State Mahila Morcha BJP Odisha

State Mahila Morcha BJP Odisha BJP Mahila Morcha

     BJP Odisha CMO Odisha Kendrapara Mahila Morcha BJP Mahila morcha Balasore Bjp Mahila Morcha Rayagada
25/08/2026




BJP Odisha CMO Odisha Kendrapara Mahila Morcha BJP Mahila morcha Balasore Bjp Mahila Morcha Rayagada

ଖୁଚୁରା ପାଇଁ ହାଟରେ ହେବାକୁ ପଡୁନାହିଁ ହଟହଟା !୯୪ ପ୍ରତିଶତ ଛୋଟଛୋଟ ବ୍ୟବସାୟୀ ଆଜି ୟୁପିଆଇ ମାଧ୍ୟମରେ ନିଜର କାରବାର କରୁଛନ୍ତି । ୨୦୨୫-୨୬ ଆ...
25/08/2026

ଖୁଚୁରା ପାଇଁ ହାଟରେ ହେବାକୁ ପଡୁନାହିଁ ହଟହଟା !

୯୪ ପ୍ରତିଶତ ଛୋଟଛୋଟ ବ୍ୟବସାୟୀ ଆଜି ୟୁପିଆଇ ମାଧ୍ୟମରେ ନିଜର କାରବାର କରୁଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ୩୧୪ ଲକ୍ଷ କୋଟି + ଟଙ୍କାର ନେଣଦେଣ ସହ ୨୪,୦୦୦ କୋଟି+ ୟୁପିଆଇ କାରବାର ହୋଇଛି ।

BJP Odisha
25/08/2026

BJP Odisha

25/08/2026

ସଶକ୍ତ ଓ ସ୍ୱାବଲମ୍ବୀ ମହିଳା ହିଁ ସମୃଦ୍ଧ ଓଡ଼ିଶାର ମୂଳ ଶକ୍ତି। ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନକୁ ସୁଦୃଢ଼ କରି ସେମାନଙ୍କ ଆତ୍ମବିଶ୍ୱାସକୁ ଦିଆଯାଉଛି ନୂଆ ଶକ୍ତି।

ସୁଭଦ୍ରା ଯୋଜନା ଅଧୀନରେ ୧ କୋଟିରୁ ଅଧିକ ମହିଳାଙ୍କୁ ୪ଟି କିସ୍ତିରେ ₹୨୦,୦୦୦ କୋଟିରୁ ଅଧିକ ଆର୍ଥିକ ସହାୟତା ମିଳିଛି। ଏବେ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି। ମହିଳାଙ୍କ ସମ୍ମାନ, ସଶକ୍ତିକରଣ ଓ ସ୍ୱାବଲମ୍ବନକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ଓଡ଼ିଶାର ମହିଳାମାନଙ୍କୁ ଆଗକୁ ବଢ଼ିବାର ନୂଆ ସୁଯୋଗ ଦେଉଛି। ମହିଳାଙ୍କ ସଶକ୍ତିକରଣ ହିଁ ସମୃଦ୍ଧ ଓଡ଼ିଶାର ଆଧାର।

25/08/2026
ଭାରତୀୟ  ଜନତା ପାର୍ଟି, ଓଡ଼ିଶା ପ୍ରଦେଶ ମହିଳା ମୋର୍ଚ୍ଚା ର ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ବାଳ Ash Biswal  ଙ୍କ ଅନୁମୋଦନ କ୍ରମେ ଏବଂ ବ...
25/08/2026

ଭାରତୀୟ ଜନତା ପାର୍ଟି, ଓଡ଼ିଶା ପ୍ରଦେଶ ମହିଳା ମୋର୍ଚ୍ଚା ର ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ବାଳ Ash Biswal ଙ୍କ ଅନୁମୋଦନ କ୍ରମେ ଏବଂ ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ଶ୍ରୀ ପ୍ରେମାନନ୍ଦ ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ବୌଦ୍ଧ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ଶାନ୍ତିଲତା ଦନ୍ତା ବୌଦ୍ଧ ଜିଲ୍ଲା ମହିଳା ମୋର୍ଚ୍ଚା ର ସମସ୍ତ ପଦାଧିକାରୀ ଙ୍କ ନାମ ଘୋଷଣା କରିଛନ୍ତି।
ସମସ୍ତ ନବନିର୍ଯୁକ୍ତି ପଦାଧିକାରୀ ଙ୍କ କାର୍ଯ୍ୟକାଳ ଓ ସଫଳତା କାମନା କରୁଛୁ 🙏🙏🙏🎉💐💐💐



Nitin Nabin Roopkumari Choudhary Mohan Charan Majhi Manmohan Samal Shantilata Danta

25/08/2026



25/08/2026



25/08/2026

Mahila Morcha BJP

Address

Bhubaneswar

Website

Alerts

Be the first to know and let us send you an email when State Mahila Morcha BJP Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share