PCCF Kendu Leaves Odisha

PCCF Kendu Leaves Odisha Official Page of Principal Chief Conservator of Forest (Kendu Leaves) Odisha, Forest, Environment and Climate Change Department. Govt. of Odisha

କେନ୍ଦୁଝର କେନ୍ଦୁପତ୍ର ଡିଭିଜନର କାମାକ୍ଷାନଗର ଉପଖଣ୍ଡରେ SDFOଙ୍କ ଦ୍ୱାରା PBB କାର୍ଯ୍ୟ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ମାଧ୍ୟମରେ କାର୍ଯ୍ୟ...
03/09/2026

କେନ୍ଦୁଝର କେନ୍ଦୁପତ୍ର ଡିଭିଜନର କାମାକ୍ଷାନଗର ଉପଖଣ୍ଡରେ SDFOଙ୍କ ଦ୍ୱାରା PBB କାର୍ଯ୍ୟ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ମାଧ୍ୟମରେ କାର୍ଯ୍ୟର ଗୁଣବତ୍ତା, ପ୍ରଗତି ଓ ସୁଚାରୁ ରୂପାୟଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

Ganeshram Sing Khuntia Forest, Env. & Climate Change Department, Government of Odisha Principal Chief Conservator of Forests, Odisha PCCF Wildlife & CWLW, Odisha Dfo KL Keonjhar

୨ ଅଗଷ୍ଟରେ ସମ୍ବଲପୁର କେନ୍ଦୁପତ୍ର ସର୍କଲ ସିସିଏଫ,ଡି ଏମ, ଓ ଡ଼ିଏଫଓ, ରାଉରକେଲାଙ୍କ ଉପସ୍ଥିତିରେ କଲୁଙ୍ଗା ସି. ଜି. ର କେନ୍ଦୁପତ୍ର ବ୍ୟାଗ ଯା...
03/09/2026

୨ ଅଗଷ୍ଟରେ ସମ୍ବଲପୁର କେନ୍ଦୁପତ୍ର ସର୍କଲ ସିସିଏଫ,ଡି ଏମ, ଓ ଡ଼ିଏଫଓ, ରାଉରକେଲାଙ୍କ ଉପସ୍ଥିତିରେ କଲୁଙ୍ଗା ସି. ଜି. ର କେନ୍ଦୁପତ୍ର ବ୍ୟାଗ ଯାଞ୍ଚ କରିଥିଲେ। ଏହାପରେ କେନ୍ଦୁପତ୍ର ଲଟ ନଷ୍ଟ ହେବାର ସମ୍ଭାବ୍ୟ କାରଣ ନେଇ ରେଞ୍ଜ ଷ୍ଟାଫ୍, OFDC ଓ ଅନ୍ୟ ଅଧିକାରୀଙ୍କ ସହ ବୈଠକ ହୋଇଥିଲା।

Ganeshram Sing Khuntia Forest, Env. & Climate Change Department, Government of Odisha Principal Chief Conservator of Forests, Odisha DFO KL Rourkela

୧ ସେପ୍ଟେମ୍ବର ୨୦୨୬ରେ ଭୁତିଆରବାହାଲ କେନ୍ଦୁପତ୍ର ରେଞ୍ଜରେ ସି.ସି.ଏଫ, ବଲାଙ୍ଗିର, ଡି.ଏଫ.ଓ, ପାଟନାଗଡ଼ ଡିଭିଜନ; ଡି.ଏମ, ବଲାଙ୍ଗିର ଏବଂ ଏସ....
02/09/2026

୧ ସେପ୍ଟେମ୍ବର ୨୦୨୬ରେ ଭୁତିଆରବାହାଲ କେନ୍ଦୁପତ୍ର ରେଞ୍ଜରେ ସି.ସି.ଏଫ, ବଲାଙ୍ଗିର, ଡି.ଏଫ.ଓ, ପାଟନାଗଡ଼ ଡିଭିଜନ; ଡି.ଏମ, ବଲାଙ୍ଗିର ଏବଂ ଏସ.ଡି.ଏମ, ପାଟନାଗଡ଼ଙ୍କ ଉପସ୍ଥିତିରେ ଗୁଣାତ୍ମକ ଉତ୍ପାଦନ ସପ୍ତାହ ଓ ସ୍ୱାସ୍ଥ୍ୟ-ପରିମଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟ ସେବା ସହ ବୃକ୍ଷରୋପଣ ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରାଯାଇଥିଲା।

Forest, Env. & Climate Change Department, Government of Odisha Principal Chief Conservator of Forests, Odisha

କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ତେଲକୋଇ କେନ୍ଦୁପତ୍ର ରେଞ୍ଜରେ କେନ୍ଦୁପତ୍ର ବନ୍ଧେଇ କାର୍ଯ୍ୟ ଉପରେ ରେଞ୍ଜ-ସ୍ତରୀୟ ସମୀକ୍ଷା ବୈଠକ  ...
01/09/2026

କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ତେଲକୋଇ କେନ୍ଦୁପତ୍ର ରେଞ୍ଜରେ କେନ୍ଦୁପତ୍ର ବନ୍ଧେଇ କାର୍ଯ୍ୟ ଉପରେ ରେଞ୍ଜ-ସ୍ତରୀୟ ସମୀକ୍ଷା ବୈଠକ

Ganeshram Sing Khuntia Forest, Env. & Climate Change Department, Government of OdishaPrincipal Chief Conservator of Forests, OdishaPCCF Wildlife & CWLW, Odisha Dfo KL Keonjhar

ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି (MKLWF) ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ବିଚାର-ବିମର୍ଶ ପାଇଁ ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ...
31/08/2026

ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି (MKLWF) ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ବିଚାର-ବିମର୍ଶ ପାଇଁ ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର, IASଙ୍କ ଅଧ୍ୟକ୍ଷତାରେ ୩୧ ଅଗଷ୍ଟ ୨୦୨୬ରେ ଏକ EFC ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ନିୟନ୍ତ୍ରଣ ବିଭାଗର ପ୍ରମୁଖ ସଚିବ, ପିସିସିଏଫ (କେନ୍ଦୁପତ୍ର), ଓଡ଼ିଶା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

CMO Odisha Ganeshram Sing Khuntia Finance Department, Government of Odisha Principal Chief Conservator of Forests, Odisha Forest, Env. & Climate Change Department, Government of Odisha PCCF Wildlife & CWLW, Odisha

ଓଡ଼ିଶା କେନ୍ଦୁପତ୍ର ସଂସ୍ଥାର ବିଭିନ୍ନ ଡିଭିଜନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ।
17/08/2026

ଓଡ଼ିଶା କେନ୍ଦୁପତ୍ର ସଂସ୍ଥାର ବିଭିନ୍ନ ଡିଭିଜନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ।

ସ୍ବାଧୀନତା ଦିବସର ଅଭିନନ୍ଦନ।
15/08/2026

ସ୍ବାଧୀନତା ଦିବସର ଅଭିନନ୍ଦନ।

ତେଲକୋଇ କେନ୍ଦୁଲିଫ୍ ରେଞ୍ଜ ଅଧୀନ ସିଙ୍କୁଲାବାହାଲରେ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଶୁଭ ଉଦଘାଟନ ମାନ୍ୟବର ବିଧାୟକ, ତେଲକୋଇ ଡଃ ଫକିର ମୋହନ ...
14/08/2026

ତେଲକୋଇ କେନ୍ଦୁଲିଫ୍ ରେଞ୍ଜ ଅଧୀନ ସିଙ୍କୁଲାବାହାଲରେ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଶୁଭ ଉଦଘାଟନ ମାନ୍ୟବର ବିଧାୟକ, ତେଲକୋଇ ଡଃ ଫକିର ମୋହନ ନାଏକଙ୍କ କରକମଳରେ ସମ୍ପନ୍ନ ହୋଇଛି। କେଉଁଝର ଡିଏସଡିଇଓ, ହାର୍ଡିକନ୍ ଲିମିଟେଡ୍‌ର କେନ୍ଦ୍ର ପରିଚାଳକ, ତେଲକୋଇ ଜିଲ୍ଲା ପରିଷଦ ସଦସ୍ୟ ଏବଂ ଜଗମୋହନପୁର ସରପଞ୍ଚଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୬୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ General Duty Assistant (GDA) ପାଇଁ ୩ ମାସିଆ ଦକ୍ଷତା ବିକାଶ ତାଲିମରେ ନାମ ଲେଖାଯାଇଥିଲା। ଏହି ଅବସରରେ ପ୍ରଶିକ୍ଷାର୍ଥୀମାନଙ୍କୁ ପୋଷାକ ଓ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ପଦକ୍ଷେପ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ରୋଜଗାର ସୁଯୋଗ ସୃଷ୍ଟି ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ।

CMO Odisha Ganeshram Sing Khuntia Forest, Env. & Climate Change Department, Government of Odisha Principal Chief Conservator of Forests, Odisha PCCF Wildlife & CWLW, Odisha Dfo KL Keonjhar

ତେଲକୋଇ କେନ୍ଦୁପତ୍ର ରେଞ୍ଜ ଅଧୀନ ଖୁଣ୍ଟାପଡ଼ା ଫରେଷ୍ଟର କ୍ୱାର୍ଟରର ଶୁଭ ଉଦଘାଟନ ମାନ୍ୟବର ବିଧାୟକ, ତେଲକୋଇଙ୍କ ଦ୍ୱାରା ସମ୍ପନ୍ନ ହୋଇଛି।    ...
14/08/2026

ତେଲକୋଇ କେନ୍ଦୁପତ୍ର ରେଞ୍ଜ ଅଧୀନ ଖୁଣ୍ଟାପଡ଼ା ଫରେଷ୍ଟର କ୍ୱାର୍ଟରର ଶୁଭ ଉଦଘାଟନ ମାନ୍ୟବର ବିଧାୟକ, ତେଲକୋଇଙ୍କ ଦ୍ୱାରା ସମ୍ପନ୍ନ ହୋଇଛି।

CMO Odisha Ganeshram Sing Khuntia Forest, Env. & Climate Change Department, Government of Odisha Principal Chief Conservator of Forests, Odisha PCCF Wildlife & CWLW, Odisha Dfo KL Keonjhar

ବାଲିମେଳା କେନ୍ଦୁପତ୍ର ରେଞ୍ଜ ଦକ୍ଷତା ବିକାଶ କେନ୍ଦ୍ରରେ ଆଗାମୀ ପ୍ରଶିକ୍ଷଣ ବ୍ୟାଚ୍ ପାଇଁ ଅନ୍ତିମ ପରାମର୍ଶ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ମ...
10/08/2026

ବାଲିମେଳା କେନ୍ଦୁପତ୍ର ରେଞ୍ଜ ଦକ୍ଷତା ବିକାଶ କେନ୍ଦ୍ରରେ ଆଗାମୀ ପ୍ରଶିକ୍ଷଣ ବ୍ୟାଚ୍ ପାଇଁ ଅନ୍ତିମ ପରାମର୍ଶ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ମାଲକାନଗିରିର କୋରକୁଣ୍ଡା ଓ ଖଇରପୁଟ ବ୍ଲକର ମହିଳା ଅଂଶଗ୍ରହଣକାରୀଙ୍କୁ ପ୍ରଶିକ୍ଷଣ, ଶୃଙ୍ଖଳା, ଉପସ୍ଥିତି, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା ।

Ganeshram Sing Khuntia Forest, Env. & Climate Change Department, Government of Odisha Odisha Skill Development Authority Principal Chief Conservator of Forests, Odisha PCCF Wildlife & CWLW, Odisha Dfo KL Jeypore

Address

Aranya Bhaban, Chadrasekharpur
Bhubaneswar

Alerts

Be the first to know and let us send you an email when PCCF Kendu Leaves Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share