Sradhaa

Sradhaa ଦୁଃଖୀ ଙ୍କ ଦୁଃଖ ଦୂରାଇ କ୍ଷଣିକ ପାଇଁ ତାଙ୍?

20/04/2021

ଯଦି ଜଣଙ୍କର ମୃତ୍ୟୁ ହୋଇଯାଏ ତେବେ ସେହି ବ୍ୟକ୍ତିଙ୍କ ଘରକୁ ୧୩ ଦିନ ପର୍ଯ୍ୟନ୍ତ ଅନ୍ୟ କାହାର ପ୍ରବେଶ ନିଷେଧ ଥିଲା। ଏହାହିଁ ଆଇସୋଲେଶନ୍ ଥିଲା। କାରଣ ପ୍ରାୟତଃ ରୋଗରେ ନଚେତ୍ ବାର୍ଦ୍ଧକ୍ୟରେ ମୃତ୍ୟୁ ହୋଇଥାଏ । ସେହି ସମୟରେ ମୃତ ଶରୀର ସଂପୂର୍ଣ୍ଣ ରୋଗ ଜୀବାଣୁରେ ଭରି ରହିଥାଏ।
ଏହି ରୋଗ ଅନ୍ୟତ୍ର ନ ବ୍ୟାପିବା ନିମନ୍ତେ ୧୪ ଦିନର କ୍ୱାରେଣ୍ଟିନ୍ ବ୍ୟବସ୍ଥା କରାଗଲା। ଯିଏ ଶବକୁ ଅଗ୍ନି ଦେଉଥିଲା ତାକୁ ତାର ଘର ଲୋକେ ମଧ୍ୟ ସ୍ପର୍ଶ କରୁନଥିଲେ। ୧୩ ଦିନ ପର୍ଯ୍ୟନ୍ତ ତାର ଭୋଜନ, ଶୟନ ଓ ଲୁଗାପଟା ସବୁକିଛି ଅଲଗା କରିଦିଆ ଯାଉଥିଲା । ଦଶହରେ ମୁଣ୍ତନ ହେଲା ପରେ ୧୧/୧୨ ଦିନରେ ଶୁଦ୍ଧିକରଣ ପରେ ହିଁ ପୁରା ପରିବାର ଶୁଦ୍ଧ ହେଉଥିଲା।
ସେତେବେଳେ ମଧ୍ୟ ପାଶ୍ଚାତ୍ୟ ଦୁନିଆ ହସୁଥିଲା। ବ୍ଳଡି ଇଣ୍ଡିଆନ କହି ଥଟ୍ଟା-ପରିହାସ କରୁଥିଲା।

ଯେତେବେଳେ ମା'ଟିଏ ସନ୍ତାନଟିକୁ ଜନ୍ମ ଦିଏ ତାର ୧୧ ଦିନ ପର୍ଯ୍ୟନ୍ତ ମା' ଓ ପିଲାକୁ କେହିବି ସ୍ପର୍ଶ କରୁନଥିଲେ; ଯେମିତିକି ଉଭୟେ କୌଣସି ପ୍ରକାରର ଇନଫେକସନର ଶିକାର ନହେବେ ଏବଂ ସୁରକ୍ଷିତ ରହିପାରିବେ।...... ପରନ୍ତୁ ଏହି ମହତ୍ ପରମ୍ପରାଟିକୁ ବେକାର ପୁରୁଣାକାଳିଆ ପ୍ରଥା କହି ତ୍ୟାଗ କରିଦିଆଗଲା।
ଯଦି କୌଣସି ଶବଯାତ୍ରାରୁ କେହି ଫେରନ୍ତି, ତାଙ୍କୁ ଘର ଭିତରେ ପ୍ରବେଶ କରିବାକୁ ଦିଆଯାଏ ନାହିଁ। ବାହାରେ ହିଁ ସ୍ନାନ ସାରି କପଡାପତ୍ର ରଖି ଆସିବାକୁ ପଡେ। ଏହାର ମଧ୍ୟ ପରିହାସ କରାଗଲା।

