SFI Odisha

Directions

SFI Odisha Independence,Democracy,Socialism

student federation of India (S F I ) was established year 1970 Dec 30 , our every time slogan study and struggle, This page belongs Student federation of India in odisha committe .

15/08/2026
ଓଡିଶା ର ପାଠ୍ୟ ପୁସ୍ତକ ରେ ହୋଇଥିବା ତ୍ରୁଟି କୁ ନେଇ ମିଳିତ ଭାବରେ ସମସ୍ତ ଛାତ୍ରସଂଗଠନ  ଧାରଣା ପଦର୍ଶନ କରିଥିଲେ। ଏହି ଧାରଣା ର ଦାବି ଗୁଡ଼ି...
08/08/2026

ଓଡିଶା ର ପାଠ୍ୟ ପୁସ୍ତକ ରେ ହୋଇଥିବା ତ୍ରୁଟି କୁ ନେଇ ମିଳିତ ଭାବରେ ସମସ୍ତ ଛାତ୍ରସଂଗଠନ ଧାରଣା ପଦର୍ଶନ କରିଥିଲେ। ଏହି ଧାରଣା ର ଦାବି ଗୁଡ଼ିକୁ SFI ସମର୍ଥନ କରିବା ସହ ଧାରଣା ରେ ବସିଥିଲା।

08/08/2026

ବିଧାୟକ ପ୍ରକାଶ ସେଠି ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ପଶି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଦୃବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ଅଟେ। ଏହା ବିରୋଧରେ ଭାରତର ଛାତ୍ର ଫେଡେରେସନ ଭୁବନେଶ୍ୱର ର ଲୋୟର ପିମଜୀ ଠାରେ ବିରୋଧ କରି। ବିଧାୟକ ପ୍ରକାଶ ସେଠି ସର୍ବ ସମୁଖରେ କ୍ଷମା ପାର୍ଥନା କରନ୍ତୁ ବୋଲି ଏସ. ଏଫ. ଆଇ ଦାବି କରିଛି।

SFI ODISHA
05/08/2026

SFI ODISHA

SFI ODISHA
02/08/2026

SFI ODISHA

ମେଡିକାଲ୍ PG ପେପର ଲିକ୍: ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଦାବି କଲା SFI
30/07/2026

ମେଡିକାଲ୍ PG ପେପର ଲିକ୍: ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଦାବି କଲା SFI

ଗୋଟେ ଛୋଟ ଶିଶୁ ନିଜର ଭବିଷ୍ୟତ ପାଇଁ ଆଜି ରାଜରାସ୍ତା ରେ ଆଉ ଆପଣ ମାନେ କେବେ?
20/07/2026

ଗୋଟେ ଛୋଟ ଶିଶୁ ନିଜର ଭବିଷ୍ୟତ ପାଇଁ ଆଜି ରାଜରାସ୍ତା ରେ ଆଉ ଆପଣ ମାନେ କେବେ?

SFI ତରଫରୁ ପୁରୀ ଓ ବାଲେଶ୍ୱର ଠାରେ ପ୍ରତୀକ ଅନଶନ ଓ ଧାରଣା ସମସ୍ତ ଛାତ୍ର ଓ ଛାତ୍ରୀ ମାନଙ୍କୁ ଅନୁରୋଧ ବହୁ ସଂଖ୍ୟା ରେ ଯୋଗ ଦବା ପାଇଁ।
19/07/2026

SFI ତରଫରୁ ପୁରୀ ଓ ବାଲେଶ୍ୱର ଠାରେ
ପ୍ରତୀକ ଅନଶନ ଓ ଧାରଣା
ସମସ୍ତ ଛାତ୍ର ଓ ଛାତ୍ରୀ ମାନଙ୍କୁ ଅନୁରୋଧ ବହୁ ସଂଖ୍ୟା ରେ ଯୋଗ ଦବା ପାଇଁ।

Address

Bhubaneswar

Website

Alerts

Be the first to know and let us send you an email when SFI Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share