Revenue & Disaster Management Department, Government of Odisha

Revenue & Disaster Management Department, Government of Odisha For close interaction with common citizens about the activities of the Department and Feedback.

ଅଭିଯୋଗରୁ ସମାଧାନ ପର୍ଯ୍ୟନ୍ତ, ସବୁକିଛି ଏବେ ଡିଜିଟାଲ୍। 📱 ‘ଆମ ସାଥୀ’ ସହ ରାଜସ୍ୱ ଅଭିଯୋଗ ଦାଖଲ କରନ୍ତୁ, ଅଗ୍ରଗତି ଜାଣନ୍ତୁ ଏବଂ ସମାଧାନ ପର...
25/08/2026

ଅଭିଯୋଗରୁ ସମାଧାନ ପର୍ଯ୍ୟନ୍ତ, ସବୁକିଛି ଏବେ ଡିଜିଟାଲ୍। 📱

‘ଆମ ସାଥୀ’ ସହ ରାଜସ୍ୱ ଅଭିଯୋଗ ଦାଖଲ କରନ୍ତୁ, ଅଗ୍ରଗତି ଜାଣନ୍ତୁ ଏବଂ ସମାଧାନ ପରେ ନିଜ ମତାମତ ଦିଅନ୍ତୁ।



CMO Odisha Suresh Pujari Information & Public Relations Department, Government of Odisha

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ମାନ୍ୟବର ରାଜସ୍ୱ ମନ୍ତ୍ରୀ Suresh Pujari ଓ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜମିଜମା ସମ୍ବନ୍ଧୀୟ ...
24/08/2026

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ମାନ୍ୟବର ରାଜସ୍ୱ ମନ୍ତ୍ରୀ Suresh Pujari ଓ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜମିଜମା ସମ୍ବନ୍ଧୀୟ ଅଭିଯୋଗ ଗୁଡିକର ଶୁଣାଣି ଓ ତ୍ଵରିତ ଫଇସଲା କରିଥିଲେ l

The Senior Officers’ Meeting was held today under the chairmanship of the Additional Chief Secretary, where matters of p...
21/08/2026

The Senior Officers’ Meeting was held today under the chairmanship of the Additional Chief Secretary, where matters of priority were discussed in detail, along with the roadmap for upcoming Land Reforms, citizen-centric governance, expediting budget expenditure, and enhancing Revenue collection.

A special highlight of the meeting was the felicitation of the Special Secretary to Government, SK. Jamiruddin, who was nominated as the “Performer of the Month” at today’s Senior Officers’ Meeting for his exemplary contribution towards correction of English spellings of place names in accordance with Odia phonetics.



CMO Odisha Suresh Pujari Information & Public Relations Department, Government of Odisha

ଆପଣଙ୍କ ଅଭିଯୋଗ, ଆପଣଙ୍କ ହ୍ୱାଟସଆପ୍‌ରେ। 📲‘ଆମ ସାଥୀ’ ମାଧ୍ୟମରେ ରାଜସ୍ୱ ସେବା ସମ୍ପର୍କିତ ବିଭିନ୍ନ ଅଭିଯୋଗ ଦାଖଲ କରନ୍ତୁ।📱 ହ୍ୱାଟସଆପ୍ ନମ୍...
21/08/2026

ଆପଣଙ୍କ ଅଭିଯୋଗ, ଆପଣଙ୍କ ହ୍ୱାଟସଆପ୍‌ରେ। 📲
‘ଆମ ସାଥୀ’ ମାଧ୍ୟମରେ ରାଜସ୍ୱ ସେବା ସମ୍ପର୍କିତ ବିଭିନ୍ନ ଅଭିଯୋଗ ଦାଖଲ କରନ୍ତୁ।

📱 ହ୍ୱାଟସଆପ୍ ନମ୍ବର: ୯୪୩୭୨୯୨୦୦୦



CMO Odisha Suresh Pujari Information & Public Relations Department, Government of Odisha

📰   | ଆମ ସାଥୀସ୍ୱଚ୍ଛ, ପାରଦର୍ଶୀ ଓ ଉତ୍ତରଦାୟୀ ରାଜସ୍ୱ ପ୍ରଶାସନ ଦିଗରେ ଓଡ଼ିଶାର ଆଉ ଏକ ପଦକ୍ଷେପ।‘ଆମ ସାଥୀ’ ହ୍ୱାଟସଆପ୍ ଚାଟବଟ୍ ମାଧ୍ୟମରେ...
20/08/2026

