Help Ever Hurt Never.

Help Ever Hurt Never. "Every drop you donate plants hope in someone’s heart."

 ଦେବାରେ ଯେଉଁ ଆନନ୍ଦ ଥାଏ ତାହା ନବାରେ ନ ଥାଏ |KIMS ହସ୍ପିଟାଲ ରେ ଜଣେ କ୍ୟାନ୍ସର ରୋଗୀ ଙ୍କ ପାଇଁ B+ ve ରକ୍ତର ଆବଶ୍ୟକ ଥିବାବେଳେ ଆମ ଅନୁଷ...
25/07/2026


ଦେବାରେ ଯେଉଁ ଆନନ୍ଦ ଥାଏ ତାହା ନବାରେ ନ ଥାଏ |
KIMS ହସ୍ପିଟାଲ ରେ ଜଣେ କ୍ୟାନ୍ସର ରୋଗୀ ଙ୍କ ପାଇଁ B+ ve ରକ୍ତର ଆବଶ୍ୟକ ଥିବାବେଳେ ଆମ ଅନୁଷ୍ଠାନ ର Srikant Das ସାର୍ ଆମଠାରୁ ଖବର ପାଇଵାମାତ୍ରେ ହସ୍ପିଟାଲ ରେ ପହଞ୍ଚି ନିଜର ମୂଲ୍ୟବାନ ରକ୍ତ ଦେଇ ରୋଗୀଙ୍କ ଅସ୍ତ୍ରୋପଚାର ହେବାରେ ସାହାଯ୍ୟ କରିଥିଲେ ||
ତୁମର ଏହି ମୂଲ୍ୟବାନ ରକ୍ତଦାନ ପାଇଁ ଆମ୍ଭେ ତୁମ ପାଖରେ ଚିର କୃତଜ୍ଞ |
ପରମେଶ୍ୱର ତୁମକୁ ଓ ତୁମ ପରିବାରକୁ ସବୁବେଳେ ଭଲରେ ରଖନ୍ତୁ |🙏

  ଏଠି ରକ୍ତର ମୂଲ୍ୟ କିଏ ବା ବୁଝିଛି ଆଉ ଯିଏ ବୁଝିଛି ସେ ହେଉଛି ରକ୍ତ ଦାତା | 🙏କିମ୍ସ ହସ୍ପିଟାଲ ରେ ଜଣେ ରୋଗୀଙ୍କର ଅସ୍ତ୍ରୋପଚାର ପାଇଁ ରକ୍ତ...
10/07/2026


ଏଠି ରକ୍ତର ମୂଲ୍ୟ କିଏ ବା ବୁଝିଛି ଆଉ ଯିଏ ବୁଝିଛି ସେ ହେଉଛି ରକ୍ତ ଦାତା | 🙏
କିମ୍ସ ହସ୍ପିଟାଲ ରେ ଜଣେ ରୋଗୀଙ୍କର ଅସ୍ତ୍ରୋପଚାର ପାଇଁ ରକ୍ତର ଆବଶ୍ୟକତା ଥିବାରୁ ଖବର ପାଇ ଆମ ଅନୁଷ୍ଠାନ ର ସଦସ୍ୟ Nihar Ranjan Mohanty ଭାଇ ହସ୍ପିଟାଲ ରେ ପହଞ୍ଚି ନିଜର ମୂଲ୍ୟବାନ ରକ୍ତଦାନ କରି ରୋଗୀଙ୍କୁ ସୁସ୍ଥ ହେବାରେ ସାହାଯ୍ୟ କରିଥିଲେ
ଆପଣଙ୍କର ଏହି ମହାନ ଦାନ ପାଇଁ ଆପଣଙ୍କ ପାଖରେ ଆମେ ଚିର କୃତଜ୍ଞ |ପ୍ରଭୁ ଆପଣଙ୍କୁ ଓ ଆପଣଙ୍କ ପରିବାର କୁ ସବୁବେଳେ ଭଲରେ ରଖନ୍ତୁ |🙏

