CDAO Bolangir

CDAO Bolangir କୃଷି ଓ କୃଷକ ସଶକ୍ତିକରଣ ବିଭାଗ ,ବଲାଙ୍ଗୀର

22/05/2022

ଅଧିକ ଅମଳକ୍ଷମ #ଜୈବିକ_କୃଷିର ଚାହିଦାକୁ ଦୃଷ୍ଟିରେ ରଖି #ଜିଆ_ଖତ ଉଦ୍ୟୋଗୀ #ନୟାଗଡ଼ ଜିଲ୍ଲା ପୂରପଲ୍ଲୀ ଗ୍ରାମର ଜିତେନ୍ଦ୍ର କୁମାର ର.....

22/05/2022
22/05/2022

“ #ପୋଟଳ_ଚାଷ ପାଇଁ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଅତ୍ୟନ୍ତ ଉପଯୋଗୀ | ବର୍ଷତମାମ ଏହାର ବଜାର ଚାହିଦା ଅଧିକ ରହିଥାଏ | #ଜୈବିକ_କୃଷି ପ୍ରଣାଳୀରେ #...

22/05/2022

#କୃଷି ବିକାଶ ଓ #କୃଷକ କଲ୍ୟାଣ ନିମନ୍ତେ #ମାନ୍ୟବର ମୁଖ୍ୟମନ୍ତ୍ରୀ ଦ୍ୱାରା ଶୁଭାରମ୍ଭ ନୂତନ #କୃଷି_କଲ୍ୟାଣକାରୀ_ସେବା #ଗୋ-ସୁଗମ, #କୃଷକ_ଓଡ଼ିଶା_ପୋର୍ଟାଲରେ ୩୧ ଜୁଲାଇ ୨0୨୨ ସୁଦ୍ଧା #ମୋ_ସେବା_କେନ୍ଦ୍ର ମାଧ୍ୟମରେ ପଞ୍ଜିକରଣ କରନ୍ତୁ |

20/05/2022

#ମହିଳା ସଶକ୍ତିକରଣ ,ଗୁଣାତ୍ମକ ମାନ ବୃଦ୍ଧି କରିବା ସହ ଗ୍ରାମୀଣ କୃଷକମାନଙ୍କୁ ସମୃଦ୍ଧ କରିବା ନିମନ୍ତେ #ସିଫା ପ୍ରେକ୍ଷାଳୟରେ #ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ର ଓ #ଗ୍ରାଣ୍ଟ ଥ୍ରୋଣ୍ଣଟନ ଭାରତ ଏଲଏଲପିର ମିଳିତ ସହଯୋଗରେ #ମହିଳା_କୃଷିଜୀବୀ_ଉତ୍ପାଦକ_କମ୍ପାନୀ ପ୍ରତିଷ୍ଠା ନିମନ୍ତେ ଏକ ପ୍ରେରଣାଦାୟକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |

20/05/2022

#ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ଏବଂ ତତ୍ତ୍ୱlବଧାନ କ୍ରମେ #ମହିଳା_ ସ୍ୱୟଂ_ସହାୟକ_ଗୋଷ୍ଠୀ ସଶକ୍ତି ହେବାରେ ଲାଗିଛନ୍ତି | #କୃଷି, #କୃଷକଙ୍କ ବିକାଶକୁ ଗୁରୁତ୍ୱଦେବା ଲକ୍ଷରେ #ଖୋର୍ଦ୍ଧା ଜିଲ୍ଲା #କୃଷକ_ଉତ୍ପାଦକ_ସଂଗଠନ ଆନୁକୂଲ୍ୟରେ
#ମହିଳା_ସ୍ୱୟଂ_ସହାୟକ_ଗୋଷ୍ଠୀମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି |

18/05/2022

ଆମ #ଦେଶରେ ୪୪ହଜାର ଏକର ଜମିରେ ଜରିଆରେ #ଚାଷୀମାନେ ଚାଷ କରୁଛନ୍ତି | ଏହାକୁ ଦୃଷ୍ଟିରେ ରଖି ଦୁଇ #ଯୁବ_ଉଦ୍ୟୋଗୀ ନିଜର ଜ୍ଞାନ କୌଶଳ ବଳରେ ୍ଲିକେସନ ଆପ ପ୍ରସ୍ତୁତ କରି ପ୍ରେରଣାର ଉତ୍ସ ପାଲଟିଛନ୍ତି |

Address

Bolangir
767001

Telephone

+916652250195

Website

Alerts

Be the first to know and let us send you an email when CDAO Bolangir posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to CDAO Bolangir:

Share