Aashara Dwara Foundation

Aashara Dwara Foundation ~ Aashara Dwara Foundation ~
(Hope For The Future)
The, Non Government Organization “We can’t help everyone, but…Everyone can help someone.”

🌼 Aashara Dwara Foundation 🌼On the auspicious occasion of Pana Sankranti (Odia New Year), we extend our heartfelt wishes...
14/04/2026

🌼 Aashara Dwara Foundation 🌼

On the auspicious occasion of Pana Sankranti (Odia New Year), we extend our heartfelt wishes to everyone.

Panna Kranti, the eve of the Odia New Year, marks a beautiful transition filled with hope, positivity, and new beginnings. Let us embrace this moment with unity, kindness, and a commitment to serve society better.

May this new year bring happiness, prosperity, and good health to all.

✨ Best wishes and congratulations to everyone! ✨

🌸 ରାମ ନବମୀ ଓ ପଣା ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା! 🌸ଧର୍ମ, ଏକତା ଓ ନୂଆ ଆରମ୍ଭର ଏହି ପବିତ୍ର ଅବସରକୁ ଆସନ୍ତୁ ଆମେ ସମେତେ ପାଳନ କରିବା।...
27/03/2026

🌸 ରାମ ନବମୀ ଓ ପଣା ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା! 🌸
ଧର୍ମ, ଏକତା ଓ ନୂଆ ଆରମ୍ଭର ଏହି ପବିତ୍ର ଅବସରକୁ ଆସନ୍ତୁ ଆମେ ସମେତେ ପାଳନ କରିବା।
ଆଶାରା ଦ୍ୱାରା ଫାଉଣ୍ଡେସନ୍ ପକ୍ଷରୁ ସମସ୍ତଙ୍କୁ ଖୁସି ଓ ସମୃଦ୍ଧିର ଅଭିନନ୍ଦନ 🙏✨

🌸 Happy Ram Navami & Pana Sankranti! 🌸
Let’s celebrate the spirit of righteousness, unity, and new beginnings.
Wishing everyone joy and prosperity from Aashara Dwara Foundation 🙏✨


HinduFestival NewYearOdia

🌅✨ Welcoming the Hindu New Year with Hope & Positivity ✨🌅A new sunrise, a new chapter, a new beginning.On this special o...
19/03/2026

🌅✨ Welcoming the Hindu New Year with Hope & Positivity ✨🌅

A new sunrise, a new chapter, a new beginning.
On this special occasion, Aashara Dwara Foundation (ADF) extends heartfelt wishes to everyone. 🙏

May this year inspire us to:
🌿 Grow together as a community
❤️ Help those in need
🌼 Spread smiles and kindness everywhere
🚀 Work towards a brighter and better future

Let this New Year be not just a celebration, but a promise to create positive change in society.

Together, let’s build Hope for the Future. 🌏

SocialImpact FestivalOfHope dishaLife

Mukhya Mantri Kanya Bibaha YojanaINDIAN BY BIRTH            And AASHARA DWARA FOUNDATION Last registration date,17.March...
16/03/2026

Mukhya Mantri Kanya Bibaha Yojana

INDIAN BY BIRTH
And
AASHARA DWARA FOUNDATION

Last registration date,
17.March.2026

Documents:-
1, Adhar card,

2, Residence certificate,

3,Birth certificate, or
School / college certificate

4, Bank account details.

5, Areas,
Champua, joda, Barbil, total Keonjhar District.

Aashara Dwara Foundation, Office adress
Joda near ST'SCHOOL Joda Hudisai road, 758034.

Contact for registration
(Joda, Champua, Barbil) :- +91 8917322563 / +91 7008810534

(Keonjhar)
+91 8917322563, +91 7008810534,+91 70082 78098, +918117-996560, +91 6372-751025, +91 7008259611,9861486649

ବିଶ୍ୱ ମହିଳା ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା.!ସମାଜ, ଦେଶ ଓ ବିଶ୍ୱ ମାଁ ବିନା କେହି ନାହିଁ,ଆଜି 08.03.26 ରବିବାର ରେ ଆଶାର ଦ୍ଵାର ଫାଉଣ...
08/03/2026