 ରକ୍ତଦାନ କରିବାର ମାନେ ବିଶ୍ୱର ସ୍ପନ୍ଦନ କୁ ବଞ୍ଚେଇ ରଖିବା |ରକ୍ତ ଅଭାବରୁ କାହାର ପ୍ରାଣ ହାନି ନ ହେଉ ସେଥିପାଇଁ ଆମ୍ଭେ ସବୁବେଳେ ପ୍ରସ୍ତୁତ ...
27/06/2026


ରକ୍ତଦାନ କରିବାର ମାନେ ବିଶ୍ୱର ସ୍ପନ୍ଦନ କୁ ବଞ୍ଚେଇ ରଖିବା |
ରକ୍ତ ଅଭାବରୁ କାହାର ପ୍ରାଣ ହାନି ନ ହେଉ ସେଥିପାଇଁ ଆମ୍ଭେ ସବୁବେଳେ ପ୍ରସ୍ତୁତ ଥାଉ ରକ୍ତ ଦେବାପାଇଁ |
ଆଜି ଜଣେ ବ୍ୟକ୍ତି ଙ୍କର ଅସ୍ତ୍ରୋପଚାର ପାଇଁ O+ve ରକ୍ତର ଦରକାର ଥିବାବେଳେ ମୋଠାରୁ ଖବର ପାଇଁ ଆମ୍ଭ ଅନୁଷ୍ଠାନ ର ସଦସ୍ୟ Umesh Sahu ଭାଇ କିମ୍ସ ହସ୍ପିଟାଲ ରେ ପହଞ୍ଚି ନିଜର ମୂଲ୍ୟବାନ ରକ୍ତ ଦାନ କରିଥିଲେ | ଆପଣଙ୍କର ଏହି ମୂଲ୍ୟବାନ ରକ୍ତଦାନ ପାଇଁ
ପରମେଶ୍ୱର ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ସବୁବେଳେ ଭଲରେ ରଖନ୍ତୁ |🙏🙏🙏

 Late postଦେବାରେ ଯେଉଁ ଆନନ୍ଦ ଥାଏ ତାହା ନବାରେ ନ ଥାଏ | SCB ହସ୍ପିଟାଲ ରେ ଜଣେ ରକ୍ତ କର୍କଟ ରୋଗୀଙ୍କ ପାଇଁ O+ ve ରକ୍ତର ଆବଶ୍ୟକ ଥିବାବେ...
27/06/2026


Late post
ଦେବାରେ ଯେଉଁ ଆନନ୍ଦ ଥାଏ ତାହା ନବାରେ ନ ଥାଏ | SCB ହସ୍ପିଟାଲ ରେ ଜଣେ ରକ୍ତ କର୍କଟ ରୋଗୀଙ୍କ ପାଇଁ O+ ve ରକ୍ତର ଆବଶ୍ୟକ ଥିବାବେଳେ ଆମ୍ଭ ଅନୁଷ୍ଠାନ ର Ramakanta Prusty ଭାଇ ନିଜର ମୂଲ୍ୟବାନ ରକ୍ତ ଦେଇ ରୋଗୀଙ୍କୁ ସୁସ୍ଥ ହେବାରେ ସାହାଯ୍ୟ କରିଥିଲେ ||
ଜୀବନ ମରଣ ତ ପ୍ରଭୁ ଙ୍କ ହାତରେ ହେଲେ ଆମେ ଆମ କର୍ତ୍ତବ୍ୟ କରିଚାଲିଛୁ |
ଆପଣଙ୍କର ଏହି ମୂଲ୍ୟବାନ ରକ୍ତଦାନ ପାଇଁ ଆମ୍ଭେ ଆପଣଙ୍କ ପାଖରେ ଚିର କୃତଜ୍ଞ |
ପରମେଶ୍ୱର ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ସବୁବେଳେ ଭଲରେ ରଖନ୍ତୁ |🙏