ଆଜିବି ଗାଁ ଗହଳିରେ ପରମ୍ପରା ଅଛି, ଯଦି କେହି ବ୍ୟକ୍ତି ବିଶେଷ ଘରକୁ ଆସନ୍ତି ତ ପାଦଧୌତ କରାଯାଏ। ଏହାବି ଅଛି, ଯଦି କେବେ ବୋହୂ, ଝିଅ କିମ୍ବା ଅତିଥି ଘରକୁ ଆସନ୍ତି ତ ଘରେ ଥିବା ଯେକୌଣସି ବୟସ୍କ ସ୍ତୀ ଲୋକ ଜଳ ପୂର୍ଣ ଲୋଟାରେ ହଳଦୀ ପକାଇ ସେହି ଆଗନ୍ତୁକଙ୍କ ଆପାଦମସ୍ତକ ସିଞ୍ଚନ କରି ସ୍ୱାଗତ କରାୟାଏ।
କୌଣସି ପ୍ରକାର ସଂକ୍ରମଣ ସ୍ଥଳରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସ୍ନାନ ନକରିବା ପର୍ଯ୍ୟନ୍ତ ଅନ୍ୟମାନେ ସ୍ପର୍ଶ କରୁନଥିଲେ...... କିନ୍ତୁ ପାଶ୍ଚାତ୍ଯ ପ୍ରେମିଗଣ ଏହାକୁ ମଧ୍ୟ ହସରେ ଉଡାଇଦେଲେ।
.........ଆଜିବି ମିଥ୍ୟା ଆଧୁନିକତାର ନାଁରେ ଆମର ମହାନ ସନାତନ ଧର୍ମର ଅପମାନ କରାଯାଉଛି।
ଆଜି ଯେତେବେଳେ ଆପଣମାନଙ୍କୁ କାହାରିକୁ ଛୁଇଁବାକୁ ମନାକରାଯାଉଛି ତ ଏହାହିଁ ବିଜ୍ଞାନ ମନେକରନ୍ତି। ଆପଣଙ୍କୁ କ୍ୱାରଂଟିନ କରାଯାଉଛି ତ -- ଖୁସିରେ ହେଉ କିମ୍ଭା କର୍ତ୍ତୃପକ୍ଷଙ୍କ ବାଧ୍ୟତାରେ ହେଉ --ଗ୍ରହଣ କରୁଛନ୍ତି।
ଶାସ୍ତ୍ରର ସେ ସମସ୍ତ ଆପ୍ତ ବଚନ ଗୁଡିକ ଆଜି ଆମେ ଭୁଲିଯାଇ ନିଜର ମହାନ ସନାତନ ଧର୍ମର ଅପମାନ କରିଚାଲିଛନ୍ତି।
ଆଜି ଏହାର କୁପରିଣାମ ସମଗ୍ର ବିଶ୍ୱ ଭୋଗ କରୁଛି।
ମନେ ପକାନ୍ତୁ ଯେତେବେଳେ ଆପଣ ବାହାରକୁ ଯିବାକୁ ବାହାରୁଥିଲେ ଆପଣଙ୍କ ମା' ପକେଟରେ କର୍ପୂର କିମ୍ବା ହଳଦୀର ଛୋଟ ଗଣ୍ଠିଲିଟିଏ ରଖିବାକୁ ଦେଉଥିଲେ, କାରଣ ଏହା ଯାବତୀୟ କୀଟାଣୁନାଶକ ଅଟେ। ଶରୀରରେ କର୍ପୂର ଚନ୍ଦନ ଲେପନ କରୁଥିଲେ। ଶରୀର ସୁବାସିତ ତଥା ରୋଗଜୀବାଣୁ ଶୁନ୍ୟ ହେଉଥିଲା। ଏହା କିନ୍ତୁ ଆଜି ଆମେ ଏ ସବୁ ଭୁଲିଯାଇଛେ। ବରଂ, ସେଣ୍ଟ କିମ୍ବା body sparay ଭଳି chemical ଗୁଡିକୁ ବ୍ୟବହାର କରି ଅଯଥା ଖର୍ଚ୍ଛାନ୍ତ ହେବା ସହିତ ଚର୍ମରୋଗକୁ ନିମନ୍ତ୍ରଣ ଦେଉଛୁ ।

ହେ ମହାନୁଭବିଗଣ! ଆମର ସନାତନୀ ଶାସ୍ତ୍ରୀୟ ସ୍ତର ଏବଂ ଗୁଣ ସୂତ୍ରକୁ ବୁଝନ୍ତୁ। ଆମର ମୁନି ଋଷିଗଣ ବିଶିଷ୍ଟ ବୈଜ୍ଞାନିକ ଥିଲେ।
ଯେଉଁ ଦିନ ଆମେ ଆମର ମହାନ୍ ସଂସ୍କୃତିକୁ ବୁଝିଯିବା, ସେହି ଦିନଠାରୁ ଆମ ଦେଶ ବିଶ୍ୱଗୁରୁ ରୂପେ ପରିଚିତ ହୋଇଯିବ।
ତା ଛଡା, ଆମ୍ଭ ମାନେ ସୁଧୁରି ଯିବାପାଇଁ ଏହି ମହାମାରୀ ମାଧ୍ୟମରେ ଭଗବାନଙ୍କ ଆମପାଇଁ ଏକ ବାର୍ତ୍ତା ନୁହେଁ ତ !!

10/04/2021

*ଟିକା ଦୁଇ ଡୋଜ ନେବା ପରେ ମଧ୍ୟ ସଂକ୍ରମଣର କାରଣ ଜାଣିବା ଦରକାର|*

*କୋରୋନା ଟିକା ପ୍ରଥମ ଡୋଜ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ଗ୍ରହଣ କରାଯିବ |
*ଶରୀରରେ ପ୍ରବେଶ କରିବା ପରେ ତୁରନ୍ତ ଟିକା ଆଣ୍ଟିବଡି ତିଆରି କରିବା ଆରମ୍ଭ କରେ |
*ଯେତେବେଳେ ଆମ ଶରୀରରେ ଆଣ୍ଟିବଡି ଗଠନ ହୁଏ, ଆମର ରୋଗ ପ୍ରତିରୋଧକ ଶକ୍ତି ବହୁତ କମିଯାଏ |*
*ଯେତେବେଳେ ଆମେ 28 ଦିନ ପରେ ଟୀକାକରଣର ଅନ୍ୟ ଏକ ମାତ୍ରା ଗ୍ରହଣ କରୁ, ସେତେବେଳେ ଆମର ରୋଗ ପ୍ରତିରୋଧକ ଶକ୍ତି ଆହୁରି କମିଯାଏ |
*ଦ୍ୱିତୀୟ ଡୋଜର ୧୪ ଦିନ ପରେ, ଆମ ଶରୀରରେ ଆଣ୍ଟିବଡି ସଂପୂର୍ଣ୍ଣ ରୂପେ ଗଠିତ ହୁଏ, ତା’ପରେ ଆମର ରୋଗ ପ୍ରତିରୋଧକ ଶକ୍ତି ଦ୍ରୁତ ଗତିରେ ବଢିବାକୁ ଲାଗେ |
*ଏହି ରୋଗ ପ୍ରତିରୋଧକ ଶକ୍ତି ହେତୁ ଦେଢ଼ ମାସ ମଧ୍ୟରେ କରୋନା ଜୀବାଣୁ ଆମ ଶରୀରରେ ପ୍ରବେଶ କରିବାର ସମ୍ଭାବନା ବହୁତ ଅଧିକ |*
ଏହା କରୋନା ସଂକ୍ରମଣର କାରଣ ହୋଇଥାଏ |*
*ତେଣୁ ଏହି ଦେଢ଼ ମାସ ମଧ୍ୟରେ ଘରୁ ବାହାରକୁ ଯିବା ଅତ୍ୟନ୍ତ ବିପଦଜନକ ଅଟେ।*
*ଦୁଇ ଡୋଜ ଟିକା ନେବା ପରେ ମଧ୍ୟ ଆପଣ କରୋନାର ଶିକାର ହୋଇପାରିବେ |*
*ଦେଢ଼ ମାସ ପରେ, ଆମ ଶରୀରରେ ୧୦୦ ରୁ ୨୦୦ ଗୁଣ ପ୍ରତିରୋପଣ ଶକ୍ତି ସୃଷ୍ଟି ହୁଏ, ଏହା ପରେ ଆମେ ସୁରକ୍ଷିତ |
*ପ୍ରଥମ ଡୋଜରୁ ଦେଢମାସ ପର୍ଯ୍ୟନ୍ତ ସାବଧାନ ଏବଂ ନିରାପଦ ରହିବା ଆବଶ୍ୟକ |*
ତେଣୁ.....
*ମାସ୍କ ପିନ୍ଧିବା ଜରୁରୀ |
* ନିତାନ୍ତ ଆବଶ୍ୟକ ହେଲେ ଘରୁ ବାହାରକୁ ଯାଅନ୍ତୁ |
*ଗରମ ପାଣିରେ ସ୍ନାନ କରନ୍ତୁ |
*ପିଲା ଏବଂ ବୃଦ୍ଧମାନଙ୍କର ବିଶେଷ ଯତ୍ନ ନିଅନ୍ତୁ |
*ଏହି ସମୟର ଆଫ୍ରିକୀୟ ଷ୍ଟ୍ରେନ୍ ସମଗ୍ର ପରିବାରକୁ ଆକ୍ରାନ୍ତ କରିଥାଏ |
*ପରିବାର ପାଇଁ ସତର୍କ ରୁହନ୍ତୁ |*

