Chandbali Tahasil,Bhadrak

Chandbali Tahasil,Bhadrak R&DM deptt. Odisha Government

79th  independence day celebration at chandbali Tahasil....
15/08/2025

79th independence day celebration at chandbali Tahasil....

31/10/2024
SCHOOL ROR TO DIFFERENT TYPE OF 100 SCHOOLS DISTRIBUTED IN TAHASIL OFFICE CHANDBALI IN PRESENCE OF TAHASILDAR, CHANDBALI...
08/08/2024

SCHOOL ROR TO DIFFERENT TYPE OF 100 SCHOOLS DISTRIBUTED IN TAHASIL OFFICE CHANDBALI IN PRESENCE OF TAHASILDAR, CHANDBALI SIR, ADDL. TAHASILDAR SIR ,BEO,CHANDBALI, TAHASIL STAFF,& TEACHERS ON 8/8/24

22/07/2024

ବିଶେଷ ଘୋଷଣା ଚାନ୍ଦବାଲି ତହସିଲ ଅଧିନରେ ଥିବା ସମସ୍ତ ଜନ ସାଧାରଣ ମାନଙ୍କୁ ଜଣାଇ ଦିଆଯାଉଛି କି ଯେଉଁ ମାନେ ରୋଜ ଭେଲି (Rose velley) ପଇସା ପାଇ ନାହାନ୍ତି ନିଜ ନିଜ ଅଧୀନ ଥିବା ରାଜସ୍ଵ ନିରୀକ୍ଷକ କାର୍ଯ୍ୟାଳୟରେ (RI CIRCLES) ଯୋଗା ଯୋଗ କରନ୍ତୁ କିମ୍ବା ତହସିଲ ଅଫିସ ଯୋଗା ଯୋଗ କରନ୍ତୁ ... Plz share it.....

ଆଜି ତା 17.10.23 ରିଖ ବିଜୁ ସ୍ମୃତି ଭବନ ଚାନ୍ଦବାଲି ରେ Hon'ble MLA Chandbali, Hon'ble Chairman NAC, Chandbali Hon'ble Sub-coll...
17/10/2023

ଆଜି ତା 17.10.23 ରିଖ ବିଜୁ ସ୍ମୃତି ଭବନ ଚାନ୍ଦବାଲି ରେ Hon'ble MLA Chandbali, Hon'ble Chairman NAC, Chandbali Hon'ble Sub-collector,Bhadrak Hon'ble Tahasildar Chandbali, Hon'ble Addl.Tahasildar,Chandbali ଓ ଅନ୍ୟ ତହସିଲ୍ କର୍ମଚାରୀ ମାନଙ୍କ ଉପସ୍ଥିତି ରେ ଆଜି ଘିକୋହିଲି ଓ କନ୍ଧା ମୌଜା ର ବାସିନ୍ଦା ମାନଙ୍କୁ ପଟ୍ଟା ପ୍ରଦାନ କରଯାଇଥିଲା

ଆଜି ତା 16.10.23 ରିଖ ଚାନ୍ଦବାଲି ତହସଲଦାର ସାର୍, ଅତିରିକ୍ତ ତହିଲଦାର ସାର୍, ରାଜସ୍ଵ ପରିଦର୍ଶକ,  ରାଜସ୍ଵ ନିରୀକ୍ଷକ ଓ ପୋଲିସ୍ ଅଧିକାରୀ ଙ୍...
16/10/2023

ଆଜି ତା 16.10.23 ରିଖ ଚାନ୍ଦବାଲି ତହସଲଦାର ସାର୍, ଅତିରିକ୍ତ ତହିଲଦାର ସାର୍, ରାଜସ୍ଵ ପରିଦର୍ଶକ, ରାଜସ୍ଵ ନିରୀକ୍ଷକ ଓ ପୋଲିସ୍ ଅଧିକାରୀ ଙ୍କ ଉପସ୍ଥିତ ରେ ତୋଟାପଡା ବଜାର ରେ ଉଚ୍ଛେଦ କାର୍ଯ୍ୟ ହୋଇଥିଲା

ଧମରାଇ ମନ୍ଦିର ରାସ୍ତା ରେ ଜବର ଦଖଲ ଉଚ୍ଛେଦ
10/10/2023

ଧମରାଇ ମନ୍ଦିର ରାସ୍ତା ରେ ଜବର ଦଖଲ ଉଚ୍ଛେଦ

ଆଜି ତା 15.09.23 ରିଖ ଚାନ୍ଦବାଲି ତହସଲଦାର ସାର୍, ଅତିରିକ୍ତ ତହିଲଦାର ସାର୍, ରାଜସ୍ଵ ପରିଦର୍ଶକ,  ରାଜସ୍ଵ ନିରୀକ୍ଷକ ଓ ପୋଲିସ୍ ଅଧିକାରୀ ଙ୍...
15/09/2023

