SwarthaMayee

SwarthaMayee ༺۝❉{ ସିରିଏଲରୁ...ରାଜନୀତି ସବୁଥିରେ ମୋର ପ୍ରିୟ କ୍ଷମତା }❉۝༻

ଫାଉଣ୍ଡେସନ କଥା ଛାଡି ଶ୍ରୀମୟୀ ମିଶ୍ର ଯଦି ପ୍ରକୃତରେ ଓଡିଶା ଏବଂ ଓଡ଼ିଆଙ୍କୁ ଭଲ ପାଉଥାନ୍ତେ ତାହେଲେ   ମେଡିକାଲରେ ଅକାଳରେ ପ୍ରାଣ ହରାଇଥିବା ...
18/03/2026

ଫାଉଣ୍ଡେସନ କଥା ଛାଡି ଶ୍ରୀମୟୀ ମିଶ୍ର ଯଦି ପ୍ରକୃତରେ ଓଡିଶା ଏବଂ ଓଡ଼ିଆଙ୍କୁ ଭଲ ପାଉଥାନ୍ତେ ତାହେଲେ ମେଡିକାଲରେ ଅକାଳରେ ପ୍ରାଣ ହରାଇଥିବା ନିରୀହ ରୋଗୀଙ୍କ ପରିବାରଙ୍କୁ 50 ଲକ୍ଷର ଆର୍ଥିକ ସହାୟତା ଏବଂ ଆଗାମୀ ଦିନରେ ଉତ୍ତମ ଚିକିତ୍ସା ସେବା ପାଇଁ ବିଜେପି ସରକାରଙ୍କୁ କାଠଗଡାକୁ ଟାଣିଥାନ୍ତେ l ସେ ଆଜି ନିଜକୁ #ସ୍ୱାର୍ଥମୟୀ ବୋଲି ପ୍ରମାଣ କରିଦେଲେ

ଏ ପାଳି ମତେ କଣ ହେଲେ ଗୋଟିଏ ଦେବେ ବୋଲି କହିଲେ ତ ସେଥିପାଇଁ ମିଛସତ କରି ଗୋଟିଏ ଲେଖିପକେଇଲି  l ମୁଁ ସ୍ୱାର୍ଥମୟୀ. .. ସ୍ୱାର୍ଥ ନଥିଲେ ମୁଁ କ...
15/03/2026

ଏ ପାଳି ମତେ କଣ ହେଲେ ଗୋଟିଏ ଦେବେ ବୋଲି କହିଲେ ତ ସେଥିପାଇଁ ମିଛସତ କରି ଗୋଟିଏ ଲେଖିପକେଇଲି l
ମୁଁ ସ୍ୱାର୍ଥମୟୀ. .. ସ୍ୱାର୍ଥ ନଥିଲେ ମୁଁ କାମ କରିବି ନାହିଁ 😔😔

ସୁଜାତା - ପାଣ୍ଡିଆନଙ୍କ ଚରଣ ସେବା ବିନୁ ଆନ ଗତି ନାହିଁ ମୋର l ଭୁଲ ହେଲା କହି ଗୋଡ଼ ଧରିଦେବି ଆଉ l
03/03/2026

ସୁଜାତା - ପାଣ୍ଡିଆନଙ୍କ ଚରଣ ସେବା ବିନୁ ଆନ ଗତି ନାହିଁ ମୋର l ଭୁଲ ହେଲା କହି ଗୋଡ଼ ଧରିଦେବି ଆଉ l

BJD ରୁ ତଡା ଖାଇଲା ପରେ ମଧ୍ୟ BJD ପ୍ରେମ ଯାଇନି 😀ଏତେ ସାରା ପୋଷ୍ଟ ପରେ ମଧ୍ୟ BJP ନେଉନି 😀.କଂଗ୍ରେସ ପାଇଁ ବହୁତ କିଛି ପ୍ରୟାସ କଲି.. ସେମାନ...
19/01/2026

BJD ରୁ ତଡା ଖାଇଲା ପରେ ମଧ୍ୟ BJD ପ୍ରେମ ଯାଇନି 😀
ଏତେ ସାରା ପୋଷ୍ଟ ପରେ ମଧ୍ୟ BJP ନେଉନି 😀.
କଂଗ୍ରେସ ପାଇଁ ବହୁତ କିଛି ପ୍ରୟାସ କଲି.. ସେମାନେ ଭି ନେଲେନି... ଏବେ
କଣ କରିବି ଦୁଃଖ ମୋ ଭାଗ୍ୟରେ ଲେଖା 😀

ଆଉ କାହା ମୁହଁ ଟିକେ TV ରେ ଦେଖାଗଲେ ଡିପ୍ରେସନର ଶୀକାର ହେଉଥିବା ମହିଳା। ଆଯି କାଲି ସ୍ଵାର୍ଥ କଥା ଭାବି ଭାବି ଡିପ୍ରେସନ୍ ହୋଇଯାଉଛନ୍ତି..
09/01/2026

ଆଉ କାହା ମୁହଁ ଟିକେ TV ରେ ଦେଖାଗଲେ ଡିପ୍ରେସନର ଶୀକାର ହେଉଥିବା ମହିଳା। ଆଯି କାଲି ସ୍ଵାର୍ଥ କଥା ଭାବି ଭାବି ଡିପ୍ରେସନ୍ ହୋଇଯାଉଛନ୍ତି..

03/01/2026

ମତେ ତ #ବାନ୍ତୁ ଠିକରେ ମାରିବା ଜଣାନାହିଁ ଆଉ ମୁଁ #ସୁଜାତା - #ପାଣ୍ଡିଆନ ବିରୋଧରେ ଖେଳିବି କେମିତି ଯେ 😀😀







Address

Bhubaneswar
751001

Website

Alerts

Be the first to know and let us send you an email when SwarthaMayee posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category