02/05/2026
It was a privilege to take on the role of moderator for such an erudite panel of speakers, from sectors as varied as education to rehabilitation to automobile to psychiatry. Some of the most eminent names in advocacy for the differently abled persons, were on the panel and it was so enriching to have a meaningful dialogue with them.
Thank you .senglobe for this opportunity and for organising the first of its kind International Conference on ‘Building Bridges For Inclusivity’ in Eastern India.
On the panel:
♾️Dr.Shekhar Sheshadri, NIMHANs Bangalore
♾️Dr.Surekha Ramachandran, Down Syndrome Federation of India
♾️Ms.Mugdha Kalra, journalist and Consulting Editor,CNBC TV 18 and eminent autism advocate
♾️Prof.Keith Pereira, Head of Education, Uni of Sussex,UK
♾️Mr.Anand.S, VP, Tata Motors Commercial vehicle and passenger business division
ବିବିଧ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ଗୋଟିଏ ମଞ୍ଚରେ ସାକ୍ଷାତ ଆଲୋଚନା କରିବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ l ଶିକ୍ଷାରୁ ପୁନର୍ବାସ,ଅଟୋ ମୋବାଇଲରୁ ମନୋବିଜ୍ଞାନ ଯାଏଁ,ସମସ୍ତ ବିଦ୍ଵାନଙ୍କ ପ୍ରସଙ୍ଗ ଉପସ୍ଥାପନା ଖୁବ୍ ପ୍ରଭାବଶାଳୀ ଥିଲା l ତନ୍ମଧ୍ୟରୁ ଦିବ୍ୟାଙ୍ଗମାନଙ୍କ ଅଧିକାର ନିମନ୍ତେ ବକ୍ତାଙ୍କ ଦ୍ଵାରା ଉପସ୍ଥାପିତ ଜ୍ଞାନ ବର୍ଦ୍ଧକ ସତ୍ର ଗୁଡ଼ିକ ବିଶେଷ ଭାବରେ ମତେ ଖୁବ୍ ପ୍ରଭାବିତ କରିଛି l
ପୂର୍ବ ଭାରତରେ 'ସମାବେଶ ପାଇଁ ସେତୁ ନିର୍ମାଣ' ପରି ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜନ ନିମନ୍ତେ .senglobeଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି l