BJYM Odisha

Call Directions Website Contact the organization

BJYM Odisha Official handle of Bharatiya Janata Yuva Morcha, Odisha - The Youth Wing of BJP Odisha

This is the official page of the Bharatiya Janata Yuva Morcha (BJYM) , ODISHA. Bharatiya Janata Yuva Morcha (BJYM) is the youth wing of Bharatitya Janata Party (BJP) and provides the platform to all interested youth to serve the society & Nation through politics and to flourish our Indian values, culture and to evolve our democracy. Bharatiya Janata Yuva Morcha is constantly working and endeavours to encourage the youth participation in social service oriented polity and is providing more and more opportunity at grass level to make constructive contribution in political arena.

08/10/2026

भारतीय लोकतांत्रिक में विपक्ष की ऐसी घटिया, ऐसी हरकत बेहद शर्मशार करने वाली है...

महिला पुलिस के साथ राहुल गांधी का बर्ताव और प्रियंका गांधी का महिला पुलिस को कोहनी मारकर गुस्सा निकालना ये दिखाता है कि इनकी खीझ कितनी बढ़ चुकी है कि वर्दीधारी सुरक्षाकर्मियों पर दोनों भाई-बहन गुंडागर्दी दिखाते हुए हमले कर रहे हैं।

ଆମ ଆକାଶର ନିର୍ଭୀକ ସୁରକ୍ଷାକର୍ମୀ, ଭାରତୀୟ ବାୟୁସେନାର ସମସ୍ତ ବୀର ଯୋଦ୍ଧା ମାନଙ୍କୁ "ଭାରତୀୟ ବାୟୁସେନା ଦିବସ"ର ହାର୍ଦ୍ଦିକ ଶୁଭେଚ୍ଛା! ସେମ...
08/10/2026

ଆମ ଆକାଶର ନିର୍ଭୀକ ସୁରକ୍ଷାକର୍ମୀ, ଭାରତୀୟ ବାୟୁସେନାର ସମସ୍ତ ବୀର ଯୋଦ୍ଧା ମାନଙ୍କୁ "ଭାରତୀୟ ବାୟୁସେନା ଦିବସ"ର ହାର୍ଦ୍ଦିକ ଶୁଭେଚ୍ଛା!
ସେମାନଙ୍କର ଅତୁଳନୀୟ ସାହସ, ସମର୍ପଣ ଓ ବଳିଦାନ ପାଇଁ ସମଗ୍ର ଦେଶ ଗର୍ବିତ।

୭ ଅକ୍ଟୋବର ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଆରମ୍ଭ ହୋଇଥିବା ଜନସେବାର ଏହି ଯାତ୍ରା, ଆଜି ଭାରତର ପ୍ରଧାନମନ୍ତ୍ରୀ ଭାବେ ଦେଶକୁ ନୂଆ ଉଚ୍ଚ...
07/10/2026

୭ ଅକ୍ଟୋବର ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଆରମ୍ଭ ହୋଇଥିବା ଜନସେବାର ଏହି ଯାତ୍ରା, ଆଜି ଭାରତର ପ୍ରଧାନମନ୍ତ୍ରୀ ଭାବେ ଦେଶକୁ ନୂଆ ଉଚ୍ଚତାରେ ପହଞ୍ଚାଇବାର ଅବିରତ ସଙ୍କଳ୍ପରେ ପରିଣତ ହୋଇଛି।

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୨୫ ବର୍ଷର ଜନସେବା କେବଳ ଏକ ସମୟର ଯାତ୍ରା ନୁହେଁ, ବରଂ ସେବା, ସମର୍ପଣ, ସୁଶାସନ ଓ ବିକାଶ ପ୍ରତି ଅଟୁଟ ନିଷ୍ଠାର ଏକ ଅନନ୍ୟ ଅଧ୍ୟାୟ।

07/10/2026

परमात्मा मुझे शक्ति और सामर्थ्य दें, ताकि मैं और अधिक ऊर्जा के साथ देश की सेवा कर सकूँ, दिन-रात देशवासियों की सेवा में समर्पित रहूँ।

07/10/2026

मैं देश की जनता के चरणों में शीश झुकाकर नमन करता हूँ।

07/10/2026

जिसने मुझे जिताया, उसने मुझे विनम्र होना सिखाया
जिसने मुझे गिराया, उसने मुझे फिर खड़ा होना सिखाया

हर संकट मेरे धैर्य की परीक्षा रहा,
हर सफलता ने मेरे दायित्वबोध को विस्तार दिया
हर सिद्धि ने बड़े लक्ष्यों की तरफ बढ़ने का साहस दिया, जज़्बा दिया

07/10/2026

LIVE: PM Modi participates in Viksit Bharat Sankalp Sabha

हर हर महादेव...🙏🏻🛕
07/10/2026

हर हर महादेव...🙏🏻🛕

25 years of public service.25 years of unwavering commitment.25 years of turning Sankalp into Siddhi and putting the nat...
07/10/2026

25 years of public service.
25 years of unwavering commitment.
25 years of turning Sankalp into Siddhi and putting the nation above all else.