  ଏକ ଗଛ ପାଣି ବିନା ଝାଉଁଳି ଗଲାପରି ଯେତେବେଳେ ଜଣେ ବ୍ୟକ୍ତି ରକ୍ତ ଆବଶ୍ୟକତା ରୁ ଜୀବନ ଯୁଦ୍ଧ୍ୟ ରୁ ହାରିଯାଉଥିବା ସମୟରେ ଆମ ଅନୁଷ୍ଠାନ ର ସଦ...
27/06/2026


ଏକ ଗଛ ପାଣି ବିନା ଝାଉଁଳି ଗଲାପରି ଯେତେବେଳେ ଜଣେ ବ୍ୟକ୍ତି ରକ୍ତ ଆବଶ୍ୟକତା ରୁ ଜୀବନ ଯୁଦ୍ଧ୍ୟ ରୁ ହାରିଯାଉଥିବା ସମୟରେ ଆମ ଅନୁଷ୍ଠାନ ର ସଦସ୍ୟ ମାନେ ସେହି ବ୍ୟକ୍ତି ଙ୍କୁ ପୁନର୍ବାର ଜୀବନ ଯୁଦ୍ଧ୍ୟ ରେ ଜିତାଇବା ପାଇଁ ନିଜର ରକ୍ତଦାନ କରି ଯଥା ସମ୍ଭବ ଚେଷ୍ଟା କରିଥାଉ | ଆଜି କିମ୍ସ ହସ୍ପିଟାଲ ରେ ଜଣେ ରୋଗୀଙ୍କର ରକ୍ତର ଆବଶ୍ୟକ ଥିବବେଳେ ଆମ ଅନୁଷ୍ଠାନ ର ସଦସ୍ୟ Narahari Rout ଭାଇ ନିଜର ମୂଲ୍ୟବାନ ରକ୍ତଦାନ କରି ବ୍ୟକ୍ତିଙ୍କୁ ସୁସ୍ଥ କରିବାରେ ସହଯୋଗ କରିଥିଲେ |
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍ ପ୍ରଭୁ ଆପଣଙ୍କ ପରିବାରକୁ ଓ ଆପଣଙ୍କୁ ସବୁବେଳେ ସୁସ୍ଥ ରଖନ୍ତୁ |

  ସବୁଠୁ ଦୁର୍ଲଭ ଜନ୍ମ ହେଉଛି ମଣିଷ ଜନ୍ମ ଆଉ ମଣିଷ ପଣିଆ ସେଇଠି ଥାଏ ଯେଉଁଠାରେ ସାହାଯ୍ୟ ସହଯୋଗର ଇଛା ଶକ୍ତି ଥାଏ | ଯେତେବେଳେ ବାରିପଦାରୁ ଜଣ...
30/05/2026



ସବୁଠୁ ଦୁର୍ଲଭ ଜନ୍ମ ହେଉଛି ମଣିଷ ଜନ୍ମ ଆଉ ମଣିଷ ପଣିଆ ସେଇଠି ଥାଏ ଯେଉଁଠାରେ ସାହାଯ୍ୟ ସହଯୋଗର ଇଛା ଶକ୍ତି ଥାଏ | ଯେତେବେଳେ ବାରିପଦାରୁ ଜଣେ ହୃଦୟ ଅସ୍ତ୍ରୋପଚାର ପାଇଁ ଭୁବନେଶ୍ୱର Kims ରେ ପହଞ୍ଚିଥିଲେ ସେତେବେଳେ ଆପଣଙ୍କୁ ଯୋଗାଯୋଗ କରିବାମାତ୍ରେ ଆପଣ KIMS ରେ ପହଞ୍ଚି ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ସହଯୋଗ କରିଥିଲେ Rakesh Kumar Senapati ବାବୁ ଆପଣ ନିଜର ମଣିଷ ପଣିଆ କୁ ବଜାୟ ରଖିଛନ୍ତି ଆପଣଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ଆମେ ଆପଣଙ୍କ ପାଖରେ ଚିର କୃତଜ୍ଞ |
ପ୍ରଭୁ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ସବୁବେଳେ ଭଲରେ ରଖନ୍ତୁ ପ୍ରଭୁଙ୍କ ପାଖରେ ମୋର ଏତିକି ପ୍ରାର୍ଥନା |🙏🙏

