02/09/2026
କର ଆଦାୟରେ ପୁରସ୍କାର, ବିକାଶରେ କେବେ?
ଆନନ୍ଦପୁର ପ୍ରଶାସନିକ ଅଧିକାରୀଙ୍କୁ କର ସଂଗ୍ରହ ପାଇଁ ପୁରସ୍କୃତ କରାଯାଇଛି—ଏହା ନିଶ୍ଚିତ ଭାବେ ପ୍ରଶଂସନୀୟ। କିନ୍ତୁ ପ୍ରଶ୍ନ ହେଉଛି, ଆନନ୍ଦପୁରର ରାସ୍ତା, ଡ୍ରେନେଜ୍, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ,ଯୁବକଙ୍କୁ ନିଯୁକ୍ତି ,ସ୍ୱଚ୍ଛତା ଓ ମୌଳିକ ବିକାଶରେ ଦୃଶ୍ୟମାନ ସଫଳତା ପାଇଁ ପ୍ରଶାସନକୁ କେବେ ପୁରସ୍କୃତ କରାଯିବ?
ଲୋକଙ୍କଠାରୁ କର ଆଦାୟ ସହିତ ଲୋକଙ୍କ ପାଇଁ ବିକାଶ ଓ ଜବାବଦେହିତା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।
CMO Odisha
Mohan Charan Majhi