🙏🙏🙏🙏🙏🙏🙏

୨୦୨୦ କୁ କେବେ ଭୁଲିହେବନି।ସତରେ ଯେତିକି ଏଇ ବର୍ଷ ଦେଇଛି ସବୁବେଳେ ପାଇଁ ମନେ ରହିବ। ଅଦୃଶ୍ୟ ଶକ୍ତି "କରୋନା" ର ତାଣ୍ଡବ ମନରୁ ଲିଭିବନି। ଖାଲି...
01/01/2021

୨୦୨୦ କୁ କେବେ ଭୁଲିହେବନି।
ସତରେ ଯେତିକି ଏଇ ବର୍ଷ ଦେଇଛି ସବୁବେଳେ ପାଇଁ ମନେ ରହିବ। ଅଦୃଶ୍ୟ ଶକ୍ତି "କରୋନା" ର ତାଣ୍ଡବ ମନରୁ ଲିଭିବନି। ଖାଲି ସେତିକି ନୁହେଁ, ଏ ବର୍ଷ ବହୁତ କିଛି ଶିଖେଇଛି ।
ମିଥ୍ୟା, ଅହଂ, ଅର୍ଥ ଓ ପ୍ରତିପତ୍ତି ତୁଚ୍ଛ !
ଆମେ ସବୁ ସୃଷ୍ଟି ନିୟନ୍ତାଙ୍କ ହାତରେ ଖେଳନା !
ପ୍ରତି ମୁହୂର୍ତ୍ତରେ ନୂଆ ଶିକ୍ଷା ମିଳିଛି। ସଭିଙ୍କ ଭାବନାକୁ ବୁଝିପାରିଛେ ।
ତେଣୁ, ସେ ସମସ୍ତଙ୍କୁ ଧନ୍ୟବାଦ ଦିଅନ୍ତୁ ଯେଉଁମାନେ ଆପଣଙ୍କ ହସର କାରଣ ହୋଇଛନ୍ତି !!
କୃତଜ୍ଞତା ଜଣାନ୍ତୁ ସେମାନଙ୍କୁ ଯେଉଁମାନେ ଆପଣଙ୍କୁ ବିଭିନ୍ନ ସମୟରେ ସମାଲୋଚନା କରିଛନ୍ତି ଓ ଆଗକୁ ବଢିବାକୁ ପ୍ରେରଣା ଦେଇଛନ୍ତି !!!!
ସଭିଏଁ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା l 🙏

