28/08/2026
"କାର୍ଯ୍ୟକର୍ତ୍ତା ସମ୍ପର୍କ ଅଭିଯାନ-୨୦୨୬"
ଭାଜପା ଭୁବନେଶ୍ବର(ସାଙ୍ଗଠନିକ)ଜିଲ୍ଲା ର ସଂଗଠନ କୁ ତୃଣମୂଳ ସ୍ତରରେ ସଙ୍ଗଠିତ କରିବା ନିମନ୍ତେ ଶକ୍ତିକେନ୍ଦ୍ର(ୱାର୍ଡ)ସଭାପତି ଶ୍ରୀ Ashok Kumar Sethy ଙ୍କ ନେତୃତ୍ଵରେ BMC 'ୱାର୍ଡ ନମ୍ବର-୦୯ʼ ରେ "କାର୍ଯ୍ୟକର୍ତ୍ତା ସମ୍ପର୍କ ଅଭିଯାନ" ରେ ଯୋଗଦେବା ଅବସରରେ....
Saroj Kumar Kar
Niranjan Mishra
Priyadarshi Mishra
Sushanta Jena
Manasi Manjari Ray Padhi
#କାର୍ଯ୍ୟକର୍ତ୍ତାସମ୍ପର୍କଅଭିଯାନ୨୦୨୬