Works Department, Government of Odisha

Works Department, Government of Odisha Official Facebook handle of Works Department, Government of Odisha.

16/07/2026

ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ | କାଳିଆ ସାଆନ୍ତଙ୍କ ଅପାର କରୁଣା ଆପଣଙ୍କ ଉପରେ ସବୁବେଳେ ଥାଉ |

09/07/2026

In just two years, Odisha’s skilling ecosystem has shifted into top gear. Under the leadership of Hon’ble Chief Minister Shri Mohan Charan Majhi , industry-ready training, digital skilling and career guidance are equipping young people to dream bigger, skill smarter and stay ahead in a fast-changing world.



06/07/2026
04/07/2026
29/06/2026

ବଡଠାକୁରଙ୍କ ଦିବ୍ୟ ସ୍ନାନ
ପୁଲକିତ ହେଉଛି ଭକ୍ତର ପ୍ରାଣ
୧୦୮ ଗରା ଜଳରେ କଲେ ସ୍ନାନ
ଭକ୍ତିଅଶ୍ରୁରେ ଭିଜିଲା ଭକ୍ତ ନୟନ

ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତେ ଭକ୍ତି ବର୍ଷାରେ ଭିଜିଯାଆନ୍ତୁ |

ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହୋଇଛି ଏହି ସବୁ ପ୍ରକଳ୍ପ | ଲୋକଙ୍କ ସୁବିଧା, ସଂଯୋଗୀକରଣ ଏବଂ ସମୃ...
25/06/2026

ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହୋଇଛି ଏହି ସବୁ ପ୍ରକଳ୍ପ | ଲୋକଙ୍କ ସୁବିଧା, ସଂଯୋଗୀକରଣ ଏବଂ ସମୃଦ୍ଧିକୁ ନେଇ କୋରାପୁଟ, ବରଗଡ଼ ଓ ଢେଙ୍କାନାଳ ଜିଲ୍ଲାର ଏହି ପ୍ରକଳ୍ପ ଓଡ଼ିଶାର ବିକାଶକୁ ଏକ ନୂଆ ଶିଖରକୁ ନେବ |
CMO Odisha

Prithiviraj Harichandan


ନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଆଜି ପୁରୀ ଜିଲ୍ଲାର ଜାତୀୟ ରାଜପଥ-୩୧୬ର ମାଟିଆପଡାଠାରେ ନିର୍ମାଣାଧୀନ ରେଳ ଓଭରବ...
25/06/2026

ନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଆଜି ପୁରୀ ଜିଲ୍ଲାର ଜାତୀୟ ରାଜପଥ-୩୧୬ର ମାଟିଆପଡାଠାରେ ନିର୍ମାଣାଧୀନ ରେଳ ଓଭରବ୍ରିଜର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି | ଏହି ପରିଦର୍ଶନ ସମୟରେ ମୁଖ୍ୟ ଯନ୍ତ୍ରୀ (ଜାତୀୟ ରାଜପଥ), ଅଧୀକ୍ଷଣ ଯନ୍ତ୍ରୀ (ଜାତୀୟ ରାଜପଥ) ଏବଂ ନିର୍ମାଣ କାର୍ଯ୍ୟ କରୁଥିବା ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଚଳିତବର୍ଷ ରଥଯାତ୍ରା ପୂର୍ବରୁ ବ୍ରିଜ୍‌ର ଦୁଇ ପାର୍ଶ୍ୱରେ ଥିବା ସର୍ଭିସ୍ ରୋଡ ସହ ଅନ୍ୟାନ୍ୟ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ |
Prithiviraj Harichandan

ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହୋଇଛି ଏହି ସବୁ ଉଲ୍ଲେଖନୀୟ ପ୍ରକଳ୍ପ | ଦେବଗଡ଼, ବଲାଙ୍ଗୀର ଓ ଭଦ୍...
23/06/2026

ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହୋଇଛି ଏହି ସବୁ ଉଲ୍ଲେଖନୀୟ ପ୍ରକଳ୍ପ | ଦେବଗଡ଼, ବଲାଙ୍ଗୀର ଓ ଭଦ୍ରକ ଜିଲ୍ଲାର ଏହି ସବୁ ପ୍ରକଳ୍ପ ରାଜ୍ୟର ଗମନାଗମନ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବ |
CMO Odisha PMO India

22/06/2026

The Works Department, Government of Odisha, continues to drive the state's development journey by strengthening road connectivity, enhancing communication networks, and building robust infrastructure. CMO Odisha PMO India

22/06/2026

ରାଜଧାନୀ ଭୁବନେଶ୍ୱରରେ ୩ଟି ପ୍ରମୁଖ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି | ଲୋକଙ୍କ ସୁବିଧା, ସଂଯୋଗୀକରଣ ଏବଂ ସମୃଦ୍ଧିକୁ ନେଇ ଓଡ଼ିଶାର ବିକାଶକୁ ଏକ ନୂଆ ଶିଖରକୁ ନେଉଛନ୍ତି ରାଜ୍ୟ ସରକାର |
CMO Odishaha
PMO Indiaa

Address

Odisha Secretariat Building
Bhubaneswar
751001

Alerts

Be the first to know and let us send you an email when Works Department, Government of Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share