King Group Social work Bishrampur

King Group Social work Bishrampur King Group Bishrampur Bhadrak Chandabali

ଆଜି ଆମ ଭାରତ ବର୍ଷ ପାଳନକରୁଛି ୭୮ତମ   ସ୍ୱାଧୀନତା ଦିବସ,ଅବସରରେ ବିଶ୍ରାମ ପୁର ପ୍ରାଥମିକ ବିଦ୍ୟାଳୟ ରେ କିଙ୍ଗ୍ ଗ୍ରୁପ ପରିବାର ତରଫରୁ କୁନି ...
15/08/2024

ଆଜି ଆମ ଭାରତ ବର୍ଷ ପାଳନକରୁଛି ୭୮ତମ ସ୍ୱାଧୀନତା ଦିବସ,ଅବସରରେ ବିଶ୍ରାମ ପୁର ପ୍ରାଥମିକ ବିଦ୍ୟାଳୟ ରେ କିଙ୍ଗ୍ ଗ୍ରୁପ ପରିବାର ତରଫରୁ କୁନି କୁନି ପିଲାମାନଙ୍କୁ ଖାତା, ପେନ, ଚକଲେଟ, ବିତରଣ କରା ଯାଇଥିଲା
ଏବଂ କୁନି କୁନି ପିଲାମାନଙ୍କୁ ସ୍ୱାଧୀନତା ଦିବସର ପ୍ରଶ୍ନ ଉତ୍ତର କlର୍ଯ୍ୟକ୍ରମ କରାଯାଇ ଥିଲା ପିଲାମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା ପିଲାମାନେ ନିଜ ନିଜର ପ୍ରତିଭା ଦେଖେଇବl ସହିତ ସ୍ୱାଧୀନତା ଦିବସ ବିଷୟରେ ଜାଣିବା ପାଇଁ ପାଇ ଥିଲେ କିଙ୍ଗ୍ ଗ୍ରୁପ ର ପ୍ରତ୍ୟକ ଟି ମେମ୍ବର ମାନଙ୍କ ସାହାଯ୍ୟ ସହଯୋଗ ରେ କାର୍ଯ୍ୟଟି ସମ୍ପୂର୍ଣ ହୋଇ ଥିଲା ସମସ୍ତ ମେମ୍ବର ମାନଙ୍କୁ ଧନ୍ୟବାଦ 🙏

ଓଡ଼ିଶାର ଲୋକପରିଚିତ ତଥା ସୁନାମଧନ୍ୟ  #ଉତ୍କଳ_ଫାଉଣ୍ଡେସନ_ଟ୍ରଷ୍ଟ" ଭଦ୍ରକ ର ଦ୍ଵିତୀୟ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ  ପାଳନ କରାଯାଇଥିଲା l ...
21/11/2023

