Lok Kalyan Parisada-LKP

Lok Kalyan Parisada-LKP ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ ?

02/06/2022

Jai Jagadish Hare.
Help needy people.

Serve the needy.
29/05/2022

Serve the needy.

15/05/2022

କାମ କରି ଖାଅ ||
ସରକାରୀ ଅନୁଦାନକୁ କର ନା ||

23/04/2022

୧୯୩୬ ମସିହାରେ କୋଟିଆ କଣ ଓଡିଶାର ନ ଥିଲା?

09/04/2022

ଆମେ ଗାଡି ଚଲେଇବା ପାଇଁ ସତର୍କ ଅବଲମ୍ବନ କରୁନେ ||
ଅାସ ବଦଳିଯିବା,ଜୀବନ ବଞ୍ଚାଇବା ||ଜୟ ଜଗନ୍ନାଥ

28/03/2022

କଣ ଅାମେ ସବୁ ହିତାହିତ ଜ୍ଞାନ ହରେଇ ଦେବା ||(ସବୁ ତେଲିଆ ସରକାରୀ ଅଫିସରଙ୍କ ଏକାଠି ବିଜେ଼ଡି ସଭାପତିଂକୁ ଭେଟିବା ପରିପେକ୍ଷିରେ)

27/02/2022

ଭାଷଣ ବାଜିରେ କୌଣସି କାମ ହୁଏନି |
ଲୋକ ସଂପର୍କ ସହ ଭୋଟରଂକୁ ଜାଣିବା ଉଚିତ |
ସ୍ଥାନୀୟ ସମସ୍ଯା ଆଉ ଏକ ସମାଧାନ ଜରୁରୀ ||

23/02/2022

ସମସ୍ତ ରାଜନୈତିକ ଦଳ କଣ ଦେଶ ମାତୃକାର ସେବାକାରୀ ଅଟନ୍ତି ?||
ସେବା ନାମରେ କିଛି ୨ ସ୍ବାର୍ଥରେ ଜଡିତ ଆଉ ଦେଶ ବିରୋଧୀ କର୍ମ କରନ୍ତି |||

14/02/2022

କିଛି ଅଡୁଅା ଅଡୁଆ ଲାଗିଲେ ବି କେତେକ ପ୍ରେରଣାଦାୟୀ ମଣିଷ ଏଇ ବିଶାଳ ପୃଥିବୀରେ ଅଛଂତି କିନ୍ତୁ ସେମାନେ କେତେକ କାରଣରୁ ନେତୃତ୍ବ ନେଇପାରନ୍ତିନି |

09/02/2022

ଲୋକେ କାହିିଁକି କିଛି ପାଇବା ପାଇଁ ସ୍ବାର୍ଥକୁ ଦେଖୁଛନ୍ତି ?||
ଅାସ ପାଇବା ଆଉ ନ ପାଇବା ସ୍ବାର୍ଥକୁ ପରଖିବା ||

30/01/2022

କଥା ଆଉ କାମର ଫରକ ବହୁତ ||
ମଣିଷ କେବେ ଅବାଟରୁ ଫେରିବେ ||

Address

At-Annapurna Nagar, Ganjam
Buguda
761118

Telephone

+918249957527

Website

Alerts

Be the first to know and let us send you an email when Lok Kalyan Parisada-LKP posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Lok Kalyan Parisada-LKP:

Share

Category