📰 | ଆମ ସାଥୀ

ସ୍ୱଚ୍ଛ, ପାରଦର୍ଶୀ ଓ ଉତ୍ତରଦାୟୀ ରାଜସ୍ୱ ପ୍ରଶାସନ ଦିଗରେ ଓଡ଼ିଶାର ଆଉ ଏକ ପଦକ୍ଷେପ।

‘ଆମ ସାଥୀ’ ହ୍ୱାଟସଆପ୍ ଚାଟବଟ୍ ମାଧ୍ୟମରେ ‘ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥା’ର ଶୁଭାରମ୍ଭକୁ ଆଜିର ବିଭିନ୍ନ ପ୍ରମୁଖ ଖବରକାଗଜରେ ପ୍ରମୁଖତାର ସହ ପ୍ରକାଶ କରାଯାଇଛି।

📱ଅଭିଯୋଗ ଦାଖଲ ପାଇଁ ହ୍ୱାଟସଆପ୍: ୯୪୩୭୨୯୨୦୦୦

ସରଳ ସେବା | ସ୍ୱଚ୍ଛ ପ୍ରଶାସନ | ନାଗରିକଙ୍କ ବିଶ୍ୱାସ



CMO Odisha Suresh Pujari Information & Public Relations Department, Government of Odisha

ଆପଣଙ୍କ ଅଭିଯୋଗ, ଏବେ ଆପଣଙ୍କ ହ୍ୱାଟସଆପ୍‌ରେ। 📱ସ୍ୱଚ୍ଛ ଓ ଉତ୍ତରଦାୟୀ ରାଜସ୍ୱ ପ୍ରଶାସନ ଦିଗରେ ଓଡ଼ିଶାର ଆଉ ଏକ ଅଭିନବ ପଦକ୍ଷେପ।ମାନ୍ୟବର ରାଜ...
19/08/2026

ଆପଣଙ୍କ ଅଭିଯୋଗ, ଏବେ ଆପଣଙ୍କ ହ୍ୱାଟସଆପ୍‌ରେ। 📱

ସ୍ୱଚ୍ଛ ଓ ଉତ୍ତରଦାୟୀ ରାଜସ୍ୱ ପ୍ରଶାସନ ଦିଗରେ ଓଡ଼ିଶାର ଆଉ ଏକ ଅଭିନବ ପଦକ୍ଷେପ।

ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ‘ଆମ ସାଥୀ’ ହ୍ୱାଟସଆପ୍ ଚାଟବଟ୍ ମାଧ୍ୟମରେ ‘ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥା’ ର ଶୁଭାରମ୍ଭ କରିଛନ୍ତି।

ଏବେ ନାଗରିକମାନେ ଘରେ ବସି ହ୍ୱାଟସଆପ୍ ମାଧ୍ୟମରେ ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗ ଦାଖଲ କରିବା ସହ ଏହାର ସ୍ଥିତି ମଧ୍ୟ ଟ୍ରାକ୍ କରିପାରିବେ।

🔰 ଅଭିଯୋଗର ଡିଜିଟାଲ ଦାଖଲ
🔰 ପ୍ରତ୍ୟେକ ପର୍ଯ୍ୟାୟରେ ଅପଡେଟ୍
🔰 ସମୟୋଚିତ ପଦକ୍ଷେପ
🔰 ରେଟିଂ ଓ ଫିଡ୍‌ବ୍ୟାକ୍‌ର ସୁବିଧା
🔰 ବରିଷ୍ଠ ଅଧିକାରୀଙ୍କ ନିୟମିତ ତଦାରଖ

📲 ହ୍ୱାଟସଆପ୍ ନମ୍ବର: ୯୪୩୭୨୯୨୦୦୦

ସରଳ ସେବା | ସ୍ୱଚ୍ଛ ପ୍ରଶାସନ | ନାଗରିକଙ୍କ ଅଧିକାର



CMO Odisha Suresh Pujari Information & Public Relations Department, Government of Odisha

19/08/2026

A significant step towards transparent, accountable and responsive revenue administration in Odisha.

