BJD Niali Assembly Constituency

BJD Niali Assembly Constituency Contact information, map and directions, contact form, opening hours, services, ratings, photos, videos and announcements from BJD Niali Assembly Constituency, Political organisation, Bhubaneswar.

https://twitter.com/Naveen_Odisha/status/1400017841961586688?s=09
03/06/2021

https://twitter.com/Naveen_Odisha/status/1400017841961586688?s=09

“Wrote to all CMs for a consensus on centralised procurement of vaccines by GOI in view of the challenges faced by states. Spoke to some CMs who shared my views. No State is safe unless all States adopt vaccination as a top priority & execute it on war-footing.”

ନିଆଳି ନିର୍ବାଚନ ମଣ୍ଡଳୀ କୁରଙ୍ଗ ଶାସନ ଆମ୍ରପାଲି ରିସର୍ଟ ରେ ମାନ୍ୟବର ବିଧାୟକ, ନିଆଳି, ତଥା କଟକ ଜିଲ୍ଲା ଯୋଜନ କମିଟି ଅଧକ୍ଷ ପ୍ରଫେସର ଡ଼ଃ ...
07/05/2021

ନିଆଳି ନିର୍ବାଚନ ମଣ୍ଡଳୀ କୁରଙ୍ଗ ଶାସନ ଆମ୍ରପାଲି ରିସର୍ଟ ରେ ମାନ୍ୟବର ବିଧାୟକ, ନିଆଳି, ତଥା କଟକ ଜିଲ୍ଲା ଯୋଜନ କମିଟି ଅଧକ୍ଷ ପ୍ରଫେସର ଡ଼ଃ ପ୍ରମୋଦ କୁମାର ମଲ୍ଲିକଙ୍କ ଦ୍ଵାରା କୋଭିଡ କେୟାର ସେଣ୍ଟର ଶୁଭାରମ୍ଭ, କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦେଶକ, ନିଆଳି, କଣ୍ଟାପଡାଓ ବାରଙ୍ଗ ପଂଚାୟତ ସମିତି ଅଧକ୍ଷ /ଅଧକ୍ଷା, ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର, ଆମ୍ରପାଲି ଅଧକ୍ଷ, ସୁଷ୍ଟି ହସ୍ପିଟାଲ ମୁଖ୍ୟ ପ୍ରମୁଖ ଉପସ୍ଥିତ ରହି ଥିଲେ l

ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ଡିସପେନସେରୀରେ କୋଭାକ୍ସିନ୍ ଟିକା ନେଲେ ନବୀନ ପଟ୍ଟନାୟକ ।
01/03/2021

ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ଡିସପେନସେରୀରେ କୋଭାକ୍ସିନ୍ ଟିକା ନେଲେ ନବୀନ ପଟ୍ଟନାୟକ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ତଥା ଜନକଲ୍ୟାଣ ଯୋଜନାରେ ଆକର୍ଷିତ ହୋଇ କଣ୍ଟାପଡା ବ୍ଲକ ଝାରପଡା ପଂଚାୟତର...
28/02/2021

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ତଥା ଜନକଲ୍ୟାଣ ଯୋଜନାରେ ଆକର୍ଷିତ ହୋଇ କଣ୍ଟାପଡା ବ୍ଲକ ଝାରପଡା ପଂଚାୟତର 70 ରୁ ଉର୍ଦ୍ଧ ଯୁବକ ପଦ୍ମ ଛାଡି ଶଙ୍ଖ ଧରିଛନ୍ତି,ଏବଂ ଖାଲଗ୍ରାମ ର ଧୀର ବାବୁ ବିଜେପି ମଣ୍ଡଳ ଉପସଭାପତି ମଧ୍ୟ ବିଜୁ ପରିବାର ରେ ଯୋଗଦେଇଛନ୍ତି l ମାନ୍ୟବର ବିଧାୟକ ପ୍ରଫେସର (ଡ଼ଃ )ପ୍ରମୋଦ କୁମାର ମଲ୍ଲିକଙ୍କ ଉପସ୍ଥିତି ରେ ତର୍ଜନା ଗ୍ରାମର ପବିତ୍ର ଭାଗବତ ପିଠ ଠାରେ ଏହି ମିଶ୍ରଣ ଉତ୍ସବ ଅନୁଷ୍ଠିତ ହୋଇଅଛି l

