I support aparajita sarangi

I support aparajita sarangi Contact information, map and directions, contact form, opening hours, services, ratings, photos, videos and announcements from I support aparajita sarangi, Political organisation, saheed nagar, Bhubaneswar.

 #ଅପରାଜିତା_ଷଡ଼ଙ୍ଗୀଙ୍କ_ଦକ୍ଷତା>>> #ନିର୍ବାଚନର_ମାତ୍ର_୫ମାସ_ପୂର୍ବରୁ ଭାରତୀୟ ପ୍ରଶାସନିକ ସେବାର ଦାୟୀତ୍ୱକୁ ବିଧିବଦ୍ଧ ଭାବେ ତ୍ୟାଗ କରି ବି...
12/10/2020

#ଅପରାଜିତା_ଷଡ଼ଙ୍ଗୀଙ୍କ_ଦକ୍ଷତା>>>
#ନିର୍ବାଚନର_ମାତ୍ର_୫ମାସ_ପୂର୍ବରୁ ଭାରତୀୟ ପ୍ରଶାସନିକ ସେବାର ଦାୟୀତ୍ୱକୁ ବିଧିବଦ୍ଧ ଭାବେ ତ୍ୟାଗ କରି ବିଜେପି ରାଜନୈତିକ ସଙ୍ଗଠନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଚ୍ଛାକୁ ସମ୍ମାନ ଦେଇ ଆନୁଷ୍ଠାନିକ ରୂପେ ଯୋଗ ଦେଲେ>
#ଯୋଗଦେବା_ପରଦିନ_ଠାରୁ_ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କଲେ>
#ପ୍ରତି_ବିଧାନସଭା_ନିର୍ବାଚନ_ମଣ୍ଡଳୀର ପ୍ରତ୍ୟେକ ଗ୍ରାମରେ ପ୍ରତିଟି ୱାର୍ଡ'ର ଗଳିକନ୍ଧି ବୁଲି ସମସ୍ତ ସମସ୍ୟାକୁ ମୌଖିକ ଓ ଲିଖିତ ରୂପେ ରଖି ଯତ୍ନର ସହ ସମୀକ୍ଷା କଲେ>
#ନିରବଛିନ୍ନ_ଭାବେ_୫ମାସ_ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସାଂସଦ ପ୍ରାର୍ଥୀନୀ ଭାବେ ଏକ ଉତ୍ସାହି ପରିବେଶରେ ମନୋନୟନ ପତ୍ର ଦାଖଲ କଲେ>
#ଅପରାଜିତା'ଙ୍କ ସମସ୍ତ ବ୍ୟକ୍ତିଙ୍କ ପ୍ରତି ସମ୍ମାନର ସହ ଯତ୍ନବାନ ସ୍ୱଭାବ ପାଇଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମୁଦାୟ ସାତୋଟି ବିଧାନସଭା କ୍ଷେତ୍ରରୁ ୬ଟି ବିଜେଡ଼ି ଓ ଗୋଟିଏ କଂଗ୍ରେସ ବିଧାୟକ ଜିତିବା ସତ୍ତ୍ୱେ ବି ସେ ବିଜେପି ସାଂସଦ ରୂପେ ବିଜୟିନୀ ହେଲେ ଯାହା ଏକ ରେକର୍ଡ ମଧ୍ୟ>
#ସାଂସଦ_ହେବାପରେ_ନିଜ_କ୍ଷେତ୍ର ସହ ରାଜ୍ୟର ସମସ୍ୟାକୁ ଅତି ନିବିଡ଼ ଓ ଏକାଗ୍ରତାର ସହ ଲୋକସଭାରେ ତଥ୍ୟଆଧାରିତ ଉପସ୍ଥାପନ କରି ସମାଧାନର ସୂତ୍ର ମଧ୍ୟ ବାହାର କରି ଜନସମସ୍ୟାକୁ ହ୍ରାସ କରିପାରିଲେ>
#ଠିକ_ଏକବର୍ଷ_ପରେ_ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ ନିଜ ବଚନରକ୍ଷା ପୂର୍ବକ ସିଧା ପ୍ରସାରଣରେ ପ୍ରଥମ ଏକବର୍ଷର Report Card ଉଭୟ ଜନସାଧାରଣ ଓ କେନ୍ଦ୍ର ସରକାରଙ୍କୁ ଉପସ୍ଥାପନ କଲେ>
#୧୯୫୨ମସିହା_ଠାରୁ_ସାଧାରଣ ନିର୍ବାଚନରେ ସଂସଦକୁ ଯାଇଥିବା ଓଡ଼ିଶାର କୌଣସି ଜଣେ ସାଂସଦ ନିଜ Report Card ଜନସାଧାରଣଙ୍କୁ ଜଣେଇନଥିଲେ ଯାହା ପ୍ରଥମଥର ଅପରାଜିତା କରିପାରିଲେ ଓ ଏହା ମଧ୍ୟ ଏକ ରେକର୍ଡ>
#ଏଥିରୁ_ଅପରାଜିତାଙ୍କ_ଜନସାଧାରଣଙ୍କ ପ୍ରତି କର୍ତ୍ତବ୍ୟବୋଧ ଓ ନିଜ ଦାୟୀତ୍ୱ ପ୍ରତି ଥିବା ନିଷ୍ଠାପରତା ଓ ପ୍ରତିବଦ୍ଧତା ବଳିଷ୍ଠ ଭାବେ ପ୍ରମାଣିତ>
#ଏହାକୁ_ହିଁ_କୁହାଯାଏ_ଦକ୍ଷତା