ଏ ଦୁନିଆ ଟା କେତେ ସୁନ୍ଦର.... ସକାଳ ର ସୂର୍ଯ୍ୟ ଉଦୟ ଆଲୋକ ଦିଏ, ତ ରାତି ର ଜହ୍ନ ଆମକୁ ଶୀତଳ ଅନ୍ଧାର ଦିଏ.. ଆଲୋକ ତ ସମସ୍ତଙ୍କର ପସନ୍ଦ, କିନ...
06/10/2020

ଏ ଦୁନିଆ ଟା କେତେ ସୁନ୍ଦର....
ସକାଳ ର ସୂର୍ଯ୍ୟ ଉଦୟ ଆଲୋକ ଦିଏ,
ତ ରାତି ର ଜହ୍ନ ଆମକୁ ଶୀତଳ ଅନ୍ଧାର ଦିଏ..
ଆଲୋକ ତ ସମସ୍ତଙ୍କର ପସନ୍ଦ,
କିନ୍ତୁ ଅନ୍ଧାର ଭଲ ଲାଗେନି ଆମକୁ...
କେବେ ଭାବିଛନ୍ତି ଯୋଉଁମାନଙ୍କ ପାଇଁ ସକାଳ ର ଆଲୋକ ରାତି ର ଅନ୍ଧାର ସହ ସମାନ ସେମାନଙ୍କ ପାଇଁ ବଞ୍ଚିବା କେତେ କଷ୍ଟକର..
ତଥାପି ଖୁସି ରେ ଅଛନ୍ତି ଏମାନେ,
ଜଣେ ଅନ୍ୟ ଜଣ ଙ୍କୁ ସାହାରା ହୋଇ ବନ୍ଧୁତା ର ପ୍ରକୃତ ଅର୍ଥ ବୁଝେଇଦେଉଛନ୍ତି....
ସେମାନଙ୍କୁ ସହିତ କିଛି ସମୟ ବିତାଇ ମୁଁ ଧନ୍ୟ !!!!!!!!

29/09/2020

*Steam Inhalation Benefits against Corona Virus:*

Important Msg for all

The hot water you drink is good for your throat. But this corona virus is hidden behind the paranasal sinus of your nose for 3 to 4 days. This hot water we drink does not reach there. After 4 to 5 days this virus that was hidden behind the paranasal sinus of the nose reaches your lungs. Then you have trouble breathing.

That's why it is very important to take steam, which reaches the back of your paranasal sinus. You have to kill this virus in the nose with steam.

At 40°C, this virus becomes disabled i.e. paralyzed. At 60°C this virus becomes so weak that any human immunity system can fight against it. At 70°C this virus dies completely.

This is what steam talks about, this is what our entire health department knows. But everyone wants to take advantage of this corona. They want to improve their personal economic system. They use it themselves but don't promote it. Steam has been used in all countries in China, Japan, Taiwan.

One who stays at home should take steam once a day. If you go to the market to buy vegetables, take it twice. Anyone who meets some people or goes to office should take steam 3 times. And those doctors who treat COVID patient, they should take steam after every 2 hours. I do this myself and all my employees do the same, which hasn't been found any positive yet. Steamer on all tables at my home and office.

I distributed over 600 steamers everywhere. Like Sion Hospital, Shatabdi Hospital, Santa Cruz Police Station, where doctors and police positive were coming. All of them have been cured by treating steam and the rest of the employees are not coming positive.

11 people who were found positive in Santa Cruz police station, we fixed them by giving steam.

I have also got feedback in the most written that they have received a lot of relief from this. I myself handle a COVID FACILITY and always take steam after 2 hours. That's how I've still been able to protect myself.

