Rakesh Jena

Rakesh Jena Vice President, BJP, Bhubaneswar
MP Representative BMC.

2023 ବର୍ଷ ଟି ଆପଣଙ୍କ ପାଇଁ ସୁଖ ଓ ସମୃଦ୍ଧି ନେଇ ଆସୁ।ଅନେକ ଅନେକ ଶୁଭେଚ୍ଛା 🙏New Year 2023
31/12/2022

2023 ବର୍ଷ ଟି ଆପଣଙ୍କ ପାଇଁ ସୁଖ ଓ ସମୃଦ୍ଧି ନେଇ ଆସୁ।ଅନେକ ଅନେକ ଶୁଭେଚ୍ଛା 🙏

New Year 2023

ପବିତ୍ର ବିଜୟା ଦଶମୀ ଅବସରରେ ଶୁଭେଚ୍ଛା ଓ ଶୁଭକାମନା |
05/10/2022

ପବିତ୍ର ବିଜୟା ଦଶମୀ ଅବସରରେ ଶୁଭେଚ୍ଛା ଓ ଶୁଭକାମନା |

 #ଜନ୍ମଦିନର_ଶୁଭେଚ୍ଛା_ଏବଂ_ଅଭିନନ୍ଦନଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ...
17/09/2022

#ଜନ୍ମଦିନର_ଶୁଭେଚ୍ଛା_ଏବଂ_ଅଭିନନ୍ଦନ

ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ l

My sincere tributes to Former President & Bharat Ratna Dr. Sarvepalli Radhakrishnan on his birth anniversary — a day we ...
05/09/2022

My sincere tributes to Former President & Bharat Ratna Dr. Sarvepalli Radhakrishnan on his birth anniversary — a day we celebrate as . He contributed immensely towards education.

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ଏହି ଶୁଭ ଉତ୍ସବ ସମସ୍ତଙ୍...
30/08/2022

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ଏହି ଶୁଭ ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସୌଭାଗ୍ଯ ଏବଂ ଆରୋଗ୍ଯ ଆଣିଦେଉ |

୭୬ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ |
14/08/2022

୭୬ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ |

ପବିତ୍ର ରାକ୍ଷୀପୂର୍ଣ୍ଣିମା ଓ ଗହ୍ମାପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l
11/08/2022

ପବିତ୍ର ରାକ୍ଷୀପୂର୍ଣ୍ଣିମା ଓ ଗହ୍ମାପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ।
04/08/2022

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ।

ଆସନ୍ତୁ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ କରିବା ମିସିକି।ଏହି ଅଭିଯାନରେ ସାମିଲ ହେବା ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ଘରେ ଘରେ 'ତ୍ରିରଙ୍ଗା' ଉଡ...
02/08/2022

ଆସନ୍ତୁ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ କରିବା ମିସିକି।ଏହି ଅଭିଯାନରେ ସାମିଲ ହେବା ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ଘରେ ଘରେ 'ତ୍ରିରଙ୍ଗା' ଉଡ଼ାଇବା।

ନିଜର ଅଦମ୍ୟ ସାହସ ଏବଂ ବୀରତା ଦ୍ଵାରା କାରଗିଲରେ ତ୍ରିରଙ୍ଗାର ଶୌର୍ଯ୍ୟ ଓ ମର୍ଯ୍ୟାଦା ସୁରକ୍ଷିତ କରିଥିବା ବୀର ସୈନିକମାନଙ୍କୁ ବିଜୟ ଦିବସ ଉପଲ...
26/07/2022

ନିଜର ଅଦମ୍ୟ ସାହସ ଏବଂ ବୀରତା ଦ୍ଵାରା କାରଗିଲରେ ତ୍ରିରଙ୍ଗାର ଶୌର୍ଯ୍ୟ ଓ ମର୍ଯ୍ୟାଦା ସୁରକ୍ଷିତ କରିଥିବା ବୀର ସୈନିକମାନଙ୍କୁ ବିଜୟ ଦିବସ ଉପଲକ୍ଷେ କୋଟି କୋଟି ପ୍ରଣାମ।

  has scripted history once again!Congratulations on becoming only the second Indian and first Indian male athlete to wi...
24/07/2022

has scripted history once again!

Congratulations on becoming only the second Indian and first Indian male athlete to win a medal at .

India is proud of the consistent excellence he has been achieving on the biggest stage!

ଭାରତବର୍ଷର ୧୫ତମ ନବ ନିର୍ବାଚିତ ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l
21/07/2022

ଭାରତବର୍ଷର ୧୫ତମ ନବ ନିର୍ବାଚିତ ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l

Address

Bhubaneswar
751006

Website

Alerts

Be the first to know and let us send you an email when Rakesh Jena posts news and promotions. Your email address will not be used for any other purpose, and you can unsubscribe at any time.

Share

Category