All India Youth Students' Union

All India Youth Students' Union Voice of Youth and Students to develop a better society...

26/01/2025

ଶୁଭେଚ୍ଛା ଓ ଅଭିନନ୍ଦନ
ଗଣତନ୍ତ୍ର ବଜାୟ ରହୁ...

୭୬ ତମ ସ୍ବାଧିନତା ଦିବସ ଉପଲକ୍ଷେ ଆମ ସଂଗଠନ ତରଫରୁ ଆପଣମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ। ଦେଶରୁ ଦୁର୍ନୀତି, ଅବ୍ୟବସ୍ଥା, ବ୍ୟଭିଚାର, କୁଶିକ୍ଷା...
15/08/2022

୭୬ ତମ ସ୍ବାଧିନତା ଦିବସ ଉପଲକ୍ଷେ ଆମ ସଂଗଠନ ତରଫରୁ ଆପଣମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ। ଦେଶରୁ ଦୁର୍ନୀତି, ଅବ୍ୟବସ୍ଥା, ବ୍ୟଭିଚାର, କୁଶିକ୍ଷା ଓ ଅଶିକ୍ଷା ହଟାଇବା ନିମନ୍ତେ ଏକ ହୁଅନ୍ତୁ ଏବଂ ବିକାଶ ଶୀଳ ରାଷ୍ଟ୍ର ନିର୍ମାଣରେ ସହଯୋଗ କରନ୍ତୁ।

Wish you all a happy and prosperous new year...
31/12/2021

Wish you all a happy and prosperous new year...

୧୯୪୭ ମସିହାରେ ସ୍ଵାଧୀନ ହୋଇସାରିବା ପରେ ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତ...
25/01/2021

୧୯୪୭ ମସିହାରେ ସ୍ଵାଧୀନ ହୋଇସାରିବା ପରେ ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ଏହି ଦିବସ ଅବସରରେ ଚାଲନ୍ତୁ ସମସ୍ତେ ଶାନ୍ତି, ମୈତ୍ରୀ, ଭାଇଚାରା ଓ ଉନ୍ନତିର ବାର୍ତ୍ତା ଦେବା ଏବଂ ଆମ ରାଜ୍ୟ ତଥା ଦେଶର ଉନ୍ନତିରେ ସହଭାଗୀ ହେବା।

26/07/2020

Celebrate Kargil Vijay Diwas on July 26. Give tribute to our brave soldiers....

01/05/2020
Give tribute to martyrs of Jalianwala Bagh....
13/04/2020

Give tribute to martyrs of Jalianwala Bagh....

Pay tribute to two brave son of India, Netaji Subhash Chandra Bose and Veer Surendra Sahae on their birth anniversary......
23/01/2020

Pay tribute to two brave son of India, Netaji Subhash Chandra Bose and Veer Surendra Sahae on their birth anniversary....

Wish u all a Happy and Prosperous New Year-2020
31/12/2019

Wish u all a Happy and Prosperous New Year-2020

Wish you and your family a happy and prosperous new year...
31/12/2018

Wish you and your family a happy and prosperous new year...

Give tribute to Saheed Roshan Singh, Saheed Ashfaqullah Khan and Saheed Ramprasad Bismil on their death anniversary.
19/12/2018

Give tribute to Saheed Roshan Singh, Saheed Ashfaqullah Khan and Saheed Ramprasad Bismil on their death anniversary.

Address

Bhubaneswar

Website

Alerts

Be the first to know and let us send you an email when All India Youth Students' Union posts news and promotions. Your email address will not be used for any other purpose, and you can unsubscribe at any time.

Share