Lalit mohan jena-Papu

Lalit mohan jena-Papu ସମ୍ପାଦକ,ଭାରତୀୟ ଜନତା ଯୁବମୋର୍ଚ୍ଚ, ଭୁବନେଶ୍ବର
ସମାଜସେବୀ

🦟 ମଶା ଧୂଁଆ କାର୍ଯ୍ୟକ୍ରମୱାର୍ଡ ନମ୍ବର–୪୦, ୟୁନିଟ୍–୧ ଅଞ୍ଚଳର ପ୍ରଗତି ବସ୍ତି , ମଶା ଦ୍ୱାରା ବ୍ୟାପୁଥିବା ରୋଗକୁ ରୋକିବା ପାଇଁ ସ୍ଥାନୀୟ ଭାଇ...
25/08/2026

🦟 ମଶା ଧୂଁଆ କାର୍ଯ୍ୟକ୍ରମ

ୱାର୍ଡ ନମ୍ବର–୪୦, ୟୁନିଟ୍–୧ ଅଞ୍ଚଳର ପ୍ରଗତି ବସ୍ତି , ମଶା ଦ୍ୱାରା ବ୍ୟାପୁଥିବା ରୋଗକୁ ରୋକିବା ପାଇଁ ସ୍ଥାନୀୟ ଭାଇମାନଙ୍କୁ ନେଇ ମଶା ଧୂଁଆ କାର୍ଯ୍ୟକ୍ରମ କରାଗଲା। 🙏❤️

ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ସଦା ଯତ୍ନଶୀଳ। ❤️🙏

ଜନସେବା ହିଁ ମୁଖ୍ୟ ଲକ୍ଷ 🙏🤝

Narendra ModiManas MohantyMohan Charan MajhiManmohan SamalNiranjan MishraJagannath PradhanBJYMBJYM OdishaBJYM BhubaneswarBJP Odisha

ପବିତ୍ର ସ୍ୱାଧୀନତା ଦିବସ ଅବସରରେ ମଧ୍ୟ ଭୁବନେଶ୍ୱର ଅନ୍ତର୍ଗତ ଶ୍ରୀରାମ ମଣ୍ଡଳ ଯୁବମୋର୍ଚ୍ଚା ତରଫରୁ ଆୟୋଜିତ ଘର ଘର ତ୍ରିରଙ୍ଗା ଶୋଭାଯାତ୍ରା ର...
16/08/2026

ପବିତ୍ର ସ୍ୱାଧୀନତା ଦିବସ ଅବସରରେ ମଧ୍ୟ ଭୁବନେଶ୍ୱର ଅନ୍ତର୍ଗତ ଶ୍ରୀରାମ ମଣ୍ଡଳ ଯୁବମୋର୍ଚ୍ଚା ତରଫରୁ ଆୟୋଜିତ ଘର ଘର ତ୍ରିରଙ୍ଗା ଶୋଭାଯାତ୍ରା ରେ ଭୁବନେଶ୍ଵର ଜିଲ୍ଲା ଉପସଭାପତି ଅଞ୍ଜନା ପାତ୍ର ଅପା, ପୂର୍ବତନ ଭୁବନେଶ୍ବର ଜିଲ୍ଲା ଉପସଭାପତି Rashmi Ranjan Mahapatra ଭାଇ, ଭୁବନେଶ୍ଵର ଯୁବମୋର୍ଚ୍ଚା ସଭାପତି Swayam Sevak Ray ଭାଇ, ଶ୍ରୀରାମ ମଣ୍ଡଳ ସଭାପତି Tulasi Bisoi ଅପା ଏବଂ ମୋର ସହଯୋଗୀ ବନ୍ଧୁ , ଶ୍ରୀରାମ ମଣ୍ଡଳ ର ସମସ୍ତ ଜନସାଧାରଣ ଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି ll

BJYM Bhubaneswar
BJP Odisha
Jagannath Pradhan
Mohan Charan Majhi
Niranjan Mishra
Avilash Panda
Manmohan Samal

ଭାରତୀୟ ସଂସ୍କୃତିକୁ ବିଶ୍ବ ସ୍ତରରେ ସ୍ଥାପିତ କରିଥିବା ମହାନ ବ୍ୟକ୍ତିତ୍ୱ ତଥା ଯୁବବର୍ଗଙ୍କ ପ୍ରେରଣାର ସ୍ରୋତ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ...
12/01/2026

ଭାରତୀୟ ସଂସ୍କୃତିକୁ ବିଶ୍ବ ସ୍ତରରେ ସ୍ଥାପିତ କରିଥିବା ମହାନ ବ୍ୟକ୍ତିତ୍ୱ ତଥା ଯୁବବର୍ଗଙ୍କ ପ୍ରେରଣାର ସ୍ରୋତ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ।ଜାତୀୟ ଯୁବ ଦିବସରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

ଇଂରାଜି ନୂତନ ବର୍ଷରେ ସମସ୍ତଙ୍କର ସୁଖ,ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଉତ୍ତରୋତ୍ତର କାମନା ପ୍ରାର୍ଥନା କରୁଛି. ...
31/12/2025

ଇଂରାଜି ନୂତନ ବର୍ଷରେ ସମସ୍ତଙ୍କର ସୁଖ,ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଉତ୍ତରୋତ୍ତର କାମନା ପ୍ରାର୍ଥନା କରୁଛି. ଜୟ ଜଗନ୍ନାଥ ⭕️‼️⭕️ଇଂରାଜି ନୂତନ ବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା💐💐



ଯଶସ୍ଵୀ ରାଜ୍ଯ ସଭାପତି ଶ୍ରୀ Manmohan Samal  ଙ୍କ ଅନୁମୋଦନ କ୍ରମେ ରାଜ୍ୟର ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ Manas Mohanty  ଏବଂ ଭୁବନେଶ୍...
29/12/2025

ଯଶସ୍ଵୀ ରାଜ୍ଯ ସଭାପତି ଶ୍ରୀ Manmohan Samal ଙ୍କ ଅନୁମୋଦନ କ୍ରମେ ରାଜ୍ୟର ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ Manas Mohanty ଏବଂ ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲାର ସଭାପତି Niranjan Mishra ଓ ପ୍ରଭାରୀ ଶ୍ରୀ Saroj Kumar Kar ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିମ୍ନଲିଖିତ ଜିଲ୍ଲା ପଦାଧିକାରୀ ମାନଙ୍କୁ ନିଯୁକ୍ତ କରାଗଲା।

ନବ ନିର୍ବାଚିତ ସମସ୍ତ ପଦାଧିକାରୀ ମାନଙ୍କୁ ଅଶେଷ ଅଶେଷ ଅଭିନନ୍ଦନ। 💐
BJP Odisha

26/12/2025

ସମସ୍ତ ଭାଇ ,ଭଉଣୀ ଓ ଗୁରୁଜନ ମାନଙ୍କୁ ମୋର ଏହି ନୂତନ ପରିବାର କୁ ସ୍ଵାଗତ 🙏🙏🙏

Address

Bhubaneswar

Website

Alerts

Be the first to know and let us send you an email when Lalit mohan jena-Papu posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category