01/11/2021
ଭୋଟର ତାଲିକାରେ ନାମ ଯାଞ୍ଚ, ସଂଶୋଧନ, ସ୍ଥାନାନ୍ତର, ଅଥବା ନୂତନ ଭୋଟର ଭାବରେ ଆବେଦନ ପାଇଁ ଭୋଟର ହେଲ୍ପଲାଇନ ଆପ ଡାଉନଲୋଡ କରନ୍ତୁ କିମ୍ବା ଆପଣଙ୍କ ବୁଥ ସ୍ତରୀୟ ଅଧିକାରୀଙ୍କ ଯୋଗାଯୋଗ କରନ୍ତୁ |
ଭୋଟର ହେଲ୍ପଲାଇନ ଆପ ଡାଉନଲୋଡ କରିବା ପାଇଁ ନିମ୍ନ ଲିଙ୍କ୍ କ୍ଲିକ୍ କରନ୍ତୁ |
https://play.google.com/store/apps/details?id=com.eci.citizen