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟାଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଏବଂ ଅଭିନନ୍ଦନ
07/10/2020

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟାଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଏବଂ ଅଭିନନ୍ଦନ

23/07/2020
Justice for Aditya Das
23/07/2020

Justice for Aditya Das

ପବିତ୍ର ବୋଇତ ବନ୍ଦାଣ ଉତ୍ସବ ଅବସରରେ କୁଆଖିଆ କୁଳରେ  ସାହାରା ଜନମଞ୍ଚ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ...
12/11/2019

ପବିତ୍ର ବୋଇତ ବନ୍ଦାଣ ଉତ୍ସବ ଅବସରରେ କୁଆଖିଆ କୁଳରେ ସାହାରା ଜନମଞ୍ଚ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟା l

ଆସନ୍ତା କାଲି ସମ୍ବଲପୁର VSS ବିଶ୍ୱବିଦ୍ୟାଳୟ, ବୁର୍ଲାରେ ଆନ୍ତର୍ଜାତୀୟ TED-x (Ted Talk) ରେ ଅଂଶ ଗ୍ରହଣ କରି ନିଜର ଜିବନୀ, କାର୍ଯ୍ୟଶୈଳୀ ଏ...
09/11/2019

ଆସନ୍ତା କାଲି ସମ୍ବଲପୁର VSS ବିଶ୍ୱବିଦ୍ୟାଳୟ, ବୁର୍ଲାରେ ଆନ୍ତର୍ଜାତୀୟ TED-x (Ted Talk) ରେ ଅଂଶ ଗ୍ରହଣ କରି ନିଜର ଜିବନୀ, କାର୍ଯ୍ୟଶୈଳୀ ଏବଂ ବିଚାର ଉପସ୍ଥାପନା କରିବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟା l

09/11/2019

KISS ଆବାସିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧନ କରି ଜୀବନରେ ସଫଳ ହେବା ପାଇଁ ନିଜର ସ୍ବପ୍ନକୁ ବଡ଼ କରିବା ପାଇଁ ଆହ୍ୱାନ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟା

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର Governing Body Meeting ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟା lସାଂସଦ ମହୋଦ...
31/10/2019

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର Governing Body Meeting ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟା l
ସାଂସଦ ମହୋଦୟାଙ୍କ ନେତୃତ୍ୱରେ ବିମାନ ବନ୍ଦରର ବିକାଶକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ନିଷ୍ପତ୍ତି ନିଆଗଲା l

Flagged off the   at Railway Stadium, Bhubaneswar.  Delighted to see such a huge crowd coming together to pay their resp...
31/10/2019

Flagged off the at Railway Stadium, Bhubaneswar. Delighted to see such a huge crowd coming together to pay their respect to Sardar Vallabhbhai Patel, the Iron Man of India, on his 144th birth anniversary. .

ଦେଶର ଏକତା ଓ ଅଖଣ୍ଡତାର ଶିଳ୍ପୀ ସର୍ଦ୍ଦାର ବଲ୍ଲଭଭାଈ ପଟେଲଙ୍କ ୧୪୪ତମ ଜନ୍ମଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ...
31/10/2019

ଦେଶର ଏକତା ଓ ଅଖଣ୍ଡତାର ଶିଳ୍ପୀ ସର୍ଦ୍ଦାର ବଲ୍ଲଭଭାଈ ପଟେଲଙ୍କ ୧୪୪ତମ ଜନ୍ମଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ସରଙ୍ଗୀ ମହୋଦୟl ଙ୍କ ଉପସ୍ଥିତିରେ ଭୁବନେଶ୍ୱରରେ ଆୟୋଜିତ "ଏକତା ଦୌଡ"

Address

Saheed Nagar
Bhubaneswar

Telephone

+919938646948

Website

Alerts

Be the first to know and let us send you an email when I support aparajita sarangi posts news and promotions. Your email address will not be used for any other purpose, and you can unsubscribe at any time.

Share