ବିଶ୍ୱ ମହିଳା ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା.!
ସମାଜ, ଦେଶ ଓ ବିଶ୍ୱ ମାଁ ବିନା କେହି ନାହିଁ,ଆଜି 08.03.26 ରବିବାର ରେ ଆଶାର ଦ୍ଵାର ଫାଉଣ୍ଡେସନ ଓ ବିଶ୍ବ ହିନ୍ଦୁ ପରିଷଦର ମିଳିତ ପ୍ରୟାସ ରୁ ଆଜିର ଏହି ଶୁଭ ଅବସରରେ ଯୋଡ଼ାସ୍ତିତ pj movies ଠାରେ ଚାଲିଥିବା ଚଳଚ୍ଚିତ୍ର ରେ ଦର୍ଶାଇଥିବା ଧର୍ଯ୍ୟ,ଶକ୍ତି ଏବଂ ଯେ କୌଣସି କଠିନ ପରିସ୍ଥିତି ରେ ମଧ୍ୟ ନିଜକୁ ନିୟନ୍ତ୍ରଣ କରିବାର ବାର୍ତ୍ତା ପ୍ରଦାନ ପରେ ବିନା ଶୁଳ୍କ ରେ 100 ରୁ ଉର୍ଦ୍ଧ ମହିଳା ମାନଙ୍କୁ ଦେଖେ଼ଇବାର ପ୍ରୟାସ ଥିବାବେଳେ 200 ରୁ ଅଧିକ ମହିଳା ଯୋଗଦେଇ ଚଳଚ୍ଚିତ୍ର କୁ ଉପଭୋଗ କରିବାର ସୁଯୋଗ ପ୍ରାପ୍ତ କରିଥିଲେ,ଏହି ଶୁଭ ଅବସରରେ ଆଶାର ଦ୍ଵାର ଫାଉଣ୍ଡେସନ ର ମୁଖ୍ୟ ଶ୍ରୀ ବିଜୟ ମହାକୁଡ ଓ ବିଶ୍ବ ହିନ୍ଦୁ ପରିଷଦ ର ସଭାପତି ଶ୍ରୀଯୁକ୍ତ ରଞ୍ଜିତ ମହାକୁଡ ମଧ୍ୟ ଯୋଗ ଦେଇଥିବା ବେଳେ ଫାଉଣ୍ଡେସନ ର ସମସ୍ତ ସହଯୋଗୀ ନିଜ ନିଜର ବାର୍ତ୍ତା ରଖିଥିବା ସହିତ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ,ଏହି ଅବସରରେ ଶ୍ରୀଯୁକ୍ତ ରଞ୍ଜିତ ମହାକୁଡ ଆଜିର ଯୁବପିଢୀଙ୍କୁ ସୋସିଆଲ ମିଡିଆ ଠାରୁ ଦୂରେଇ ରହିବା ପାଇଁ ସଚେତନ କରାଇବାକୁ ତାଙ୍କ ଗୁରୁଜନ ମାନଙ୍କୁ ଅନୁରୋଧ କରିଥିଲେ,ସେଭଳି gsp india ର ପରିଚାଳନା ଅଧିକାରୀ ଶ୍ରୀ ଗଣେଶ୍ୱର ପାତ୍ର କହିଥିଲେ ଯେ ଆଶାର ଦ୍ଵାର ଫାଉଣ୍ଡେସନ ର ଏହି ନିଆରା ପଦକ୍ଷେପ ଗୁଡିକୁ ଆଗାମୀ ଦିନରେ କେନ୍ଦୁଝର ବାସିଙ୍କୁ ଏକ ନୂତନ ପ୍ରେରଣା ଦେବା ସହ ମହିଳା ମାନଙ୍କ ମଧ୍ୟ ରେ ଥିବା ଏକ ଅଦୃଶ୍ୟ ଶକ୍ତି କୁ ଜାଗ୍ରତ କରିବ,ଏଥିସହ ଶେଷରେ ଆସିଥିବା ମହିଳା ମାନେ ଆଶାର ଦ୍ଵାର ଫାଉଣ୍ଡେସନର ସମସ୍ତ ସହଯୋଗୀ ମାନଙ୍କୁ ଧନ୍ୟବାଦ୍ ଦେବା ସହିତ ଆଗାମୀ ଦିନରେ ଫାଉଣ୍ଡେସନ ର ବିଭିନ୍ନ ଉନ୍ନତିମୂଳକ ଏବଂ ସହଯୋଗୀ କାର୍ଯକ୍ରମ ରେ ନିୟୋଜିତ ହେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ
Aashara Dwara Foundation
CMO Odisha
Prabhati Parida




























“ଆଜିର International Women’s Day ଅବସରରେ Aashara Dwara Foundation ଦ୍ୱାରା 100+ ମହିଳାଙ୍କ ପାଇଁ ମାଗଣା ସିନେମା ପ୍ରଦର୍ଶନର ବ୍ୟବସ୍ଥ...
08/03/2026

“ଆଜିର International Women’s Day ଅବସରରେ Aashara Dwara Foundation ଦ୍ୱାରା 100+ ମହିଳାଙ୍କ ପାଇଁ ମାଗଣା ସିନେମା ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି।
ମହିଳାଙ୍କ ଶକ୍ତି, ସାହସ ଓ ସଫଳତାର କାହାଣୀକୁ ଉତ୍ସବ ଭାବେ ପାଳନ କରିବା ପାଇଁ ଏହି ଛୋଟ ପ୍ରୟାସ।
ଆସନ୍ତୁ, ସମସ୍ତେ ମିଶି ନାରୀ ଶକ୍ତିକୁ ସମ୍ମାନ ଦେବା। 🌸”

