Lovestar social work trust

Lovestar social work trust *ମାନବ ସେବା ହିଁ ମାଧବ ସେବା। ଜୀବନରେ ଯେତେ କଷ୍ଟ ଆସୁ ମଧ୍ଯ ଆମେ ସମାଜ ସେବୀ ମାନେ କେବେ ପଛେଇ ବୁ ନାହଁ। 🙏🙏

ଆମ ଲଭଷ୍ଟାର ସୋସିଆଲ୍ ୱାର୍କ ଟ୍ରଷ୍ଟ ପରିବାର ତରଫରୁ ଜୋସ୍ନା ଦିଦିଙ୍କୁ ତାଙ୍କ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଭଗବାନ କରନ୍ତୁ ...
04/09/2026

ଆମ ଲଭଷ୍ଟାର ସୋସିଆଲ୍ ୱାର୍କ ଟ୍ରଷ୍ଟ ପରିବାର ତରଫରୁ ଜୋସ୍ନା ଦିଦିଙ୍କୁ ତାଙ୍କ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଭଗବାନ କରନ୍ତୁ ତାଙ୍କୁ ଏବଂ ତାଙ୍କ ପରିବାର କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ 🙏🙏🙏🙏

ଆମ ଲଭଷ୍ଟାର ସୋସିଆଲ୍ ୱାର୍କ ଟ୍ରଷ୍ଟ ପରିବାର ତରଫରୁ ସମସ୍ତ ଓଡ଼ିଶାରବାସୀଙ୍କୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ...
27/08/2026

ଆମ ଲଭଷ୍ଟାର ସୋସିଆଲ୍ ୱାର୍କ ଟ୍ରଷ୍ଟ ପରିବାର ତରଫରୁ ସମସ୍ତ ଓଡ଼ିଶାରବାସୀଙ୍କୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

27/08/2026

With Puspalata Mohanty – I just got recognized as one of their top fans! 🎉

ଆଜି  ଆମ ଲଭଷ୍ଟାର ସୋସିଆଲ ୱର୍କ ଟ୍ରଷ୍ଟ ର ଅରୁଣ ଭାଇ ଙ୍କ  ଜନ୍ମ ଦିନ ରେ ତାଙ୍କୁ ଢେର୍ ସାରା ଅଭିନନ୍ଦନ  ଓ ଶୁଭେଚ୍ଛା ,,,,
19/08/2026

ଆଜି ଆମ ଲଭଷ୍ଟାର ସୋସିଆଲ ୱର୍କ ଟ୍ରଷ୍ଟ ର ଅରୁଣ ଭାଇ ଙ୍କ ଜନ୍ମ ଦିନ ରେ ତାଙ୍କୁ ଢେର୍ ସାରା ଅଭିନନ୍ଦନ ଓ ଶୁଭେଚ୍ଛା ,,,,

ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ର ଜଣେ ସକ୍ରିୟ ସଦସ୍ୟ ସନ୍ଦିପ୍ ଭାଇ ଙ୍କ ଜନ୍ମ ଦିନ। ତାଙ୍କ ଜନ୍ମ ଦିନ ରେ ତାଙ୍କୁ ଢେର୍ ସାରା ଶୁଭେଚ୍ଛା ...
18/08/2026

ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ର ଜଣେ ସକ୍ରିୟ ସଦସ୍ୟ ସନ୍ଦିପ୍ ଭାଇ ଙ୍କ ଜନ୍ମ ଦିନ। ତାଙ୍କ ଜନ୍ମ ଦିନ ରେ ତାଙ୍କୁ ଢେର୍ ସାରା ଶୁଭେଚ୍ଛା ଓ ଅଭନନ୍ଦନ । ଭଗବାନ ତାଙ୍କୁ ଏବଂ ତାଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ ।
🙏🙏ଜୟ ଜଗନ୍ନାଥ ,🙏🙏

17/08/2026

Bijoy Kumar Mohanty

ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ର ପ୍ରଫୁଲ୍ଲ ଭାଇ ପୁଅ ପିୟାନ୍ସୁ ର ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।ଭଗବାନ କରନ୍ତୁ ତାଙ୍କ...
16/08/2026

ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ର ପ୍ରଫୁଲ୍ଲ ଭାଇ ପୁଅ ପିୟାନ୍ସୁ ର ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।ଭଗବାନ କରନ୍ତୁ ତାଙ୍କୁ ଏବଂ ତାଙ୍କର ପରିବାର କୁ ଭଲରେ ରଖନ୍ତୁ। ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ବାପା ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ର ବିକାଶ ଭାଇ କୁ ଯୋଗାଯୋଗ କରି ଭୁବନେଶ୍ୱର ସ୍ଥିତ ସୁନ୍ଦରପଦା ସ୍ଥିତ ପିପୁଲ ଫର୍ ସେବା ବୃଦ୍ଧା ଆଶ୍ରମ ରେ ରହୁଥିବା ବାପା, ମାଁ ଙ୍କୁ ରାତ୍ରି ଭୋଜନ ବଣ୍ଟନ କହିଥିଲେ। ଏହି କାର୍ୟ୍ଯକ୍ରମ ରେ ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ର ଦିଲ୍ଲୀପ ଭାଇ, ବିକାଶ ଭାଇ, ଉପସ୍ଥିତ ରହି ସାହାୟ୍ଯ ସହଯୋଗ କରି କାର୍ୟ୍ଯକ୍ରମ କୁ ଭଲରେ ଭଲରେ ସଫଳ କରିଥିଲେ।

ଆମ ଲଭଷ୍ଟାର ସୋସିଆଲ୍ ୱାର୍କ ଟ୍ରଷ୍ଟ ପରିବାର ତରଫରୁ କୁନି ପୁଅ ପ୍ରିୟାନ୍ସୁ  ଙ୍କୁ ତାଙ୍କ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଭଗବ...
12/08/2026

ଆମ ଲଭଷ୍ଟାର ସୋସିଆଲ୍ ୱାର୍କ ଟ୍ରଷ୍ଟ ପରିବାର ତରଫରୁ କୁନି ପୁଅ ପ୍ରିୟାନ୍ସୁ ଙ୍କୁ ତାଙ୍କ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଭଗବାନ କରନ୍ତୁ ତାଙ୍କୁ ଏବଂ ତାଙ୍କ ପରିବାର କୁ ଭଲରେ ରଖନ୍ତୁ "ଜୟ ଜଗନ୍ନାଥ" 🙏🙏🙏

Address

NEAR JAGANNATH TEMPLE MANCHESWARPATRA SAHI MANCHESWAR
Bhubaneswar
751017

Telephone

+918895131198

Website

Alerts

Be the first to know and let us send you an email when Lovestar social work trust posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Lovestar social work trust:

Shortcuts

Share