BJD Jatani Assembly Constituency

BJD Jatani Assembly Constituency Biju janta Dal, Janti is dedicated to help the people of Jatni Assembly Constituency and to make them aware of the schemes of sri. Naveen Patnaik

ଷଷ୍ଠଥର ନବୀନ ସରକାର ବିଜେଡିର ବିଧାନସଭା ଯୋଦ୍ଧା
30/03/2024

ଷଷ୍ଠଥର ନବୀନ ସରକାର ବିଜେଡିର ବିଧାନସଭା ଯୋଦ୍ଧା

23/01/2024

ନନା ଆସୁଛନ୍ତି ବିଧାନସଭା 🔥🙏❤

୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପଣ୍ଡିଆନ ସାରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ । Naveen PatnaikVk Pandian (Chairman of 5T and...
03/11/2023

୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପଣ୍ଡିଆନ ସାରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ।
Naveen Patnaik
Vk Pandian (Chairman of 5T and Naveen Odisha)
Bibhuti Balabantaray

ପୁଣିଥରେ ଶଙ୍ଖନାଦଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ🙏
13/05/2023

ପୁଣିଥରେ ଶଙ୍ଖନାଦ
ଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ🙏

ପବିତ୍ର ଶ୍ରୀରାମ ନବମୀ ର ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
30/03/2023

ପବିତ୍ର ଶ୍ରୀରାମ ନବମୀ ର ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

28/03/2023

27/02/2023
ଆଜି ଜଟଣୀ ନିର୍ବାଚନ ମଣ୍ଡଳୀ ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ମଳିପଡା  ଗ୍ରାମପଞ୍ଚାୟତ ଘଙ୍ଗାପାଟଣା ଗ୍ରାମରେ ପବିତ୍ର ଅଷ୍ଟପହରୀ ରେ ବିଶିଷ୍ଟ ଯୁବ ...
02/02/2023

ଆଜି ଜଟଣୀ ନିର୍ବାଚନ ମଣ୍ଡଳୀ ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ମଳିପଡା ଗ୍ରାମପଞ୍ଚାୟତ ଘଙ୍ଗାପାଟଣା ଗ୍ରାମରେ ପବିତ୍ର ଅଷ୍ଟପହରୀ ରେ ବିଶିଷ୍ଟ ଯୁବ ସମାଜସେବୀ ତଥା ଜଟଣୀ ନିର୍ବାଚନ ମଣ୍ଡଳୀର ଜନପ୍ରିୟ ଯୁବ ନେତା ବିଘ୍ନେଶ ବଳବନ୍ତରାୟ(ଭିକି ବାବୁ)ମହୋଦୟ❤ ଯୋଗଦେବା ସହ ଗ୍ରାମବାସୀ ମାନଙ୍କ ମଙ୍ଗଳ କାମନା କରିଥିଲେ ଏବଂ ଗ୍ରାମବାସୀ ମାନଙ୍କ ଉତ୍ସାହ ଓ ଉଦ୍ୟମ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ | 🙏🙏🙏🙏
CMO Odisha
Naveen Patnaik
Pranab Prakash Das
Bibhuti Bhusan Balabantaray
Bighnesh Balabantaray

ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଙ୍କ ନେତୃତ୍ୱରେ ତାଙ୍କ ସୁପୁତ୍ର ବିଘ୍ନେଶ ବଳବନ୍ତ...
01/02/2023

ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଙ୍କ ନେତୃତ୍ୱରେ ତାଙ୍କ ସୁପୁତ୍ର ବିଘ୍ନେଶ ବଳବନ୍ତରାୟ ଜଟଣୀ ନିର୍ବାଚନ ମଣ୍ଡଳୀ ଭୁବନେଶ୍ଵର ବ୍ଲକ ଅନ୍ତର୍ଗତ ଅନ୍ଧାରୁଆ ଗ୍ରାମପଞ୍ଚାୟତ ଶବର ସାହିରେ ଶ୍ରୀ ଶ୍ରୀ ଗାଦିବ୍ରହ୍ମଙ୍କର ୨୩ତମ ବାର୍ଷିକ ଭଜନ ସମାରୋହ ରେ ଯୋଗ ଦେଇଥିଲେ।
CMO Odisha
Naveen Patnaik
Bibhuti Bhusan Balabantaray
Bighnesh Balabantaray

Address

M-133, Baramunda Housing Board Colony, Baramunda
Bhubaneswar
751003

Alerts

Be the first to know and let us send you an email when BJD Jatani Assembly Constituency posts news and promotions. Your email address will not be used for any other purpose, and you can unsubscribe at any time.

Share