Energy Department, Government of Odisha

Energy Department, Government of Odisha The mission of Energy Department is to provide quality, reliable and affordable power to all.

Teachers are the true energy behind every generation—powering minds, inspiring curiosity and transforming dreams into po...
05/09/2026

Teachers are the true energy behind every generation—powering minds, inspiring curiosity and transforming dreams into possibilities.

This , we honour the mentors whose knowledge and guidance illuminate the path to progress, innovation and a brighter, more sustainable future.

Heartfelt gratitude to every teacher who continues to energise young minds and shape the future of our society.

ପବିତ୍ର ଜନ୍ମାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ସଭିଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେଉ।
04/09/2026

ପବିତ୍ର ଜନ୍ମାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ସଭିଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେଉ।

03/09/2026

is emerging as a pioneer in renewable energy, driving sustainable growth through clean energy, innovation and ESG-led practices.

From developing solar & wind energy hubs in Western Odisha to establishing green energy manufacturing and export clusters, the State is building a future-ready green economy.

With a vision to achieve 50% green energy consumption in the services sector by 2047, Odisha is paving the way to become a global leader in green energy innovation and exports.



Mohan Charan Majhi Kanak Vardhan Singh Deo CMO Odisha PMO India

ଉତ୍ସବ ପାଳନ ମଧ୍ୟରେ ସୁରକ୍ଷା ହେଉ ଆମର ସର୍ବପ୍ରଥମ ପ୍ରାଥମିକତା! ପର୍ବପର୍ବାଣୀ ସମୟରେ ପୂଜା ମଣ୍ଡପ ଓ ସାଜସଜ୍ଜା ପାଇଁ କେବଳ ଅଧିକୃତ ବିଦ୍ୟୁତ...
02/09/2026

ଉତ୍ସବ ପାଳନ ମଧ୍ୟରେ ସୁରକ୍ଷା ହେଉ ଆମର ସର୍ବପ୍ରଥମ ପ୍ରାଥମିକତା!

ପର୍ବପର୍ବାଣୀ ସମୟରେ ପୂଜା ମଣ୍ଡପ ଓ ସାଜସଜ୍ଜା ପାଇଁ କେବଳ ଅଧିକୃତ ବିଦ୍ୟୁତ୍ ସଂଯୋଗ, ତାଲିମପ୍ରାପ୍ତ ଇଲେକ୍ଟ୍ରିସିଆନ୍, ISI ମାନକଯୁକ୍ତ ଉପକରଣ ଏବଂ RCCB ବ୍ୟବହାର କରନ୍ତୁ। ବିଦ୍ୟୁତ୍ ଲାଇନ୍ ନିକଟରେ ମଣ୍ଡପ ନିର୍ମାଣରୁ ଦୂରେଇ ରହିବା ସହ ସଠିକ୍ ଆର୍ଥିଙ୍ଗ୍ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ସୁନିଶ୍ଚିତ କରି ବିପଦମୁକ୍ତ ଉତ୍ସବ ପାଳନ କରନ୍ତୁ।

'ଆଜିର ସଚେତନତା, ଆସନ୍ତାକାଲିର ସୁରକ୍ଷା'

ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ (IGBC) ଦ୍ୱାରା 'ପ୍ଲାଟିନମ୍ ସାର୍ଟିଫାଏଡ୍ ସବୁଜ କ୍ୟାମ୍ପସ୍' ମାନ୍ୟତା ପାଇବାରେ ଓଡ଼ିଶା ଲୋକ ଭବନ ଦେଶର ...
02/09/2026

ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ (IGBC) ଦ୍ୱାରା 'ପ୍ଲାଟିନମ୍ ସାର୍ଟିଫାଏଡ୍ ସବୁଜ କ୍ୟାମ୍ପସ୍' ମାନ୍ୟତା ପାଇବାରେ ଓଡ଼ିଶା ଲୋକ ଭବନ ଦେଶର ପ୍ରଥମ ଲୋକ ଭବନ ହୋଇପାରିଛି।

୬୩୫ kWp ସୌର ଶକ୍ତି ସିଷ୍ଟମ, ଇଭି ( ) କାରକେଡ୍ ଏବଂ ଆଗାମୀ ଦିନରେ ଉଇଣ୍ଡ୍ ମିଲ୍ ସ୍ଥାପନ ଭଳି ପଦକ୍ଷେପ ସ୍ୱଚ୍ଛ ଓ ସ୍ଥାୟୀ ଶକ୍ତି ବ୍ୟବହାର ଦିଗରେ ଏକ ନୂଆ ସମ୍ଭାବନା ଦେଖାଇଛି।

ଆସନ୍ତୁ, ସୌର ଓ ଅକ୍ଷୟ ଶକ୍ତିକୁ ଆପଣାଇ ଓଡ଼ିଶାକୁ ଏକ ସବୁଜ ଓ ସୁନ୍ଦର ରାଜ୍ୟ ଭାବେ ଗଢ଼ି ତୋଳିବା।

ସ୍ୱାୟତ୍ତ ଶାସନ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ସହରାଞ୍ଚଳର ବିକାଶ ଓ ନାଗରିକଙ୍କୁ ଉନ୍ନତ ସେବା ଯୋଗାଇବାରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ଭୂମ...
31/08/2026

ସ୍ୱାୟତ୍ତ ଶାସନ ଦିବସର ହାର୍ଦ୍ଦିକ ଶୁଭେଚ୍ଛା

ସହରାଞ୍ଚଳର ବିକାଶ ଓ ନାଗରିକଙ୍କୁ ଉନ୍ନତ ସେବା ଯୋଗାଇବାରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସ୍ୱଚ୍ଛତା, ପାନୀୟ ଜଳ, ସ୍ୱାସ୍ଥ୍ୟ, ବିଜୁଳି ଓ ଆଲୋକୀକରଣ କ୍ଷେତ୍ରରେ ନିରନ୍ତର ସେବା ପ୍ରଦାନ କରି ଆମ ସହରକୁ ସ୍ମାର୍ଟ ଓ ସୁନ୍ଦର କରିବାରେ ଆସନ୍ତୁ ସହଭାଗୀ ହେବା।

29/08/2026
Celebrating the birth anniversary of hockey legend Major Dhyan Chand, whose extraordinary skill, dedication and sporting...
29/08/2026

Celebrating the birth anniversary of hockey legend Major Dhyan Chand, whose extraordinary skill, dedication and sporting spirit continue to inspire generations.

On , let us honour his enduring legacy and celebrate the power of sports to inspire, unite and empower our nation.

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
27/08/2026

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

Address

Department Of Energy, 2nd Floor, Kharavela Bhawan, Gopabandhu Marg, Unit V, Keshari Nagar
Bhubaneswar
751001

Alerts

Be the first to know and let us send you an email when Energy Department, Government of Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Energy Department, Government of Odisha:

Shortcuts

Share