BJD Biramitrapur

BJD Biramitrapur Official page of Biju Janata Dal, Biramitrapur Constituency

ଧନ୍ୟବାଦ Naveen Patnaik sir. Biju Janata Dal OdishaRohit Joseph TirkeySankhaBJd NuagaonDebi Prasad MishraNaveenismBiju Ma...
02/09/2026

ଧନ୍ୟବାଦ Naveen Patnaik sir.

Biju Janata Dal OdishaRohit Joseph TirkeySankhaBJd NuagaonDebi Prasad MishraNaveenismBiju Mahila Janata DalBiju Yuva Janata DalBJD Odisha - ForeverMadhab Dhada

ଆଜି ଭୁବନେଶ୍ୱରଠାରେ ଓଡ଼ିଶା ବିଧାନସଭାର ଅଷ୍ଟମ ବିଭାଗୀୟ ସ୍ଥାୟୀ କମିଟି - VIII (2025-26) ର ବୈଠକରେ ଯୋଗ ଦେଲେ ବୀରମିତ୍ରପୁର ବିଧାୟକ ଶ୍ରୀ...
31/08/2026

ଆଜି ଭୁବନେଶ୍ୱରଠାରେ ଓଡ଼ିଶା ବିଧାନସଭାର ଅଷ୍ଟମ ବିଭାଗୀୟ ସ୍ଥାୟୀ କମିଟି - VIII (2025-26) ର ବୈଠକରେ ଯୋଗ ଦେଲେ ବୀରମିତ୍ରପୁର ବିଧାୟକ ଶ୍ରୀ Rohit Joseph Tirkey।

ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ସମ୍ବନ୍ଧିତ ତୃତୀୟ ରିପୋର୍ଟର ପର୍ଯ୍ୟବେକ୍ଷଣ / ସୁପାରିଶ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଉପରେ ଆଲୋଚନା କରାଯାଇଥିଲା।
କମିଟିର ଜଣେ ସଦସ୍ୟ ଭାବେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ର ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ଭାଇ ଭଉଣୀମାନଙ୍କ କଲ୍ୟାଣ ଓ ବିକାଶ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କଲି।
Naveen PatnaikSankhaDebi Prasad MishraNaveenismDistrict Administration, Sundargada, OdishaCMO OdishaBirmitrapur TIPSBirmitrapur MunicipalityBirmitrapur updates

ଆମ ବିଧାନସଭା ସାଥୀଙ୍କ ସହ ଭେଟଆଜି ଭୁବନେଶ୍ୱରରେ ମୋର ବିଧାନସଭା ସାଥୀ ସୋର ବିଧାୟକ ଶ୍ରୀ Madhab Dhadaଙ୍କ ସହ ସୌହାର୍ଦ୍ୟପୂର୍ଣ୍ଣ ଭେଟ ହେଲା...
31/08/2026

ଆମ ବିଧାନସଭା ସାଥୀଙ୍କ ସହ ଭେଟ

ଆଜି ଭୁବନେଶ୍ୱରରେ ମୋର ବିଧାନସଭା ସାଥୀ ସୋର ବିଧାୟକ ଶ୍ରୀ Madhab Dhadaଙ୍କ ସହ ସୌହାର୍ଦ୍ୟପୂର୍ଣ୍ଣ ଭେଟ ହେଲା ବୀରମିତ୍ରପୁର ବିଧାୟକ ଶ୍ରୀ Rohit Joseph Tirkey

ଆମ ପ୍ରିୟ ନେତା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଜେଡି ଅନୁସୂଚିତ ଜାତି ସେଲ୍‌ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିବାରୁ ତାଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲି ଆମ ବିଧାୟକ
Naveen PatnaikBiju Janata Dal OdishaSankhaBJd NuagaonDebi Prasad MishraNaveenismBiju Mahila Janata DalBiju Yuva Janata DalBJD Odisha - Forever

ଆଜିର ଖବର କାଗଜ |Utkal MailDainik BhaskarBiju Janata Dal OdishaRohit Joseph TirkeySankhaBJd NuagaonDebi Prasad MishraBiju ...
31/08/2026

ଆଜିର ଖବର କାଗଜ |

Utkal MailDainik Bhaskar
Biju Janata Dal OdishaRohit Joseph TirkeySankhaBJd NuagaonDebi Prasad MishraBiju Mahila Janata DalBiju Yuva Janata DalBJD Odisha - ForeverBirmitrapur TIPSBirmitrapur updates

