(CARE AND PROTECTION OF CHILDREN), ACT, 2015
06/09/2026

STATE-LEVEL STAKEHOLDER'S CONSULTATION JUVENILE JUSTICE(CARE AND PROTECTION OF CHILDREN), ACT, 2015

Follow us on:Twitter: WCDOdishaFacebook: wcddodishaInstagram:...

06/09/2026

ସୁସ୍ଥ ଶରୀର ଓ ସୁସ୍ଥ ଭବିଷ୍ୟତ ପାଇଁ ପୋଷଣଯୁକ୍ତ ଖାଦ୍ୟ ଚୟନ ଅତ୍ୟନ୍ତ ଜରୁରୀ। ଦୈନିକ ଖାଦ୍ୟରେ ସବୁଜ ପନିପରିବା, ଶାଗ, ଫଳ, ଡାଲି, ଶସ୍ୟ ଓ ଅନ୍ୟାନ୍ୟ ପୋଷଣକର ଖାଦ୍ୟକୁ ସାମିଲ କରିବା ସହ ଅତ୍ୟଧିକ ପ୍ରକ୍ରିୟାକୃତ ଓ ଅସ୍ୱାସ୍ଥ୍ୟକର ଖାଦ୍ୟରୁ ଦୂରେଇବା ଆବଶ୍ୟକ।

CMO Odisha Prabhati Parida Ministry of Women & Child Development, Government of India Subhadra Odisha Information & Public Relations Department, Government of Odisha Mission Shakti Odisha UNICEF India UNFPA India National Commission for Women National Commission for Protection of Child Rights

05/09/2026

ଗର୍ଭାବସ୍ଥା ଓ ପ୍ରସବ ପରବର୍ତ୍ତୀ ସମୟରେ ମା’ଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ଯଥୋଚିତ ଯତ୍ନ ଏକ ସୁସ୍ଥ ଶିଶୁର ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ। ମମତା–ପିଏମଏମଭିଓ୍ୱାଇ ଯୋଜନା ମାତୃତ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସହାୟତା ଓ ସଚେତନତା ସୃଷ୍ଟି କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ।

CMO Odisha Prabhati Parida Ministry of Women & Child Development, Government of India Subhadra Odisha Information & Public Relations Department, Government of Odisha Mission Shakti Odisha UNICEF India UNFPA India National Commission for Women National Commission for Protection of Child Rights

ଶିଶୁଙ୍କ ସୁସ୍ଥ ବିକାଶ, ମାନସିକ ଓ ଶାରୀରିକ ଅଭିବୃଦ୍ଧି ପାଇଁ ପୋଷଣଯୁକ୍ତ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିଶୁଙ୍କ ଥାଳିରେ ଖାଦ୍...
05/09/2026

ଶିଶୁଙ୍କ ସୁସ୍ଥ ବିକାଶ, ମାନସିକ ଓ ଶାରୀରିକ ଅଭିବୃଦ୍ଧି ପାଇଁ ପୋଷଣଯୁକ୍ତ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିଶୁଙ୍କ ଥାଳିରେ ଖାଦ୍ୟର ବିବିଧତା ଯେତେ ବଢ଼ିବ, ସେମାନଙ୍କ ସୁସ୍ଥ ବିକାଶର ସମ୍ଭାବନା ସେତେ ଦୃଢ଼ ହେବ।

CMO Odisha Prabhati Parida Ministry of Women & Child Development, Government of India Subhadra Odisha Information & Public Relations Department, Government of Odisha Mission Shakti Odisha UNICEF India UNFPA India National Commission for Women National Commission for Protection of Child Rights Oscpcr, Govt. of Odisha

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁ ଦିବସ ଅବସରରେ ମହିଳା ଓ ଶିଶୁ ବ...
05/09/2026

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁ ଦିବସ ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ।

CMO Odisha Prabhati Parida Ministry of Women & Child Development, Government of India Subhadra Odisha Information & Public Relations Department, Government of Odisha Mission Shakti Odisha UNICEF India UNFPA India National Commission for Women National Commission for Protection of Child Rights

ଜାଣନ୍ତୁ ପୂର୍ବ ପୋଷଣ ପ୍ରଶ୍ନୋତ୍ତର କୁଇଜର ସଠିକ୍ ଉତ୍ତର...                       CMO Odisha  Prabhati Parida  Ministry of Wom...
04/09/2026

ଜାଣନ୍ତୁ ପୂର୍ବ ପୋଷଣ ପ୍ରଶ୍ନୋତ୍ତର କୁଇଜର ସଠିକ୍ ଉତ୍ତର...

CMO Odisha Prabhati Parida Ministry of Women & Child Development, Government of India Subhadra Odisha Information & Public Relations Department, Government of Odisha Mission Shakti Odisha UNICEF India UNFPA India National Commission for Protection of Child Rights

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଗଜପତି ଜିଲ୍ଲାର ଖଜୁରୀପଦା ଅଙ୍ଗନବାଡ଼ି କେନ୍ଦ୍ରରେ ସୁନ୍ଦର ଫ୍ୟାନ୍ସି ଡ୍ରେସ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ...
04/09/2026

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଗଜପତି ଜିଲ୍ଲାର ଖଜୁରୀପଦା ଅଙ୍ଗନବାଡ଼ି କେନ୍ଦ୍ରରେ ସୁନ୍ଦର ଫ୍ୟାନ୍ସି ଡ୍ରେସ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

CMO Odisha Prabhati Parida Ministry of Women & Child Development, Government of India Subhadra Odisha Information & Public Relations Department, Government of Odisha Mission Shakti Odisha UNICEF India UNFPA India National Commission for Women National Commission for Protection of Child Rights

ଶିଶୁର ସୁସ୍ଥ ବିକାଶ ଓ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ ହେଉଛି ସଠିକ୍ ପୋଷଣ, ଉତ୍ତମ ଯତ୍ନ ଓ ଉପଯୁକ୍ତ ଶିକ୍ଷା। ଜୀବନର ପ୍ରାରମ୍ଭିକ ବର୍ଷଗୁଡ଼ିକରେ...
04/09/2026

ଶିଶୁର ସୁସ୍ଥ ବିକାଶ ଓ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ ହେଉଛି ସଠିକ୍ ପୋଷଣ, ଉତ୍ତମ ଯତ୍ନ ଓ ଉପଯୁକ୍ତ ଶିକ୍ଷା। ଜୀବନର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ମିଳୁଥିବା ପୋଷଣ ଶିଶୁର ଶାରୀରିକ, ମାନସିକ ଓ ଜ୍ଞାନଗତ ବିକାଶକୁ ସୁଦୃଢ଼ କରିଥାଏ।

CMO Odisha Prabhati Parida Ministry of Women & Child Development, Government of India Subhadra Odisha Information & Public Relations Department, Government of Odisha Mission Shakti Odisha UNICEF India UNFPA India National Commission for Women National Commission for Protection of Child Rights

Address

Secretariat, ( Sachivalaya Marg )
Bhubaneswar
751001

Alerts

Be the first to know and let us send you an email when Women & Child Development, Government of Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Women & Child Development, Government of Odisha:

Shortcuts

Share