02/12/2021
ଆଦ୍ୟ ଦିନ ତା-୦୨/୧୨/୨୦୨୧
ସ୍ଥାନ:- ବ୍ରଜରାଜନଗର କଂଗ୍ରେସ କାର୍ଯ୍ୟାଳୟରେ
ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କୋଷାଧ୍ୟକ୍ଷ
ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଟେଲ ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ପାଞ୍ଚଗୋଟି ପଞ୍ଚାୟତର ମୂଖ୍ୟ କର୍ମକର୍ତାଙ୍କ ସହିତ ଦେଖା ସାକ୍ଷାତ କଲେ ଓ ବିଭିନ୍ନ ବିଶୟ ଉପରେ ଚର୍ଚ୍ଚା କଲେ l