Hon’ble Minister, Revenue & Disaster Management, Shri Suresh Pujari, launched the Revenue Grievance Redressal System through the Ama Sathi WhatsApp Chatbot, making it easier for citizens to lodge revenue-related grievances and track their status.

📱 Register your grievance: 9437292000

From grievance submission to action taken, citizens will receive updates at every stage, bringing revenue services closer to the people and strengthening public trust in governance.



CMO Odisha Suresh Pujari Information & Public Relations Department, Government of Odisha

ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନ ଓ ସର୍ବସ୍ୱ ବଳିଦାନ ଦେଇଥିବା ଅମର...
15/08/2026

ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନ ଓ ସର୍ବସ୍ୱ ବଳିଦାନ ଦେଇଥିବା ଅମର ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ଏହି ପବିତ୍ର ଅବସରରେ ଆମେ ଶ୍ରଦ୍ଧାର ସହ ସ୍ମରଣ କରୁଛୁ।
ଆସନ୍ତୁ, ସେମାନଙ୍କ ସ୍ୱପ୍ନର ଭାରତ ଗଠନ ସହିତ ଏକ ସଶକ୍ତ, ସମୃଦ୍ଧ ଓ ବିକଶିତ ଭାରତ ନିର୍ମାଣ ଦିଗରେ ଆମର ସଂକଳ୍ପକୁ ଆହୁରି ସୁଦୃଢ଼ କରିବା।

ଓଡ଼ିଆ ସାହିତ୍ୟାକାଶର ଉଜ୍ଜ୍ଵଳତମ ନକ୍ଷତ୍ର, ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତିଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ନିଜର କାଳଜୟୀ ରଚନା ମ...
11/08/2026

ଓଡ଼ିଆ ସାହିତ୍ୟାକାଶର ଉଜ୍ଜ୍ଵଳତମ ନକ୍ଷତ୍ର, ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତିଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ନିଜର କାଳଜୟୀ ରଚନା ମାଧ୍ୟମରେ ସାରସ୍ଵତ ସାମ୍ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଗଦ୍ୟସାହିତ୍ୟ ପ୍ରତି ତାଙ୍କର ଅବଦାନ ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣାର ସ୍ରୋତ ହୋଇ ରହିବ।

ସୁନିଶ୍ଚିତ ହେଉଛି ପ୍ରାଣୀଧନର ସୁରକ୍ଷା ତଥା ଚାଷୀମାନଙ୍କ ଆର୍ଥିକ ସଶକ୍ତିକରଣ। ବନ୍ୟାରେ ପ୍ରାଣୀଧନଙ୍କ ମୃତ୍ୟୁ ଯୋଗୁଁ ଚାଷୀମାନଙ୍କ ଆର୍ଥିକ କ୍...
10/08/2026

ସୁନିଶ୍ଚିତ ହେଉଛି ପ୍ରାଣୀଧନର ସୁରକ୍ଷା ତଥା ଚାଷୀମାନଙ୍କ ଆର୍ଥିକ ସଶକ୍ତିକରଣ। ବନ୍ୟାରେ ପ୍ରାଣୀଧନଙ୍କ ମୃତ୍ୟୁ ଯୋଗୁଁ ଚାଷୀମାନଙ୍କ ଆର୍ଥିକ କ୍ଷତିକୁ ଭରଣ କରିବା ନିମନ୍ତେ ସହାୟତା ରାଶି ପ୍ରଦାନ ରାଜ୍ୟସରକାରଙ୍କ ବଳିଷ୍ଠ ପଦକ୍ଷେପ।

#ଲୋକଙ୍କସହଲୋକଙ୍କସରକାର

Address

Secretariat
Bhubaneswar
751001

Opening Hours

Monday 10am - 5:30pm
Tuesday 10am - 5:30pm
Wednesday 10am - 5:30pm
Thursday 10am - 5:30pm
Friday 10am - 5:30pm
Saturday 10am - 5:30pm

Telephone

18001218242

Alerts

Be the first to know and let us send you an email when Revenue & Disaster Management Department, Government of Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Revenue & Disaster Management Department, Government of Odisha:

Shortcuts

Share