Forward all your loved ones 🙏

Testing facilities have been ramped up in   city. Currently, testing facilities have been made available in 10 UPHCs/UCH...
18/09/2020

Testing facilities have been ramped up in city. Currently, testing facilities have been made available in 10 UPHCs/UCHs and 2 additional centres functional at SCBMCH & City Hospital.

4 MSUs are also operational currently to intensify the testing efforts further.

In addition to this, testing camps are being set up in densely populated areas. Early detection of can not only help one recover quickly but also help in curbing the spread. We urge people with symptoms not to be afraid and come forward to get themselves tested.

ଗୁରୁ ବ୍ରହ୍ମାଗୁରୁ ବିଷ୍ଣୁଗୁରୁଦେବ ମହେଶ୍ୱର ଗୁରୁ ଶକ୍ଷ୍ୟାତ ପରଂବ୍ରହ୍ମ ତାତ୍ସମ୍ୟୁତ ଗୁରୁବେ ନମଃ !!!!!!!!!
05/09/2020

ଗୁରୁ ବ୍ରହ୍ମା
ଗୁରୁ ବିଷ୍ଣୁ
ଗୁରୁଦେବ ମହେଶ୍ୱର
ଗୁରୁ ଶକ୍ଷ୍ୟାତ ପରଂବ୍ରହ୍ମ
ତାତ୍ସମ୍ୟୁତ ଗୁରୁବେ ନମଃ !!!!!!!!!

23/08/2020

କୋଭିଡ୍ ପାଇଁ ଗୃହରେ ଆବଶ୍ୟକୀୟ ଚିକିତ୍ସା ଉପକରଣ:
1. ପାରାସିଟାମଲ୍
2. ପାଟି ଭିତରକୁ ପରିଷ୍କାର ଓ କୁଳି କରିବା ପାଇଁ ବେଟାଡିନ୍
3. ଭିଟାମିନ C ଓ D3
4. B କମ୍ପ୍ଲେକ୍ସ
5. ଗରମ ବାମ୍ଫ ଦେବା ପାଇଁ ବାଷ୍ପ + କ୍ୟାପସୁଲ୍
6. ଅକ୍ସିମିଟର
7. ଅକ୍ସିଜେନ୍ ସିଲିଣ୍ଡର୍ ( କେବଳ ଜରୁରୀ ସମୟରେ)
8. ଆରୋଗ୍ୟ ସେତୁ ଆପ୍
9. ନିଃଶ୍ୱାସ ପ୍ରଶ୍ୱାସର ବ୍ୟାୟାମ

କୋଭିଡ୍ ର ତିନୋଟି ଅବସ୍ଥା:

1. ନାକ ସମ୍ବନ୍ଧୀୟ କୋଭିଡ୍ = ସାଧାରଣତଃ ଜ୍ଵର ନ ଥିବା ଏବଂ ଲକ୍ଷଣ ଦେଖାଯାଉ ନ ଥିବା କ୍ଷେତ୍ରରେ ଯଦି ବାମ୍ଫକୁ ଆଘ୍ରାଣ କରିବା, ଭିଟାମିନ C ସେବନ କରିବା, ତା'ହେଲେ ସୁସ୍ଥ ହେବାକୁ ଅଧା ଦିନ ସମୟ ଲାଗିଥାଏ I
2. ଗଳା ସମ୍ବନ୍ଧୀୟ କୋଭିଡ୍ = ଗଳା ପ୍ରଦାହ ଥିଲେ ଗରମ ପାଣି କୁଳି କରିବା, ଉଷୁମ ପାଣି ପିଇବା, ଯଦି ଦେହରେ ତାପମାତ୍ରା ଅଛି ତେବେ ପାରାସିଟାମଲ୍, ଭିଟାମିନ C,ଏବଂ B କମ୍ପ୍ଲେକ୍ସ ଆଉ ଯଦି ଅତ୍ୟଧିକ ତାପମାତ୍ରା ଅଛି ତେବେ ଆନ୍ଟିବାଇଅଟିକ୍ ଖାଆନ୍ତୁ I ଏସବୁ କଲେ ସୁସ୍ଥ ହେବାକୁ ଗୋଟିଏ ଦିନ ସମୟ ଲାଗିଥାଏ I
3. ଫୁସଫୁସ୍ ସମ୍ବନ୍ଧୀୟ କୋଭିଡ୍ = ଚାରିରୁ ପାଞ୍ଚ ଦିନ କାଶ ଓ ଶ୍ୱାସକ୍ରିୟା ବାଧାପ୍ରାପ୍ତ ହେଉଥିଲେ- ଭିଟାମିନ C,ଏବଂ B କମ୍ପ୍ଲେକ୍ସ, ଗରମ ପାଣି କୁଳି କରିବା, ଅକ୍ସିମିଟର, ପାରାସିଟାମଲ୍, ପ୍ରଚୁର ପରିମାଣରେ ତରଳ ପାନୀୟ ଆବଶ୍ୟକ, ଗଭୀର ନିଃଶ୍ୱାସ ପ୍ରଶ୍ୱାସର ବ୍ୟାୟାମ, ଯଦି ଅତ୍ୟଧିକ ହେଉଥିଲେ ସିଲିଣ୍ଡର୍ ଆବଶ୍ୟକ I

