Borigumma News

Borigumma News ସାଧାରଣ ଜନତାଙ୍କ ସ୍ବର

12/08/2026

ବୋରିଗୁମ୍ମା- ଶବକୁ ରାସ୍ତା ମିଳିଲା ନି ରାସ୍ତା ନାହିଁ ଘଣ୍ଟା ଘଣ୍ଟା ର ଅପେକ୍ଷା ପରେ ଶେଷରେ ଜମି ଭିତରେ ବୁଲି ସ୍ମସାନ କୁ ଶବ ନେଲେ ଗ୍ରାମବାସୀ।ଏଦୃଶ୍ୟ ହେଉଛି ବୋରିଗୁମ୍ମା ବ୍ଲକ ବେଣାସୁର ପଞ୍ଚାୟତ ର ଡୁଟିଗୁଡା ଗ୍ରାମର।

05/08/2026

ବୋରିଗୁମ୍ମା-NAC ମାନ୍ୟତା ପାଇବା ପରେ ଆରମ୍ଭ ହେଲା ସଫେଇ ଅଭିଯାନ। ଅଗକୁ ସହର ସାରା ସଫେଇ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି।

05/08/2026

ବୋରିଗୁମ୍ମା-ସହରାଞ୍ଚଳ ଭିତ୍ତିରେ ରନ୍ଦନ ଗ୍ୟାସ ସିଲିଣ୍ଡର ପଞ୍ଜିକାରଣ ହେଉ।ସହରାଞ୍ଚଳ ଭଳି ବୋରିଗୁମ୍ମା ରେ ବି ୪୫ ଦନ ପରିବର୍ତ୍ତେ ୨୫ଦିନ ବ୍ୟବଧାନ ରେ ରନ୍ଧନ ଗ୍ୟାସ ସିଲିଣ୍ଡର ପଞ୍ଜିକରଣ କରି ଖାଉଟି ଙ୍କୁ ଏକ ରନ୍ଧନ ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯାଉ।

29/07/2026

#ବୋରିଗୁମ୍ମା #କାନ୍ଥ #ଡେଇ #ପୁଣି #ସ୍କୁଲଭିତରେ #ପଶୁଛି #ଭାଲୁ
#ଦୃଷ୍ଟି #ଦେଉନି #ବନ #ବିଭାଗ #ଅସନ୍ତୋଷ #ଗ୍ରାମବାସୀ
ବୋରିଗୁମ୍ମା ବ୍ଲକ ନୂଆଗାଁ ସରକାରୀ ଆଶ୍ରମ ବିଦ୍ୟାଳୟ ରେ ଏବେ ଭାଲୁ ଆତଙ୍କ। ପାଚେରୀ କାନ୍ଥ ଦେଇ ପୁଣି ସ୍କୁଲ ଭିତରେ ପଶୁଛି ଭାଲୁ। ଏହି ଭାଲୁ ପ୍ରତ୍ୟେକ ଦିନ ରାତ୍ର ୦୯ ଘଣ୍ଟା ରେ ଆସୁଛି ।ଏହି ଭାଲୁ କୁ ଦେଖି ଛତ୍ର ବାସ ରେ ରହୁଥିବା ୪୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭୟଭିୟ ହୋଇଛନ୍ତି।ଏହି ଭିଡିଓ ଗତକାଲି ରାତି ରେ ଭାଲୁ ଭିରରେ ପଶିବା ବେଳେ ପୁଣି ଭିଡିଓ କଡ଼ାଯାଇଛି।ବନ ବିଭାଗର ଦୃଷ୍ଟି ନ ପଡିବା ନେଇଗ୍ରାମବାସୀଙ୍କ ଅସନ୍ତୋଷ।