ରକ୍ତର ମୂଲ୍ୟ ଜାଣିଛି ଯିଏ ରକ୍ତ ଦେବାକୁ ସେ ଡରିବନାହିଁ |ଦୁନିଆରେ ଅଛି ଯେତେ ଯେ ଦାନ ରକ୍ତଦାନ ଠାରୁ କିଛି ଉର୍ଦ୍ଧରେ ନାହିଁ ||ଆଜି କିମ୍ସ ହସ...
30/05/2026

ରକ୍ତର ମୂଲ୍ୟ ଜାଣିଛି ଯିଏ ରକ୍ତ ଦେବାକୁ ସେ ଡରିବନାହିଁ |
ଦୁନିଆରେ ଅଛି ଯେତେ ଯେ ଦାନ ରକ୍ତଦାନ ଠାରୁ କିଛି ଉର୍ଦ୍ଧରେ ନାହିଁ ||
ଆଜି କିମ୍ସ ହସ୍ପିଟାଲ ରେ ଜଣେ ରୋଗୀ ହୃଦୟ ଅସ୍ତ୍ରୋପଚାର ପାଇଁ ଗୁରୁତର ଅବସ୍ଥାରେ ବାରିପଦା ରୁ ଆସିଥିଲେ ଥିବାବେଳେ ତାଙ୍କର ଚାରୋଟି ୟୁନିଟ ରକ୍ତର ଆବଶ୍ୟତା ଥିବାବେଳେ ଆମ୍ଭ ଅନୁଷ୍ଠାନ ର Satyanarayan Tripathy ସାର୍ ଆମଠାରୁ ଖବର ପାଇ KIMS ରେ ପହଂଚି ନିଜର 91 ତମ ରକ୍ତଦାନ କରି ରୋଗୀର ଜୀବନ ବଞ୍ଚାଇଥିଲେ |
ଆପଣଙ୍କର ଏହି ମହତ ଦାନ ପାଇଁ ପ୍ରଭୁ ଆପଣଙ୍କୁ ଓ ଆପଣଙ୍କ ପରିବାର କୁ ସବୁବେଳେ ଭଲରେ ରଖନ୍ତୁ | 🙏

 ଏହା ରକ୍ତ ର ଉପହାର ନୁହେଁ ଏହା ଗୋଟିଏ ଜୀବନ ର ଉପହାର | ମୟୁରଭଞ୍ଜ ବାରିପଦା ସହର ରୁ ଆସିଥିବା ଜଣେ ବୟସ୍କ ବ୍ୟକ୍ତିଙ୍କର Open Heart Surger...
30/05/2026


ଏହା ରକ୍ତ ର ଉପହାର ନୁହେଁ ଏହା ଗୋଟିଏ ଜୀବନ ର ଉପହାର | ମୟୁରଭଞ୍ଜ ବାରିପଦା ସହର ରୁ ଆସିଥିବା ଜଣେ ବୟସ୍କ ବ୍ୟକ୍ତିଙ୍କର Open Heart Surgery ହେବାପାଇଁ ରକ୍ତର ଆବଶ୍ୟକ ଥିବାବେଳେ ଆମ୍ଭଠାରୁ ଖବର ପାଇ ଆମ୍ଭ ଅନୁଷ୍ଠାନ ର Ra Jen Dra Nachika ବାବୁ କିମ୍ସ ହସ୍ପିଟାଲ ରେ ପହଞ୍ଚି ନିଜର ମୂଲ୍ୟବାନ ରକ୍ତଦାନ କରିଥିଲେ |
ଆପଣଙ୍କ ଏହି ମହାନ କାର୍ଯ୍ୟ ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏🙏
ପ୍ରଭୁ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ସବୁବେଳେ ଭଲରେ ରଖନ୍ତୁ |🙏🙏