ଏହି ଅବସ୍ଥାରେ ହସ୍ପିଟାଲ୍ ଯିବାକୁ ପଡ଼ିଥାଏ:
ଅକ୍ସିଜେନ୍ ସ୍ତରକୁ ନିରୀକ୍ଷଣ କରନ୍ତୁ, ଯଦି ଏହା 43 ପାଖାପାଖି ହୁଏ (ସାଧାରଣ ସ୍ତର 98-100), ତେବେ ଆପଣଙ୍କୁ ଅକ୍ସିଜେନ୍ ସିଲିଣ୍ଡର୍ ଆବଶ୍ୟକ ଅଛି I ଯଦି ଘରେ ଉପଲବ୍ଧ ଅଛି, ତେବେ କୌଣସି ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ ନାହିଁ I

ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ!
ଦୟାକରି, ଭାରତ ମଧ୍ୟରେ ଆପଣଙ୍କ ଯୋଗାଯୋଗରେ ଥିବା ସମସ୍ତ ଲୋକଙ୍କୁ ପଠାନ୍ତୁ I ଏହା କାହାକୁ ବି ସାହାଯ୍ୟ କରିପାରେ ତାହା ଆପଣମାନେ ଜାଣି ନ ପାରନ୍ତି I ଟାଟା ଗ୍ରୁପ୍ ଉତ୍ତମ ଅଭିନବ ପ୍ରୟାସ ଆରମ୍ଭ କରିଛି I ସେମାନେ ଅନଲାଇନ୍ କଥାବାର୍ତ୍ତା ମାଧ୍ୟମରେ ମାଗଣା ଡାକ୍ତର ପରାମର୍ଶ ଦେଉଛନ୍ତି I ଏହି ସୁବିଧା ଆପଣମାନଙ୍କ ପାଇଁ ଆରମ୍ଭ କରାଯାଇଛି ଯେପରି କି ଆପଣମାନଙ୍କୁ ଡାକ୍ତରମାନଙ୍କ ପରାମର୍ଶ ପାଇଁ ବାହାରକୁ ଯିବାକୁ ନ ହୁଏ ଓ ଆପଣମାନେ ଘରେ ନିରାପଦ ରହିବେ I

ତଳେ ଲିଙ୍କ୍ ଅଛି, ଏହି ସୁବିଧାର ଫାଇଦା ଉଠାଇବା ପାଇଁ ମୁଁ ପ୍ରତ୍ୟେକଙ୍କୁ ଅନୁରୋଧ କରେ I https://www.tatahealth.com/online-doctor-consultation/general-physician
ହସ୍ପିଟାଲ୍ ଗୁଡ଼ିକର ଏକାନ୍ତବାସ ଗୃହ ମଧ୍ୟରୁ ଦିଆଯାଇଥିବା ଉପଦେଶ, ଯାହାକି ଆମେ ନିