Indian National Congress - Odisha

Indian National Congress - Odisha ଏକ ଦଳ, ଯିଏ କି ଭାରତରେ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ପକାଇଥିଲା ଏବଂ "ଭାରତର ଆଦର୍ଶ" କୁ ପରିବ୍ୟାପ୍ତ କରିଆସୁଛି।

06/09/2026

ଏମ୍ଏମଡିଆର୍ ବିଲ୍ ମାଧ୍ୟମରେ ରାଜ୍ୟର ଜଳ, ଜମି ଓ ଖଣିଜ ସମ୍ପଦ ଉପରେ ଅଧିକାରକୁ କ୍ଷୁଣ୍ଣ କରାଯିବା ଏବଂ ଶିକ୍ଷା ବ୍ୟବସ୍ଥାରେ ଅବହେଳା ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିରୋଧରେ ଇଣ୍ଡିଆ ବ୍ଲକ୍‌ର ଲଢ଼େଇ ଜାରି ରହିବ ।

ଆଜି ପ୍ରଦେଶ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଇଣ୍ଡିଆ ବ୍ଲକ୍‌ର ସର୍ବଦଳୀୟ ବୈଠକରେ ଆଗାମୀ କାର୍ଯ୍ୟକ୍ରମ ନେଇ ନିଷ୍ପତ୍ତି ହୋଇଛି । ୮ ତାରିଖରେ ବେସ୍ ପେପର୍ ପ୍ରସ୍ତୁତି, ୧୮ ତାରିଖରେ ସୁନ୍ଦରଗଡ଼, ୨୧ ତାରିଖରେ ରାୟଗଡ଼ା, ୨୪ ତାରିଖରେ କେନ୍ଦୁଝର ଓ ୨୬ ତାରିଖରେ ଅନୁଗୁଳରେ କାର୍ଯ୍ୟକ୍ରମ ଏବଂ ୨୯ ତାରିଖରେ ବିଧାନସଭା ଘେରାଉ ମାଧ୍ୟମରେ ଏହି ପ୍ରସଙ୍ଗଗୁଡ଼ିକୁ ନେଇ ସରକାରଙ୍କୁ ଉତ୍ତରଦାୟୀ କରାଯିବ ।

ଓଡ଼ିଶାର ମୂଲ୍ୟବାନ ସମ୍ପଦକୁ ପୁଞ୍ଜିପତିଙ୍କ ହାତରେ ଟେକି ଦେଉଥିବା ଏଭଳି ନୀତିକୁ ଓଡ଼ିଶାବାସୀ କେବେ କ୍ଷମା କରିବେ ନାହିଁ । ଓଡ଼ିଶାର ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ଲଢ଼େଇରେ କୌଣସି ସାଲିସ କରାଯିବ ନାହିଁ ।

06/09/2026

ନରେନ୍ଦ୍ର ମୋଦି ଦେଶର ସ୍ୱରକୁ ଦମନ କରିବାକୁ ଲାଗିଛନ୍ତି 👇

06/09/2026

ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ତଥା ରାଜ୍ୟସଭା ବିରୋଧୀ ଦଳ ନେତା ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରତି ଅପମାନଜନକ ଶୁଦ୍ଧିକରଣ ଏବଂ ଲୋକସଭା ବିରୋଧୀ ଦଳ ନେତା ଜନନାୟକ ରାହୁଲ ଗାନ୍ଧୀଙ୍କ ପ୍ରତି ହୋଇଥିବା FIR କୁ ବିରୋଧ କରି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦେଶ କ୍ରମେ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ବିଭାଗର ରାଜ୍ୟ ଅଧ୍ୟକ୍ଷ ଆଇନଜୀବି ଶ୍ରୀ ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅହୋରାତ୍ର ଧାରଣା ଜାରିରହିଛି I ତୃତୀୟ ଦିନ ଧାରଣାରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ଏବଂ ପୂର୍ବତନ ସାଂସଦ ଶ୍ରୀ ରାମଚନ୍ଦ୍ର ହଂସଦା ଙ୍କ ସମେତ ଅନେକ ନେତୃବୃନ୍ଦ ଯୋଗ ଦେଇଥିଲେ I

05/09/2026

ଆସନ୍ତା 8ରେ ରାଜଧାନୀ କମ୍ପାଇବ କଂଗ୍ରେସ ।

ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କ ନ୍ୟାୟୋଚିତ ଦାବି ପ୍ରତି ଅବହେଳା, ସରକାରଙ୍କ ଦାୟିତ୍ୱହୀନ ଓ ଅସମ୍ବେଦନଶୀଳ ଆଭିମୁଖ୍ୟକୁ ପ୍ରକାଶ କର...
05/09/2026

ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କ ନ୍ୟାୟୋଚିତ ଦାବି ପ୍ରତି ଅବହେଳା, ସରକାରଙ୍କ ଦାୟିତ୍ୱହୀନ ଓ ଅସମ୍ବେଦନଶୀଳ ଆଭିମୁଖ୍ୟକୁ ପ୍ରକାଶ କରୁଛି । ଶିକ୍ଷକ ସମାଜର ଅଧିକାର ଓ ସମ୍ମାନକୁ ଅଣଦେଖା କରିବାର ଏଭଳି ମନୋଭାବକୁ କଂଗ୍ରେସ କଦାପି ବରଦାସ୍ତ କରିବ ନାହିଁ ।

Official NotificationAICC ଦ୍ଵାରା ଅନୁମୋଦିତ ନୂତନ ତାଲିକାରେ ବରିଷ୍ଠ ଉପସଭାପତି ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ପିସିସି ...
05/09/2026

Official Notification

AICC ଦ୍ଵାରା ଅନୁମୋଦିତ ନୂତନ ତାଲିକାରେ ବରିଷ୍ଠ ଉପସଭାପତି ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ପିସିସି ଉପଭାପତି (ସଂଗଠନ) ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। 👇

05/09/2026

❤️🇮🇳

On the birth anniversary of Dr. S. Radhakrishnan, we honour his remarkable contribution as a distinguished teacher, phil...
05/09/2026

On the birth anniversary of Dr. S. Radhakrishnan, we honour his remarkable contribution as a distinguished teacher, philosopher, and statesman.

On Teacher’s Day, we express heartfelt gratitude to all teachers who educate, inspire, guide, and shape generations with knowledge and wisdom.

Odisha NSUI in Delhi 🇮🇳Under the leadership of Odisha Pradesh NSUI President Bibhuti Bhushan Mahapatra, dedicated NSUI a...
05/09/2026

Odisha NSUI in Delhi 🇮🇳

Under the leadership of Odisha Pradesh NSUI President Bibhuti Bhushan Mahapatra, dedicated NSUI activists have reached Delhi to contribute their time, energy, and efforts to the Delhi University Students’ Union (DUSU) elections. ✊

Together, we stand firmly for the voice, rights, and aspirations of students. 🇮🇳

On the International Day of Charity, we remember Mother Teresa on her death anniversary. Her life of compassion, kindnes...
05/09/2026

On the International Day of Charity, we remember Mother Teresa on her death anniversary.

Her life of compassion, kindness, and dedicated service to the poor and vulnerable remains an enduring inspiration.

Address

Congress Bhawan
Bhubaneswar
751001

Alerts

Be the first to know and let us send you an email when Indian National Congress - Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share