ଓଡ଼ିଶାର ଲୋକପରିଚିତ ତଥା ସୁନାମଧନ୍ୟ #ଉତ୍କଳ_ଫାଉଣ୍ଡେସନ_ଟ୍ରଷ୍ଟ" ଭଦ୍ରକ ର ଦ୍ଵିତୀୟ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା l ତେଣୁ ସେହି ଉପଲକ୍ଷେ ଆଜି ଆମ " ଅନୁଷ୍ଠାନକୁ "ଉତ୍କଳ ଶ୍ରୀ ସେବାସମ୍ନାନ-2023" ପ୍ରଦାନ କରି ସମ୍ନାନିତ କରିଥିଲେ ଏହା ଆମ ପାଇଁ ଗର୍ବ ଓ ଗୌରବର କଥା l ଏହିପରି " #ଉତ୍କଳ_ଫାଉଣ୍ଡେସନ_ଟ୍ରଷ୍ଟ" ଭଦ୍ରକ, ଅନୁଷ୍ଠାନ ପରିବାରଙ୍କ ଠାରୁ ଆମେ ଆଶା କରୁଛୁ ଏହିଭଳି ଭଲ ପାଇବା, ସ୍ନହ, ଶ୍ରଦ୍ଧା ଓ ଆଶ୍ରିବାଦ ଆମ ଅନୁଷ୍ଠାନ ପ୍ରତି ରହିଥାଉ l ଆମ "ସେବା ହିଁ ସେବା" ଅନୁଷ୍ଠାନ ପରିବାର ତରଫରୁ " #ଉତ୍କଳ_ଫାଉଣ୍ଡେସନ_ଟ୍ରଷ୍ଟ" ଭଦ୍ରକ, ଅନୁଷ୍ଠାନର ପରିବାରର ସମସ୍ତ କାର୍ଯ୍ୟକର୍ତ୍ତା ଭାଇ ଓ ଭଉଣୀ ମାନଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ଭଗବାନଙ୍କୁ ପ୍ରାର୍ଥନା କରୁଛୁ " #ଉତ୍କଳ_ଫାଉଣ୍ଡେସନ_ଟ୍ରଷ୍ଟ" ଭଦ୍ରକ, ଅନୁଷ୍ଠାନ ପରିବାର ଦୁନିଆଁର କୋଣ ଅନୁକୋଣରେ ନାମ ବିଖ୍ୟାତ ହେଉ ll

‼️⚫‼️ ଜୟ ଜଗନ୍ନାଥ ‼️⚫‼️

ପବିତ୍ର ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ King Group Sosial work ଫାଉଣ୍ଡେସନ ତରଫରୁ ପତାକା ଉତ୍ତୋଳନ କରିବା ସହ ବିଶ୍ରାମ ପୁର ପ୍ରାଥମି...
15/08/2023

ପବିତ୍ର ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ King Group Sosial work ଫାଉଣ୍ଡେସନ ତରଫରୁ ପତାକା ଉତ୍ତୋଳନ କରିବା ସହ ବିଶ୍ରାମ ପୁର ପ୍ରାଥମିକ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ଚାରା ବଣ୍ଟନ କରା ଗଲା ଏବଂ ଓରାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେଫେଇ କାର୍ଯ୍ୟ କର୍ମ କରାଗଲା ସଂଗଠନ ର ପ୍ରତ୍ୟକ ମେମ୍ବର ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ

17/07/2023
ବୃକ୍ଷ ରୋପଣ ସମୟ ର କିଛି ଖୁସି ର ମୁହୂର୍ତ
17/07/2023

ବୃକ୍ଷ ରୋପଣ ସମୟ ର କିଛି ଖୁସି ର ମୁହୂର୍ତ

ଗୋଟି ଏ ଗଛ ଗୋଟି ଏ ଜୀବନସଂପର୍କ ଗଢିବା ଗଛଟି ଏ  ଲଗାଇବାKing Group Social work Bishrampur ର ସୋତନ୍ତ୍ରର ଏକ ପ୍ରୟାସ ମଣିଷ ସମାଜ ପାଇଁ ଗ...
17/07/2023

ଗୋଟି ଏ ଗଛ ଗୋଟି ଏ ଜୀବନ
ସଂପର୍କ ଗଢିବା ଗଛଟି ଏ ଲଗାଇବା
King Group Social work Bishrampur ର ସୋତନ୍ତ୍ରର ଏକ ପ୍ରୟାସ ମଣିଷ ସମାଜ ପାଇଁ ଗଛ କେତେ ଆବଶ୍ୟକ ଆପଣ ମାନେ ନିଶ୍ଚୟ ଜାଣି ଥିବେ
ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ
ଜୟ ଜଗନ୍ନାଥ 🙏

ପ୍ରୟାସ ଆମର ସହଯୋଗ ଆପଣ ମାନଙ୍କରKing Group Sosial work  trust ର ଏହା ଏକ ଅଂଶ।।ଆସନ୍ତୁ ଆମେ ସମସ୍ତେ ମିଶି ବୃକ୍ଷ ରୋପଣ କରି ପ୍ରକୃତିର ସ...
16/07/2023