ରଙ୍ଗ, ଖୁସି ଓ ହସି – ଏହିଏ ହେଉଛି ହୋଲିର ଆସଲ ମଜା। thanks Gsp India
06/03/2026

ରଙ୍ଗ, ଖୁସି ଓ ହସି – ଏହିଏ ହେଉଛି ହୋଲିର ଆସଲ ମଜା।
thanks Gsp India

କିଛି ବର୍ଷ ପୂର୍ବେ ଯୋଡ଼ା ସହରର କିଛି ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଆଶାର ଦ୍ଵାର ଫାଉଣ୍ଡେସନ ପକ୍ଷରୁ ଆମ ପ୍ରିୟ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ର...
03/03/2026

କିଛି ବର୍ଷ ପୂର୍ବେ ଯୋଡ଼ା ସହରର କିଛି ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଆଶାର ଦ୍ଵାର ଫାଉଣ୍ଡେସନ ପକ୍ଷରୁ ଆମ ପ୍ରିୟ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ 5 ଗୋଟି ପ୍ରସ୍ତାବ ଦିଆଯାଇଥିଲା,ଯାହା ମଧ୍ୟରେ ଯୋଡ଼ାରେ ଥିବା ସୁନା ନଦୀ ପାର୍ଶ୍ୱର ବିକାଶ,କଳାପାହାଡ ଠାରୁ ଯୋଡ଼ା ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ପାର୍ଶ୍ୱ ର ଚଲାପଥ, ବନେଇକଳା ଶାସ୍ତ୍ରୀନଗର ଠାରେ ଏକ ନୂତନ ଖେଳ ଷ୍ଟାଡିୟମ୍ ର ନିର୍ମାଣ ତଥା ୱାର୍ଡ ନଂ 10 ରେ ଏକ ନୂତନ ଶବଦାହ ଗୃହ (ଶ୍ମଶାନ ଘାଟ) ର ନିର୍ମାଣ, ବହୁ ଦିନରୁ ଯୋଡ଼ା ବାସୀ ଆଶାରେ ଥିବା ଏକ ନୂତନ ବସ ଷ୍ଟାଣ୍ଡ ର ନିର୍ମାଣ ଏବଂ ପରିବା ମାର୍କେଟ କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଭୁବନେଶ୍ୱରରେ ଥିବା ତାଙ୍କ କାର୍ଯ୍ୟାଳୟରେ ଆଲୋଚନା କରିବା ପରେ ଦିଆଯାଇଥିଲା, ଗତ କାଲି ତା 02.03.26 ରେ ପୁନର୍ବାର ଏହାର ସମୀକ୍ଷା କରିବାକୁ ଯୋଡ଼ା ମ୍ୟୁନିସିପାଲଟି E.O ଏବଂ B.D.O ଙ୍କ ପାଖକୁ ଯାଇ ପୁନର୍ବାର ଚିଠି ଦେବାରୁ ଜଣା ପଡ଼ିଥିଲା ଯେ ପୂର୍ବରୁ ଦିଆଯାଇଥିବା ଆବେଦନ ଗୁଡ଼ିକ ଗ୍ରହଣୀୟ ହୋଇଯାଇଛି ଏଥିପାଇଁ ଆମେ ଯୋଡ଼ା ବାସି ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛୁ,ଯୋଡ଼ା ରେ ବଢୁଥିବା ଜନସଂଖ୍ୟା ଏବଂ ଯାତାୟାତର ଅସୁବିଧାକୁ ଆଖି ଆଗରେ ରଖି ଏହି ସବୁ ପ୍ରସ୍ତାବ ଦିଆ ଯାଇଥିଲା,ଏହି ସବୁ ପ୍ରସ୍ତାବ ର ବଜେଟ୍ 1100 କୋଟିରୁ ଉର୍ଦ୍ଧ୍ବ ଥିବା ବେଳେ 4 ଗୋଟି ପ୍ରସ୍ତାବ କୁ ମାନନୀୟ ମୁଖ୍ୟମନ୍ତ୍ରୀ ସ୍ୱୀକୃତି ପ୍ରାପ୍ତ ଦେଇ ଥିବା ବେଳେ ଅନ୍ୟ ଦୁଇ ଗୋଟି ପ୍ରସ୍ତାବକୁ ଅତିଶୀଘ୍ର ପରିଚାଳନା କରିବାକୁ ଯୋଡ଼ା ନଗର E.O madam ବିଶ୍ୱାସ ଦେଇଛନ୍ତି,ଯୋଡ଼ା ଅଞ୍ଚଳ ର ଏହି ଉନ୍ନତିମୂଳକ କାର୍ଯ୍ୟ ରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ପାଇଁ ଆମେ ଯୋଡ଼ା ବାସି ତାଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛୁ

"Greed is good! Greed is progress! Work is Preceed"

CMO Odisha Mohan Charan Majhi
District Administration Keonjhar,Odisha fans




























Address

Joda
Champua
758034

Website

Alerts

Be the first to know and let us send you an email when Aashara Dwara Foundation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Aashara Dwara Foundation:

Share