Worry Free Wellness Center

Call Directions Website Contact the organization

Worry Free Wellness Center Contact information, map and directions, contact form, opening hours, services, ratings, photos, videos and announcements from Worry Free Wellness Center, Social service, MIG-116, L4/B, K9A, Kalinga Vihar, Patrapada, Bhubaneswar.

Weight Lose/Gain/Maintain
▪️Digestive Health
▪️Immune Booster
▪️Energy & Fitness
▪️Joint Health
▪️Heart Health
▪️Sports Nutrition
▪️Women's Health
▪️Children's Health
▪️Healthy Active Lifestyle
▪️Overall Wellness & Well-being

Happy Ganesh Chaturthi 💐🎉🙏
14/09/2026

Happy Ganesh Chaturthi 💐🎉🙏

06/09/2026

🌸 ଗୁରୁ ଦିବସରେ ଆମକୁ ଏତେ ଭଲପାଇବାର ସୁନ୍ଦର ଉପହାର ଦେଇଥିବା ପ୍ରତ୍ୟେକ ସଦସ୍ୟଙ୍କୁ ହୃଦୟରୁ ବିଶେଷ କୃତଜ୍ଞତା ଓ ଧନ୍ୟବାଦ। ❤️🙏

ଆପଣମାନଙ୍କର ଭଲପାଇବା, ସମ୍ମାନ ଓ ବିଶ୍ୱାସ ଆମ ପାଇଁ ସବୁଠୁ ବଡ଼ ଉପହାର। 💐✨

ଏହି ସ୍ନେହ ଓ ସମ୍ପର୍କ ସବୁବେଳେ ଏମିତି ଅତୁଟ ରହୁ। ❤️🙏

🌸 ଗୁରୁ ଦିବସର ଅନେକ ଅନେକ ଶୁଭେଚ୍ଛା 🙏🌺ଗୁରୁ କେବଳ ଜ୍ଞାନ ଦିଅନ୍ତି ନାହିଁ,ସେ ଆମକୁ ସଠିକ୍ ପଥ ଦେଖାଇ, ସ୍ୱପ୍ନକୁ ଲକ୍ଷ୍ୟ ଏବଂ ଲକ୍ଷ୍ୟକୁ ସଫଳ...
05/09/2026

🌸 ଗୁରୁ ଦିବସର ଅନେକ ଅନେକ ଶୁଭେଚ୍ଛା 🙏🌺

ଗୁରୁ କେବଳ ଜ୍ଞାନ ଦିଅନ୍ତି ନାହିଁ,
ସେ ଆମକୁ ସଠିକ୍ ପଥ ଦେଖାଇ, ସ୍ୱପ୍ନକୁ ଲକ୍ଷ୍ୟ ଏବଂ ଲକ୍ଷ୍ୟକୁ ସଫଳତାରେ ପରିଣତ କରିବାର ପ୍ରେରଣା ଦିଅନ୍ତି। ✨

ଆମ ଜୀବନର ସମସ୍ତ ଗୁରୁ, ମେଣ୍ଟର ଏବଂ ମାର୍ଗଦର୍ଶକଙ୍କୁ ହୃଦୟରୁ ଧନ୍ୟବାଦ। ❤️🙏

Happy Guru Diwas! 🌸
ସଦା ଆପଣଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନ ଆମ ସହିତ ରହୁ। 🙏✨

🇮🇳 ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା! 🇮🇳୧୫ ଅଗଷ୍ଟ କେବଳ ଏକ ଦିନ ନୁହେଁ—ଏହା ଆମ ସ୍ୱାଧୀନତା, ଏକତା ଓ ଦେଶ ପାଇଁ କିଛି କରିବାର ସଙ୍କଳ୍...
15/08/2026

🇮🇳 ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା! 🇮🇳
୧୫ ଅଗଷ୍ଟ କେବଳ ଏକ ଦିନ ନୁହେଁ—ଏହା ଆମ ସ୍ୱାଧୀନତା, ଏକତା ଓ ଦେଶ ପାଇଁ କିଛି କରିବାର ସଙ୍କଳ୍ପର ଦିନ।
! 🇮🇳✨
Worry Free Wellness Center

ଯୋଗ କେବଳ ଏକ ବ୍ୟାୟାମ ନୁହେଁ,ଏହା ସୁସ୍ଥ ଶରୀର, ଶାନ୍ତ ମନ ଓ ସୁନ୍ଦର ଜୀବନର ପଥ।ପ୍ରତିଦିନ ଯୋଗ କରନ୍ତୁ,ସୁସ୍ଥ ଓ ସକାରାତ୍ମକ ଜୀବନ ବଞ୍ଚନ୍ତୁ...
20/06/2026

ଯୋଗ କେବଳ ଏକ ବ୍ୟାୟାମ ନୁହେଁ,
ଏହା ସୁସ୍ଥ ଶରୀର, ଶାନ୍ତ ମନ ଓ ସୁନ୍ଦର ଜୀବନର ପଥ।

ପ୍ରତିଦିନ ଯୋଗ କରନ୍ତୁ,
ସୁସ୍ଥ ଓ ସକାରାତ୍ମକ ଜୀବନ ବଞ୍ଚନ୍ତୁ।

ଆସନ୍ତା କାଲି ସକାଳ 7.30ରେ ଆମ ସେଣ୍ଟର ଠାରେ ଯୋଗ ଦିବସ ପାଳନ ହେବ ସମସ୍ତେ ସମୟରେ ଆସିଲେ ଭାଗ ନେଇ ପାରିବେ

🧘‍♀️ ଆନ୍ତର୍ଜାତୀୟ ଯୋଗ ଦିବସର ଅନେକ ଅନେକ ଶୁଭେଚ୍ଛା 🌿

06/06/2026

ସଞ୍ଜୟ ସାର୍ ଓ ବୈଜୟନ୍ତୀ ମ୍ୟାମଙ୍କ ବିବାହ ବାର୍ଷିକୀ ଉପଲକ୍ଷେ ଆମ ୱେଲନେସ୍ ସେଣ୍ଟରରେ ଏକ ବିଶେଷ ଉତ୍ସବ ପାଳନ କରାଗଲା। ତାଙ୍କ ଦାମ୍ପତ୍ୟ ଜୀବନ ସଦା ସୁଖ, ସ୍ୱାସ୍ଥ୍ୟ, ପ୍ରେମ ଓ ସମୃଦ୍ଧିରେ ଭରି ରହୁ। ବିବାହ ବାର୍ଷିକୀର ଅନେକ ଅନେକ ଶୁଭେଚ୍ଛା। 💐🎉

16/05/2026

Address

MIG-116, L4/B, K9A, Kalinga Vihar, Patrapada
Bhubaneswar
751019

Opening Hours

Monday 7:45am - 10:30am
Tuesday 7:45am - 10:30am
Wednesday 7:45am - 10:30am
Thursday 7:45am - 10:30am
Friday 7:45am - 10:30am
Saturday 7:45am - 10:30am
Sunday 7:45am - 10:30am

Telephone

+919090030122

Alerts

Be the first to know and let us send you an email when Worry Free Wellness Center posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Worry Free Wellness Center:

Shortcuts

Share

Category