 #ଲୋକଙ୍କ_ସହ,  #ଲୋକଙ୍କ_ପାଇଁBirmitrapur Municipality ଉପାଧ୍ୟକ୍ଷା ଶ୍ରୀମତି Nibedita Bage ଆଜି ବର୍ଷା ଯୋଗୁଁ ଘର ଭାଙ୍ଗି ଯାଇଥିବା ପର...
31/08/2026

#ଲୋକଙ୍କ_ସହ, #ଲୋକଙ୍କ_ପାଇଁ

Birmitrapur Municipality ଉପାଧ୍ୟକ୍ଷା ଶ୍ରୀମତି Nibedita Bage ଆଜି ବର୍ଷା ଯୋଗୁଁ ଘର ଭାଙ୍ଗି ଯାଇଥିବା ପରିବାରକୁ ଭେଟି ତୁରନ୍ତ ପଲିଥିନ୍ ପ୍ରଦାନ କରିବା ସହ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Naveen PatnaikRohit Joseph TirkeySankhaDistrict Administration, Sundargada, OdishaCMO OdishaBirmitrapur TIPSBirmitrapur updatesSMS News NetworkHousing & Urban Development Department, Govt. of OdishaBiju Janata Dal OdishaDebi Prasad Mishra

ମାନ୍ୟବର ବୀରମିତ୍ରପୁର ବିଧାୟକ ଶ୍ରୀ Rohit Joseph Tirkeyଙ୍କ ନିର୍ଦ୍ଧେଶ କ୍ରମେ ଅଂକୁରପାଲି ରେ ହେଇଥିବା ଫୂଟବଲ ଟୁର୍ନାମେଣ୍ଟ ରେ ବରିଷ୍ଠ ...
31/08/2026

ମାନ୍ୟବର ବୀରମିତ୍ରପୁର ବିଧାୟକ ଶ୍ରୀ Rohit Joseph Tirkeyଙ୍କ ନିର୍ଦ୍ଧେଶ କ୍ରମେ ଅଂକୁରପାଲି ରେ ହେଇଥିବା ଫୂଟବଲ ଟୁର୍ନାମେଣ୍ଟ ରେ ବରିଷ୍ଠ ନେତା ନିମାଇ ଆଚାର୍ଯ୍ୟ ଏବଂ ଯୁବ ନେତା ପ୍ରଦୀପ ସାହୁ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ବିଜେତା ଓ ଉପବିଜେତା ଙ୍କୁ ପୁରସ୍କୃତ କଲେ I
Naveen PatnaikBiju Janata Dal OdishaSankhaBJd NuagaonNaveenismBiju Mahila Janata DalDistrict Administration, Sundargada, OdishaBJD Odisha - ForeverBiju Yuva Janata DalSMS News Network

ଭୁବନେଶ୍ୱର  ଗସ୍ତ ସମୟରେ ଆମ ପ୍ରିୟ ବିଧାୟକ ଶ୍ରୀ Rohit Joseph Tirkey ଭୁବନେଶ୍ୱରରେ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଭେଟି ବୀରମିତ୍...
31/08/2026

ଭୁବନେଶ୍ୱର ଗସ୍ତ ସମୟରେ ଆମ ପ୍ରିୟ ବିଧାୟକ ଶ୍ରୀ Rohit Joseph Tirkey ଭୁବନେଶ୍ୱରରେ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଭେଟି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାସ୍ତା ନିର୍ମାଣ ଓ ଉନ୍ନୟନ କାର୍ଯ୍ୟ ବିଷୟରେ ଆଲୋଚନା କଲେ।

Naveen PatnaikBiju Janata Dal OdishaSankhaBJd NuagaonDebi Prasad MishraNaveenismDistrict Administration, Sundargada, OdishaBiju Mahila Janata DalCMO OdishaBirmitrapur TIPSBirmitrapur MunicipalityBirmitrapur updates

Celebrating the Spirit of Democracy & Community on Local Self-Government Day 2025! 🇮🇳On this special occasion, we extend...
31/08/2026

Celebrating the Spirit of Democracy & Community on Local Self-Government Day 2025! 🇮🇳

On this special occasion, we extend our warm wishes to all dedicated elected representatives, administrators, volunteers, and every citizen who participates in local elections and contributes constructive ideas to shape and strengthen our communities.

Let us continue to work together with unity, responsibility, and active participation to build the communities we all want to live in.

Happy Local Self-Government Day to everyone! 🙏

Naveen PatnaikBiju Janata Dal OdishaRohit Joseph TirkeySankhaDistrict Administration, Sundargada, OdishaBirmitrapur MunicipalityBirmitrapur updatesBirmitrapur TIPSCMO OdishaHousing & Urban Development Department, Govt. of Odisha

Address

Birmitrapur

Website

Alerts

Be the first to know and let us send you an email when BJD Biramitrapur posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share