18/07/2026

ବୋରିଗୁମ୍ମା-ସରକାରୀ ବିଦ୍ୟାଳୟ ର ଶିକ୍ଷକଙ୍କ ନାରେ
ଜଣେ ନବମ ଶ୍ରେଣୀ ଛାତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ।ଶିକ୍ଷକ ଜଣକ ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିବା ନେଇ ବୋରିଗୁମ୍ମା ଥାନା ରେ ଅଭିଯୋଗ କରିଛନ୍ତି। ଜୟନ୍ତୀଗିରି ଆଦର୍ଶ ବିଦ୍ୟାଳୟ ରୁ ଆସିଛି ଏଭଳି ଦୃଶ୍ୟ। ଉକ୍ତ ବିଦ୍ୟାଳୟର କମ୍ପୁଟର ଶିକ୍ଷକଙ୍କ ନା ରେ ବୋରିଗୁମ୍ମା ଥାନାରେ ଅଭଯୋଗ କରିଛନ୍ତି ସମ୍ପୃକ୍ତ ଛାତ୍ରୀl ଅଭିଯୋଗ ପରେ ବୋରିଗୁମ୍ମା SDPO ଏବଂ IIC ବିଦ୍ୟାଳୟ ରେ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଥିବାର ଜଣା ପଡ଼ିଛି।

16/07/2026

ବୋରିଗୁମ୍ମା-ଲଗାଣ ବର୍ଷା ସତ୍ୱେ ମହାପ୍ରଭୁଙ୍କ ରଥଟଣା ସମ୍ପନ୍ନ ହୋଇଛି। ମହାପ୍ରଭୁ ଙ୍କ ରଥଟଣା ରେ ସାମିଲ ହେଲେ ହଜାର ହଜାର ସଂଖ୍ୟକ ଭକ୍ତ।

16/07/2026

ବୋରିଗୁମ୍ମା-ଲଗାଣ ବର୍ଷା ସତ୍ୱେ ମହାପ୍ରଭୁଙ୍କ ରଥଟଣା ସମ୍ପନ୍ନ ହୋଇଛି। ମହାପ୍ରଭୁ ଙ୍କ ରଥଟଣା ରେ ସାମିଲ ହେଲେ ଜୟପୁର ବିଧାୟକ ତାରା ପ୍ରାସାଦ ବାହିନୀ ପତି।

09/07/2026


ବୋରିଗୁମ୍ମା -କୁମୁଲି ପଞ୍ଚାୟତ ର ଗାଦୁଆଗୁଡ଼ା ପ୍ରାଥମିକ ବିଦ୍ୟାଳୟ ରେ ୪ବର୍ଷ ତଳରୁ ଦରପନ୍ତରୀୟା ଅତିରିକ୍ତ ଶ୍ରେଣୀ ଗୃହ ନର୍ମାଣ କାର୍ଯ୍ୟ ସରିବା ପାଇଁ ଗ୍ରାମବାସୀ ଙ୍କ ଦାବି।

01/07/2026


ବୋରିଗୁମ୍ମା ପୋଲିସ ପକ୍ଷରୁ ନିଶା ନିବାରଣ ସମ୍ବନ୍ଧୀୟ ସଚେତନ କାର୍ଯ୍ୟକ୍ରମ।

26/06/2026


କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ବୋରିଗୁମ୍ମା ରେ ବିଜେପି ପକ୍ଷରୁ ନିଆରା ଢଙ୍ଗରେ ରେ ପାଳିତ।
ଛୋଟ ଛୋଟ ପିଲା କେକ କଟିଲେ
ହେପି ବାଡେ ମୁକୁ ଭାଇ ବୋଲି ହୁଇସ କଲେ।ପିଲାଙ୍କୁ ଖାତା ପେମ ,ପେନସିଲ ଭଳି ଉପକରଣ ବଣ୍ଟନ କଲେ ବିଜେପି ନେତା।ପରେ ମେଡିକାଲ ରେ ପହଞ୍ଚି ରୋଗୀ ଙ୍କ ସହ ଆଲୋଚନା କରି ପାଚିଲା ଫଳ ଏବଂ ଯୁସ ବଣ୍ଟନ କଲେ ବଜେପି କର୍ମୀ। Part 7

Address

Venketnagar Borigumma
Borigumma
764056

Website

Alerts

Be the first to know and let us send you an email when Borigumma News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category