𝐅𝐫𝐨𝐦 𝐆𝐮𝐣𝐚𝐫𝐚𝐭 𝐭𝐨 𝐥𝐞𝐚𝐝𝐢𝐧𝐠 𝐭𝐡𝐞 𝐧𝐚𝐭𝐢𝐨𝐧, 𝐏𝐌 𝐒𝐡𝐫𝐢 𝐍𝐚𝐫𝐞𝐧𝐝𝐫𝐚 𝐌𝐨𝐝𝐢’𝐬 𝐣𝐨𝐮𝐫𝐧𝐞𝐲 𝐡𝐚𝐬 𝐛𝐞𝐞𝐧 𝐝𝐞𝐟𝐢𝐧𝐞𝐝 𝐛𝐲 𝐒𝐞𝐯𝐚, 𝐒𝐚𝐧𝐤𝐚𝐥𝐩 𝐚𝐧𝐝 𝐚𝐧 𝐮𝐧𝐰𝐚𝐯𝐞𝐫𝐢𝐧𝐠 𝐜𝐨𝐦𝐦𝐢𝐭𝐦𝐞𝐧𝐭 𝐭𝐨 𝐛𝐮𝐢𝐥𝐝𝐢𝐧𝐠 𝐚 #𝐕𝐢𝐤𝐬𝐢𝐭𝐁𝐡𝐚𝐫𝐚𝐭.

Every milestone reflects a vision rooted in the aspirations of 140 crore Indians and a resolve to build a stronger, more self-reliant and more prosperous India.

As we mark 25 years of his journey in public service, we celebrate not just the years gone by, but a continuing mission to serve every Indian, empower every citizen and take Bharat to new heights. 🇮🇳

ଜନସେବାକୁ ସର୍ବୋଚ୍ଚ ଧର୍ମ ମାନି ଗତ ୨୫ ବର୍ଷ ଧରି ଦେଶବାସୀଙ୍କ ବିଶ୍ୱାସକୁ ସେବା, ସୁଶାସନ ଓ ବିକାଶରେ ପରିଣତ କରିଛନ୍ତି ମାନନୀୟ ପ୍ରଧାନମନ୍ତ୍...
07/10/2026

ଜନସେବାକୁ ସର୍ବୋଚ୍ଚ ଧର୍ମ ମାନି ଗତ ୨୫ ବର୍ଷ ଧରି ଦେଶବାସୀଙ୍କ ବିଶ୍ୱାସକୁ ସେବା, ସୁଶାସନ ଓ ବିକାଶରେ ପରିଣତ କରିଛନ୍ତି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ।।।

ଗୁଜରାଟର ବିକାଶ ଯାତ୍ରାରୁ ଆରମ୍ଭ କରି ନୂଆ ଭାରତ ଗଢ଼ିବାର ଦୃଢ଼ ସଙ୍କଳ୍ପ ପର୍ଯ୍ୟନ୍ତ, ପ୍ରତ୍ୟେକ ପଦକ୍ଷେପରେ ରହିଛି ରାଷ୍ଟ୍ର ପ୍ରଥମର ଚିନ୍ତାଧାରା, ଅନ୍ତ୍ୟୋଦୟର ଦର୍ଶନ ଓ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସର ପ୍ରତିବଦ୍ଧତା ।।।

ଏହା କେବଳ ୨୫ ବର୍ଷର ଯାତ୍ରା ନୁହେଁ ।।।
ଏହା ସେବା, ସମର୍ପଣ ଓ ସଂକଳ୍ପର ଏକ ଅଦ୍ୱିତୀୟ ଅଧ୍ୟାୟ ।।।

Address

BJYM Office, Near Ram Mandir
Bhubaneswar
751022

Telephone

+919178560355

Alerts

Be the first to know and let us send you an email when BJYM Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJYM Odisha:

Shortcuts

Share