ପ୍ରୟାସ ଆମର ସହଯୋଗ ଆପଣ ମାନଙ୍କର
King Group Sosial work trust ର ଏହା ଏକ ଅଂଶ।।
ଆସନ୍ତୁ ଆମେ ସମସ୍ତେ ମିଶି ବୃକ୍ଷ ରୋପଣ କରି ପ୍ରକୃତିର ସୁରକ୍ଷା କରିବା।।

*ଆସନ୍ତା ଜୁନ ୨୦ ତାରିଖ ମଙ୍ଗଳବାର ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ଆମର କିଙ୍ଗ୍ ଗ୍ରୁପ୍ ପରିବାର ତରଫରୁ ଦହି ସର୍ବତ ଓ ଭକ୍ତ ...
30/05/2023

*ଆସନ୍ତା ଜୁନ ୨୦ ତାରିଖ ମଙ୍ଗଳବାର ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ଆମର କିଙ୍ଗ୍ ଗ୍ରୁପ୍ ପରିବାର ତରଫରୁ ଦହି ସର୍ବତ ଓ ଭକ୍ତ ମାନଙ୍କ ଉପରେ ପାଣି ସ୍ପ୍ରେ ଏବଂ ବଡଦାଣ୍ଡ ସଫେଇ କରାଯିବାର ଵେବସ୍ତା କରାଯାଇଛି ତେଣୁ ଆପଣ ମାନେ ଏହି ମହତ କର୍ଯ୍ୟରେ ଉପସ୍ଥିତ ରହିବା ସହ ଯଥା ଶକ୍ତି ସାହାଯ୍ୟ କରିବାକୁ ପରିବାର ତରଫରୁ ନିବେଦନ*

*🌍🌍🌍ସାହାଯ୍ୟ ସହଯୋଗ କରିବା ପାଇଁ 🌍🌍🌍*
*Ph pay no- 7847858341*
*UPI ID- 7847858341@ybl*

ଆସନ୍ତା ବୁଧବାର (ତା-୨୪.୦୫.୨୦୨୩)ରିଖ ଚାନ୍ଦବାଲି ବ୍ଲକ କାଣ୍ଡଗରଡ଼ି ଗ୍ରାମପଞ୍ଚାୟତ ଅଧିନ ଓରାସାହି ପ୍ରାଥମିକ ସ୍ଵସ୍ଥ୍ୟ କେନ୍ଦ୍ରରେ  ଯୁବବନ୍...
05/05/2023

ଆସନ୍ତା ବୁଧବାର (ତା-୨୪.୦୫.୨୦୨୩)ରିଖ ଚାନ୍ଦବାଲି ବ୍ଲକ କାଣ୍ଡଗରଡ଼ି ଗ୍ରାମପଞ୍ଚାୟତ ଅଧିନ ଓରାସାହି ପ୍ରାଥମିକ ସ୍ଵସ୍ଥ୍ୟ କେନ୍ଦ୍ରରେ ଯୁବବନ୍ଧୁ ଏବଂ King Group Social work Bishrampur ମାନଙ୍କ ପ୍ରଚେଷ୍ଟାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ ହୋଇଅଛି,,,,,।। ସମସ୍ତଙ୍କୁ ଅନୁରୋଧ ନିଜ ନିଜର ବଂଧୁ ପରିଜନ ଙ୍କୁ ଅବଗତ କରିବା ସହ ଅନ୍ୟ ମାନଙ୍କୁ ଅବଗତ କରାନ୍ତୁ,,,,।।🙏

Address

Bhadrak Chandabali Bishrampur
Chandbali
756133

Alerts

Be the first to know and let us send you an email when King Group Social work Bishrampur posts news and promotions. Your email address will not be used for any other purpose, and you can unsubscribe at any time.

Share

Category