Odisha State Road Transport Corporation - OSRTC

Odisha State Road Transport Corporation - OSRTC Official account of the Odisha State Road Transport Corporation.

Odisha State Road Transport Corporation operates under the Commerce & Transport Department of Government of Odisha. It is the only organization of the Government which provides passenger transport in the state of Odisha.

Every journey becomes even more meaningful when it earns your appreciation.Thank you for capturing this beautiful moment...
03/09/2026

Every journey becomes even more meaningful when it earns your appreciation.
Thank you for capturing this beautiful moment & sharing your kind words.

Your appreciation motivates us to continue providing safe, comfortable & reliable journeys while connecting every corner of Odisha.

ଛୋଟ ଛୋଟ ହସ, ବଡ଼ ବଡ଼ ସ୍ୱପ୍ନ ଏବଂ ଏକ ସୁନ୍ଦର ଯାତ୍ରା। ପିଲାମାନଙ୍କ ପ୍ରତ୍ୟେକ ଯାତ୍ରା ହେଉ ସୁରକ୍ଷିତ, ସୁବିଧାଜନକ ଓ ଆନନ୍ଦମୟ ଏହା ହିଁ ଆମ...
02/09/2026

ଛୋଟ ଛୋଟ ହସ, ବଡ଼ ବଡ଼ ସ୍ୱପ୍ନ ଏବଂ ଏକ ସୁନ୍ଦର ଯାତ୍ରା।

ପିଲାମାନଙ୍କ ପ୍ରତ୍ୟେକ ଯାତ୍ରା ହେଉ ସୁରକ୍ଷିତ, ସୁବିଧାଜନକ ଓ ଆନନ୍ଦମୟ ଏହା ହିଁ ଆମର ପ୍ରୟାସ।

Stay connected with OSRTC across all our social media platforms for the latest updates on routes, services, travel infor...
01/09/2026

Stay connected with OSRTC across all our social media platforms for the latest updates on routes, services, travel information & more.

Follow us, stay informed & make every journey across Odisha smoother and smarter.

ଆପଣଙ୍କ ସମର୍ଥନ ଓ ବିଶ୍ୱାସ ଆମର ପ୍ରେରଣା।ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଓ ଉତ୍ତମ ଯାତ୍ରା ଅନୁଭୂତିକୁ ପ୍ରାଥମିକତା ଦେଇ ଓଏସ୍‌ଆରଟିସି ନିୟମର ...
01/09/2026

ଆପଣଙ୍କ ସମର୍ଥନ ଓ ବିଶ୍ୱାସ ଆମର ପ୍ରେରଣା।

ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଓ ଉତ୍ତମ ଯାତ୍ରା ଅନୁଭୂତିକୁ ପ୍ରାଥମିକତା ଦେଇ ଓଏସ୍‌ଆରଟିସି ନିୟମର କଡ଼ାକଡ଼ି ପାଳନ ସହ ଗୁଣାତ୍ମକ ସେବା ପ୍ରଦାନ ପାଇଁ ନିରନ୍ତର ପ୍ରୟାସରତ।

ଆପଣଙ୍କ ମୂଲ୍ୟବାନ ମତାମତ ଆମ ସେବାରେ ନିରନ୍ତର ଉନ୍ନତି ପାଇଁ ଆମକୁ ପ୍ରେରିତ କରେ।

ଧନ୍ୟବାଦ, ଓଏସ୍‌ଆରଟିସି ସହ ଯୋଡ଼ି ହୋଇ ରହିଥିବାରୁ।

Connecting destinations, bringing journeys closer! Travel between Brahmapur↔️Mayapur with OSRTC’s convenient daily bus s...
31/08/2026

Connecting destinations, bringing journeys closer!

Travel between Brahmapur↔️Mayapur with OSRTC’s convenient daily bus service, connecting key destinations including Bhubaneswar, Baleshwar, Kharagpur & Kolkata.

Plan your journey with OSRTC & travel with comfort and convenience.

ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରା ସହ ପିଲାମାନଙ୍କ ମୁହଁରେ ହସ ଓ ମନରେ ନୂଆ ସ୍ୱପ୍ନ। ଶିକ୍ଷାର ପଥକୁ ଆହୁରି ସୁଗମ କରିବା ସହ ପ୍ରତ୍ୟେକ ଛାତ୍ରଛ...
31/08/2026

ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରା ସହ ପିଲାମାନଙ୍କ ମୁହଁରେ ହସ ଓ ମନରେ ନୂଆ ସ୍ୱପ୍ନ।

ଶିକ୍ଷାର ପଥକୁ ଆହୁରି ସୁଗମ କରିବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସୁବିଧା ଓ ସୁରକ୍ଷା ପାଇଁ OSRTC ସଦା ସମର୍ପିତ।
ଆସନ୍ତୁ, ସୁରକ୍ଷିତ ଯାତ୍ରା ସହ ସେମାନଙ୍କ ସ୍ୱପ୍ନକୁ ଆଗକୁ ବଢ଼ାଇବା।

30/08/2026

ମୁଖ୍ୟମନ୍ତ୍ରୀ ବସ୍ ସେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଶିକ୍ଷା ଯାତ୍ରା ହେଉଛି ଆହୁରି ସୁଗମ ଓ ସୁବିଧାଜନକ।

ଶିକ୍ଷାନୁଷ୍ଠାନକୁ ଯିବା-ଆସିବାରେ ମିଳୁଛି ସୁବିଧା, ସମୟର ସଞ୍ଚୟ ଓ ନିରାପଦ ଯାତ୍ରାର ଭରସା। ଯାତ୍ରାର ଦୂରତା ଯେତେ ହେଉ, ଶିକ୍ଷା ପ୍ରତି ସେମାନଙ୍କ ଆଗ୍ରହ ଓ ସ୍ୱପ୍ନକୁ ଆଗକୁ ବଢ଼ାଇବାରେ ମୁଖ୍ୟମନ୍ତ୍ରୀ ବସ୍ ସେବା ହେଉଛି ଏକ ସୁବିଧାଜନକ ସାଥୀ।

29/08/2026

Nature outside, comfort inside, and memorable moments along the way.

With OSRTC, every journey is a seamless blend of comfort, scenic experiences and the joy of travel.

Connecting every journey to new experiences!With OSRTC, every journey brings convenience, connectivity & a way to explor...
29/08/2026

Connecting every journey to new experiences!

With OSRTC, every journey brings convenience, connectivity & a way to explore Odisha.

Stay connected with OSRTC for more travel updates & services.

ସୁରକ୍ଷିତ ଯାତ୍ରା, ଉଜ୍ଜ୍ୱଳ ଭବିଷ୍ୟତ!ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଓଏସ୍ଆରଟିସି ପ୍ରତିଶ୍ରୁତିବଦ୍ଧ। ଗାଁ ଗାଁରେ ...
28/08/2026

ସୁରକ୍ଷିତ ଯାତ୍ରା, ଉଜ୍ଜ୍ୱଳ ଭବିଷ୍ୟତ!
ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଓଏସ୍ଆରଟିସି ପ୍ରତିଶ୍ରୁତିବଦ୍ଧ। ଗାଁ ଗାଁରେ ଆମର ବସ୍ ସେବା ପହଞ୍ଚି ଛାତ୍ରଛାତ୍ରୀମାନଙ୍କ ଯାତ୍ରାକୁ କରିଛି ସହଜ ଓ ଆନନ୍ଦଦାୟକ।

Address

OSRTC Head Office, Paribahan Bhavan, Sachivalaya Marg, Unit-II
Bhubaneswar
751001

Alerts

Be the first to know and let us send you an email when Odisha State Road Transport Corporation - OSRTC posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Odisha State Road Transport Corporation - OSRTC:

Shortcuts

Share