02/01/2026
ଆସନ୍ତା ତା -05/01/2026 ରିଖ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକଙ୍କ 50 ତମ ଜନ୍ମ ଦିବସ ଉପଲକ୍ଷେ ବନ୍ଧୁମିଳନ, ରକ୍ତଦାନଶିବିର, କେୟାର ହସ୍ପିଟାଲ ଦ୍ୱାରା ସ୍ୱାସ୍ଥ୍ୟପରୀକ୍ଷା ଶିବିର ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ପୋଲସରା ସ୍ଥିତ ଲୁଣିଘାଟି ପଡିଆଠାରେ ଅନୁଷ୍ଠିତ ହେବ l
ତେଣୁ ସମସ୍ତ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ମାନଙ୍କୁ ସକାଳ 10 ଘ. ସମୟରେ ଯୋଗଦେବାକୁ ଅନୁରୋଧ I
CMO Odisha Mohan Charan Majhi BJP Odisha Dharmendra Pradhan Manmohan Samal Manas Mohanty Narendra Modi Gokulananda Mallick