 ୋର୍ଟସମସ୍ତ ଦାନ ର ଉର୍ଦ୍ଧରେ ରକ୍ତଦାନ Heart Surgery ପାଇଁ ଚାରୋଟି ରକ୍ତ (PRBC) ଓ ଚାରୋଟି RDP ର ଆବଶ୍ୟକତା ଥିବାବେଳେ ଆମ KISS - Kalin...
18/05/2026

ୋର୍ଟ
ସମସ୍ତ ଦାନ ର ଉର୍ଦ୍ଧରେ ରକ୍ତଦାନ Heart Surgery ପାଇଁ ଚାରୋଟି ରକ୍ତ (PRBC) ଓ ଚାରୋଟି RDP ର ଆବଶ୍ୟକତା ଥିବାବେଳେ ଆମ KISS - Kalinga Institute of Social Sciences ଅନୁଷ୍ଠାନ ସଦସ୍ୟ Purnima Dash ମ୍ୟାଡ଼ାମ ଆମଠାରୁ ଖବର ପାଇ କିମ୍ସ ହସ୍ପିଟାଲରେ ପହଞ୍ଚି ନିଜର ମୂଲ୍ୟବାନ RDP ଦାନ କରିଥିଲେ |
ଆପଣଙ୍କର ଏହି ମୂଲ୍ୟବାନ ଦାନ ପାଇଁ ପରମେଶ୍ୱର ଆପଣଙ୍କୁ ଓ ଆପଣଙ୍କ ପରିବାର କୁ ସବୁବେଳେ ଭଲରେ ରଖନ୍ତୁ |🙏

  ଏକ ଗଛ ପାଣି ବିନା ଝାଉଁଳି ଗଲାପରି ଯେତେବେଳେ ଜଣେ ବ୍ୟକ୍ତି ରକ୍ତ ଆବଶ୍ୟକତା ରୁ ଜୀବନ ଯୁଦ୍ଧ୍ୟ ରୁ ହାରିଯାଉଥିବା ସମୟରେ ଆମ ଅନୁଷ୍ଠାନ ର ସଦ...
09/05/2026


ଏକ ଗଛ ପାଣି ବିନା ଝାଉଁଳି ଗଲାପରି ଯେତେବେଳେ ଜଣେ ବ୍ୟକ୍ତି ରକ୍ତ ଆବଶ୍ୟକତା ରୁ ଜୀବନ ଯୁଦ୍ଧ୍ୟ ରୁ ହାରିଯାଉଥିବା ସମୟରେ ଆମ ଅନୁଷ୍ଠାନ ର ସଦସ୍ୟ ମାନେ ସେହି ବ୍ୟକ୍ତି ଙ୍କୁ ପୁନର୍ବାର ଜୀବନ ଯୁଦ୍ଧ୍ୟ ରେ ଜିତାଇବା ପାଇଁ ନିଜର ରକ୍ତଦାନ କରି ଯଥା ସମ୍ଭବ ଚେଷ୍ଟା କରିଥାଉ | ଆଜି କିମ୍ସ ହସ୍ପିଟାଲ ରେ ଜଣେ ରୋଗୀଙ୍କର ରକ୍ତର ଆବଶ୍ୟକ ଥିବବେଳେ ଆମ ଅନୁଷ୍ଠାନ ର ସଦସ୍ୟ Ramakanta Nayak ନିଜର ମୂଲ୍ୟବାନ ରକ୍ତଦାନ କରି ବ୍ୟକ୍ତିଙ୍କୁ ସୁସ୍ଥ କରିବାରେ ସହଯୋଗ କରିଥିଲେ |
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍ ପ୍ରଭୁ ଆପଣଙ୍କ ପରିବାରକୁ ଓ ଆପଣଙ୍କୁ ସବୁବେଳେ ସୁସ୍ଥ ରଖନ୍ତୁ |

Address

Bhubaneswar
751024

Website

Alerts

Be the first to know and let us send you an email when Help Ever Hurt Never. posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category