Babu Singh

Babu Singh •MLA,EKAMRA BHUBANESWAR CONSTITUENCY.MEMBER OF ODISHA LEGISLATIVE ASSEMBLY.

•DISTRICT PRESIDENT BJP BHUBANESWAR,ODISHA(2019-2024)
(3)

ଗୁରୁଦିବସର ବିଶେଷ ଅବସରରେ ମହାନ ଦାର୍ଶନିକ ତଥା ଶିକ୍ଷାବିତ୍ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍...
05/09/2026

ଗୁରୁଦିବସର ବିଶେଷ ଅବସରରେ ମହାନ ଦାର୍ଶନିକ ତଥା ଶିକ୍ଷାବିତ୍ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଗୁରୁଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନ ହିଁ ଜୀବନର ସବୁଠାରୁ ବଡ଼ ସମ୍ପଦ। ପବିତ୍ର ଗୁରୁ ଦିବସ ଅବସରରେ ସମସ୍ତ ଗୁରୁମାନଙ୍କୁ କୋଟି କୋଟି ପ୍ରଣାମ।

05/09/2026

ମାନ୍ୟବର ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କ ମାତୃବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ।

ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାଙ୍କ ସଦଗତି କାମନା କରୁଛି। ଓଁ ଶାନ୍ତି 🙏

ମୋର ଶ୍ରଦେୟ ଶ୍ରୀ Manoj Kumar Paschimakabat ଙ୍କୁ ଜନ୍ମଦିନର ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ।ମହାପ୍ରଭୁ ଶ୍ରୀଜଗନ୍ନାଥ ତୁମ ଚଲାପଥ କୁସୁ...
05/09/2026

ମୋର ଶ୍ରଦେୟ ଶ୍ରୀ Manoj Kumar Paschimakabat ଙ୍କୁ ଜନ୍ମଦିନର ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ।ମହାପ୍ରଭୁ ଶ୍ରୀଜଗନ୍ନାଥ ତୁମ ଚଲାପଥ କୁସୁମିତ କରିବା ସହ ତୁମଙ୍କୁ ଦୀର୍ଘାୟୁ କରନ୍ତୁ ।

ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି–୩ର ଛଅ ଦିନିଆ ଅଧ୍ୟୟନମୂଳକ ଗସ୍ତର ଅବସରରେ ଉତ୍ତରପ୍ରଦେଶ ବିଧାନସଭା ପରିଦର୍ଶନ କରିବାର ସୁଯୋଗ ପ୍ରାପ୍ତ ହୋଇ...
05/09/2026

ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି–୩ର ଛଅ ଦିନିଆ ଅଧ୍ୟୟନମୂଳକ ଗସ୍ତର ଅବସରରେ ଉତ୍ତରପ୍ରଦେଶ ବିଧାନସଭା ପରିଦର୍ଶନ କରିବାର ସୁଯୋଗ ପ୍ରାପ୍ତ ହୋଇଥିଲା।
CMO Odisha
Chief Minister Office Uttar Pradesh

ସୁଭଦ୍ରାରୁ ଶକ୍ତି — ମହିଳା ସଶକ୍ତିକରଣରେ ନୂଆ ଅଧ୍ୟାୟ ।ଡବଲ ଇଞ୍ଜିନ ସରକାରରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ସଶକ୍ତିକରଣକୁ ମିଳୁଛି ସର୍ବାଧି...
04/09/2026

ସୁଭଦ୍ରାରୁ ଶକ୍ତି — ମହିଳା ସଶକ୍ତିକରଣରେ ନୂଆ ଅଧ୍ୟାୟ ।
ଡବଲ ଇଞ୍ଜିନ ସରକାରରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ସଶକ୍ତିକରଣକୁ ମିଳୁଛି ସର୍ବାଧିକ ପ୍ରାଥମିକତା।

ଦେଶର ଅର୍ଥବ୍ୟବସ୍ଥାକୁ ମଜବୁତ କରିଛନ୍ତି ମୋଦୀ ସରକାର।➡️ବେକାରୀ ହାର ହ୍ରାସ ପାଇ ୫.୧% ହୋଇଛି।➡️ ଶ୍ରମଶକ୍ତିରେ ଅଂଶଗ୍ରହଣ ହାର ବୃଦ୍ଧି ପାଇ ୫...
04/09/2026

ଦେଶର ଅର୍ଥବ୍ୟବସ୍ଥାକୁ ମଜବୁତ କରିଛନ୍ତି ମୋଦୀ ସରକାର।

➡️ବେକାରୀ ହାର ହ୍ରାସ ପାଇ ୫.୧% ହୋଇଛି।
➡️ ଶ୍ରମଶକ୍ତିରେ ଅଂଶଗ୍ରହଣ ହାର ବୃଦ୍ଧି ପାଇ ୫୫.୪% ହୋଇଛି।
➡️ମହିଳା ଶ୍ରମଶକ୍ତିରେ ଅଂଶଗ୍ରହଣ ହାର ବୃଦ୍ଧି ପାଇ ୩୪.୪% ହୋଇଛି।
➡️ଶ୍ରମଶକ୍ତିରେ ଜନସଂଖ୍ୟା ଅନୁପାତ ବୃଦ୍ଧି ପାଇ ୫୨.୫% ହୋଇଛି।

ବିଜେଡି ସରକାରରେ ଯାହା ବର୍ଷ ବର୍ଷ ଧରି ହୋଇପାରିନଥିଲା, ତାହାକୁ କରି ଦେଖାଉଛନ୍ତି ଲୋକଙ୍କ ସରକାର ।
04/09/2026

ବିଜେଡି ସରକାରରେ ଯାହା ବର୍ଷ ବର୍ଷ ଧରି ହୋଇପାରିନଥିଲା, ତାହାକୁ କରି ଦେଖାଉଛନ୍ତି ଲୋକଙ୍କ ସରକାର ।

ଇଓଏସ୍-୦୫ ଉପଗ୍ରହର ସଫଳ ପ୍ରକ୍ଷେପଣ ଦ୍ୱାରା ଆଜି ଅନ୍ତରୀକ୍ଷରେ ଭାରତ ରଚିଛି ଆଉ ଏକ କୀର୍ତ୍ତିମାନ।
04/09/2026

ଇଓଏସ୍-୦୫ ଉପଗ୍ରହର ସଫଳ ପ୍ରକ୍ଷେପଣ ଦ୍ୱାରା ଆଜି ଅନ୍ତରୀକ୍ଷରେ ଭାରତ ରଚିଛି ଆଉ ଏକ କୀର୍ତ୍ତିମାନ।

ବେଦାନ୍ତକେଶରୀ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ...
04/09/2026

ବେଦାନ୍ତକେଶରୀ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଥିଲେ ତ୍ୟାଗ, ତପସ୍ୟା, ସେବା ଓ ସମର୍ପଣର ଏକ ମହାନ ପ୍ରତୀକ । ଶିକ୍ଷାର ପ୍ରସାର, ସାମାଜିକ ଜାଗରଣ, ସଂସ୍କୃତି ଓ ମୂଲ୍ୟବୋଧର ସୁରକ୍ଷା ସହ ଲୋକଙ୍କ ସେବା ପାଇଁ ସେ ନିଜ ଜୀବନକୁ ସମର୍ପିତ କରିଥିଲେ । ତାଙ୍କର ତ୍ୟାଗ ଓ ମାନବସେବାର ମହାନ ଆଦର୍ଶ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ।

Address

Sundarpada, Khordha
Bhubaneswar
751002

Alerts

Be the first to know and let us send you an email when Babu Singh posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Babu Singh:

Shortcuts

Share

Category