ଆଜି ତା 15.09.23 ରିଖ ଚାନ୍ଦବାଲି ତହସଲଦାର ସାର୍, ଅତିରିକ୍ତ ତହିଲଦାର ସାର୍, ରାଜସ୍ଵ ପରିଦର୍ଶକ, ରାଜସ୍ଵ ନିରୀକ୍ଷକ ଓ ପୋଲିସ୍ ଅଧିକାରୀ ଙ୍କ ଉପସ୍ଥିତ ରେ ଯଶିପୁର ବଜାର ରେ ଉଚ୍ଛେଦ କାର୍ଯ୍ୟ ହୋଇଥିଲା

ଆଜି ତା 15.08.2023 ରିଖ ଚାନ୍ଦବାଲି ଅତିରିକ୍ତ ତହିଲଦାର ଙ୍କ ଦ୍ଵାରା ତହସିଲ ସମେତ ବିଭିନ୍ନ ସ୍ଥାନରେ ସ୍ଵାଧୀନତା ଦିବସ ପାଳିତ ହୋଇଥିଲା
15/08/2023

ଆଜି ତା 15.08.2023 ରିଖ ଚାନ୍ଦବାଲି ଅତିରିକ୍ତ ତହିଲଦାର ଙ୍କ ଦ୍ଵାରା ତହସିଲ ସମେତ ବିଭିନ୍ନ ସ୍ଥାନରେ ସ୍ଵାଧୀନତା ଦିବସ ପାଳିତ ହୋଇଥିଲା

ଆଜି ତା 10.07.23 ରିଖ ଚାନ୍ଦବାଲି ତହସିଲ ଅଧିନରେ ଥିବା ନାଲଗୁଣ୍ଡା ରାଜସ୍ଵ ନୀରିକ୍ଷକ ବିଭିନ୍ନ ରାଜସ୍ଵ ଗ୍ରାମ( ଇଟୁଆ,ବାଇଦପୋଖରି,ଜଳେଶ୍ଵରପୁ...
10/07/2023

ଆଜି ତା 10.07.23 ରିଖ ଚାନ୍ଦବାଲି ତହସିଲ ଅଧିନରେ ଥିବା ନାଲଗୁଣ୍ଡା ରାଜସ୍ଵ ନୀରିକ୍ଷକ ବିଭିନ୍ନ ରାଜସ୍ଵ ଗ୍ରାମ( ଇଟୁଆ,ବାଇଦପୋଖରି,ଜଳେଶ୍ଵରପୁର) ରେ ଚାନ୍ଦବାଲି ତହସିଲଦାର ସାର୍, ରାଜସ୍ଵ ପରିଦର୍ଶକ, ରାଜସ୍ଵ ନୀରିକ୍ଷକ ଓ ପୋଲିସ୍ କର୍ମଚାରି ଙ୍କ ଉପସ୍ଥିତି ରେ ଜବର ଦଖଲ କାରୀ ମାନକୁ ଉଚ୍ଛେଦ କରାଯାଇଛି .....

ଖବର କାଗଜ ପୃଷ୍ଠା ରୁ
04/07/2023

ଖବର କାଗଜ ପୃଷ୍ଠା ରୁ

ଆଜି ତା 02.07.23 ରିଖ ଚାନ୍ଦବାଲି ତହସିଲଦାର ସାର୍, ଅତିରିକ୍ତ ତହିଲଦାର, ରାଜସ୍ବ ନୀରକ୍ଷକ, ରାଜସ୍ଵ ପରିଦର୍ଶକ ଓ ପୋଲିସ କର୍ମଚାରୀ ମାନଙ୍କ ଉ...
03/07/2023

ଆଜି ତା 02.07.23 ରିଖ ଚାନ୍ଦବାଲି ତହସିଲଦାର ସାର୍, ଅତିରିକ୍ତ ତହିଲଦାର, ରାଜସ୍ବ ନୀରକ୍ଷକ, ରାଜସ୍ଵ ପରିଦର୍ଶକ ଓ ପୋଲିସ କର୍ମଚାରୀ ମାନଙ୍କ ଉପସ୍ଥିତି ରେ କାଳୀ ମନ୍ଦିର ଠାରୁ ହରିପୁର ଛକ ପର୍ଯ୍ୟନ୍ତ ସରକାରୀ ଜାଗା ଜବରଦଖଲ କାରୀ ମାନକୁ ଉଚ୍ଛେଦ କରାଯାଇଛି

Address

Bhadrak
Chandbali

Website

Alerts

Be the first to know and let us send you an email when Chandbali Tahasil,Bhadrak posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Chandbali Tahasil,Bhadrak:

Share