ଜୟ ବିଜେଡି
ଜୟ prof.Dr. ପ୍ରମୋଦ ମଲିକ
ଜୟ ନବୀନ ପଟନାୟକ

ନିଆଳି ବ୍ଲକର  ରାଣୀଓଳା ଗ୍ରାମ ପଞ୍ଚାୟତ କୁଳ ବରିଷଣ ଖେଳ  ପଡିଆ ରେ ଛାତ୍ର ବିକାଶ ପରିଷଦ ର cvp କପ କ୍ରିକେଟ ଉଦଯାପନୀ ଉତ୍ସବ ରେ ମାନ୍ୟବର କ୍...
21/02/2021

ନିଆଳି ବ୍ଲକର ରାଣୀଓଳା ଗ୍ରାମ ପଞ୍ଚାୟତ କୁଳ ବରିଷଣ ଖେଳ ପଡିଆ ରେ ଛାତ୍ର ବିକାଶ ପରିଷଦ ର cvp କପ କ୍ରିକେଟ ଉଦଯାପନୀ ଉତ୍ସବ ରେ ମାନ୍ୟବର କ୍ରୀଡା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରାଙ୍କ ଓ କଟକ ଜିଲ୍ଲା ଯୋଜନ ବୋର୍ଡ଼ ଅଧକ୍ଷ ତଥା ମାନ୍ୟବର ବିଧାୟକ ପ୍ରଫେସର (ଡ଼ଃ )ପ୍ରମୋଦ କୁମାର ମଲ୍ଲିକ ଉପସ୍ଥିତ ରହିଥିଲେ l

କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀର ବାରଙ୍ଗ ବ୍ଲକ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ନେତୃତ୍ଵ ସମ୍ମିଳନୀ ରେ ଆମ ପ୍ରିୟ ନିଆଳି ବିଧାୟକ ତଥା...
21/02/2021

କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀର ବାରଙ୍ଗ ବ୍ଲକ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ନେତୃତ୍ଵ ସମ୍ମିଳନୀ ରେ ଆମ ପ୍ରିୟ ନିଆଳି ବିଧାୟକ ତଥା କଟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ବିଧାନସଭା ପାଠାଗାର କମିଟି ର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଓ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ତଥା ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ ମହୋଦୟ ଉପସ୍ଥିତ ଥିଲେ।🙏🙏

ନିଆଳୀ ବ୍ଲକ ନିଆଳୀ ମହାବିଦ୍ୟାଳୟ ଠାରେ ଶ୍ରୀ ସାଇ  ହସ୍ପିଟାଲ ଉଦଘାଟନ କଲେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀଯ...
16/02/2021

ନିଆଳୀ ବ୍ଲକ ନିଆଳୀ ମହାବିଦ୍ୟାଳୟ ଠାରେ ଶ୍ରୀ ସାଇ ହସ୍ପିଟାଲ ଉଦଘାଟନ କଲେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ, ମୁଖ୍ୟ ଅତିଥି ସମ୍ମାନୀୟ ନିଆଳି ବିଧାୟକ ,ତଥା କଟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ଓଡିଶା ବିଧାନସଭା ପାଠାଗାର କମିଟି ର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଦେବାଶିଷ ଷଡ଼ଙ୍ଗୀ ଉପସ୍ଥିତ ରହିଥିଲେ।

ନିଆଳି ବ୍ଲକର ଏରଂଚ ଗ୍ରାମ ପଞ୍ଚାୟତ କୁଳଶ୍ରୀ ଗ୍ରାମ୍ୟ ରାସ୍ତା ଉନ୍ନତି କରଣ ଓ ଦକ୍ଷିଣ ପାର୍ଶ୍ୱ ଦେବୀ କେନାଲ ଉପରେ ସେତୁ ନିର୍ମାଣ ମାନ୍ୟବର ବ...
14/02/2021

ନିଆଳି ବ୍ଲକର ଏରଂଚ ଗ୍ରାମ ପଞ୍ଚାୟତ କୁଳଶ୍ରୀ ଗ୍ରାମ୍ୟ ରାସ୍ତା ଉନ୍ନତି କରଣ ଓ ଦକ୍ଷିଣ ପାର୍ଶ୍ୱ ଦେବୀ କେନାଲ ଉପରେ ସେତୁ ନିର୍ମାଣ ମାନ୍ୟବର ବିଧାୟକ ପ୍ରଫେସର(ଡ଼ଃ)ପ୍ରମୋଦ କୁମାର ମଲ୍ଲିକ ଉପସ୍ଥିତ ରହି ଶୁଭଉଦଘାଟନ କରିଛନ୍ତି।

12/02/2021
ନିଆଳି ନିର୍ବାଚନ ମଣ୍ଡଳୀ କଣ୍ଟାପଡା ବ୍ଲକ ଗୋବିନ୍ଦ ପୁର ପଞ୍ଚାୟତର ଗୋପାଳପୁର ପୋଲ ଶୁଭ ଉଦଘାଟନ କାଯ୍ୟକର୍ମରେ ମାନ୍ୟବର ବିଧାୟକ ପ୍ରଫେସର(ଡ଼ଃ)...
08/02/2021

ନିଆଳି ନିର୍ବାଚନ ମଣ୍ଡଳୀ କଣ୍ଟାପଡା ବ୍ଲକ ଗୋବିନ୍ଦ ପୁର ପଞ୍ଚାୟତର ଗୋପାଳପୁର ପୋଲ
ଶୁଭ ଉଦଘାଟନ କାଯ୍ୟକର୍ମରେ ମାନ୍ୟବର ବିଧାୟକ ପ୍ରଫେସର(ଡ଼ଃ)ପ୍ରମୋଦ କୁମାର ମଲ୍ଲିକ ଯୋଗ ଦେଇଛନ୍ତି।

ନିଆଳୀ ନିର୍ବାଚନ ମଣ୍ଡଳୀର ନିଆଳୀ ବ୍ଲକ ପହଙ୍ଗା ପଞ୍ଚାୟତ ମିଶ୍ରଣ ପର୍ଵ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ର ନୀତି ଆଦର୍ଶ  ଓ ମାନ୍ୟବର ବିଧାୟକ ...
01/02/2021

ନିଆଳୀ ନିର୍ବାଚନ ମଣ୍ଡଳୀର ନିଆଳୀ ବ୍ଲକ ପହଙ୍ଗା ପଞ୍ଚାୟତ ମିଶ୍ରଣ ପର୍ଵ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ର ନୀତି ଆଦର୍ଶ ଓ ମାନ୍ୟବର ବିଧାୟକ ନିଆଳି,ତଥା କଟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ଓଡିଶା ବିଧାନସଭା ପାଠାଗାର କମିଟି ର ଅଧ୍ୟକ୍ଷ ପ୍ରଫେସର ଡା ପ୍ରମୋଦ କୁମାର ମଲ୍ଲିକଙ୍କ ଉପସ୍ଥିତିରେ କଂଗ୍ରେସ ଏବଂ ବିଜେପି ରୁ ଶତାଧିକ ଲୋକ ଆସି ଶୋଭାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଜୁ ଜନତା ଦଳ ରେ ସାମିଲ ହେଲେ |

Address

Bhubaneswar

Website

Alerts

Be the first to know and let us send you an email when BJD Niali Assembly Constituency posts news and promotions. Your email address will not be used for any other purpose, and you can unsubscribe at any time.

Share