Adv Manoranjan Swain

Adv Manoranjan Swain ଆତ୍ମ ବିଶ୍ୱାସର ସହିତ ପରିଶ୍ରମ କଲେ ହୁଏ ତ ଗୋଟେଦିନ ରେ ସଫଳତା ନ ମିଳିପାରେ,କିନ୍ତୁ ଗୋଟେଦିନ ନିଶ୍ଚୟ ସଫଳତା ମିଳିବ 🤞

30/01/2024
ଓଡ଼ିଶା ପାଇଁ ସମ୍ମାନ ଓ ଗୌରବର ବିଷୟ। ଦିଲ୍ଲୀ ୭୫ତମ ସାଧାରଣତନ୍ତ୍ର ଦିବସରେ ସାମିଲ ହୋଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଥମ ହୋଇଛି। ନାରୀ ...
30/01/2024

ଓଡ଼ିଶା ପାଇଁ ସମ୍ମାନ ଓ ଗୌରବର ବିଷୟ। ଦିଲ୍ଲୀ ୭୫ତମ ସାଧାରଣତନ୍ତ୍ର ଦିବସରେ ସାମିଲ ହୋଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଥମ ହୋଇଛି। ନାରୀ ସଶକ୍ତିକରଣ ସହ ଓଡ଼ିଶାର ସମୃଦ୍ଧ କଳା, ଭାସ୍କର୍ଯ୍ୟକୁ ନେଇ ପ୍ରସ୍ତୁତ ପ୍ରଜ୍ଞାପନ ମେଢ଼ର ଏହି ଶ୍ରେଷ୍ଠତ୍ଵ ପ୍ରତିଟି ଓଡ଼ିଆଙ୍କୁ ଗର୍ବିତ କରିଛି।
Naveen Odisha
BJD Digital Wing
BJD I.T. Wing

30/01/2024

ଦିଲ୍ଲୀ ୭୫ତମ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଥମ ସ୍ଥାନ ହାସଲ କରି ସାରା ଦେଶରେ ସୁନାମ ଅର୍ଜନ କରିଛି। ମହିଳା ସଶକ୍ତିକରଣର ବାର୍ତ୍ତା ସହ କର୍ତ୍ତବ୍ୟ ପଥରେ ଓଡ଼ିଶାର ସମୃଦ୍ଧ କଳା, ଭାସ୍କର୍ଯ୍ୟର ଉପସ୍ଥାପନା ରାଜ୍ୟ ପାଇଁ ସମ୍ମାନ ଆଣିଛି।

27/01/2024

ଜୟ ମା‘ ସମଲେଶ୍ବରୀ ମା’ 🙏

🙏

ଜୟ ମା‘ ସମଲେଇ 🙏
25/01/2024

ଜୟ ମା‘ ସମଲେଇ 🙏

24/01/2024

ଜୟ ମା‘ ସମଲେଇ 🙏

Address

Bhubaneswar

Website

Alerts

Be the first to know and let us send you an email when Adv Manoranjan Swain posts news and promotions. Your email address will not be used for any other purpose, and you can unsubscribe at any time.

Share

Category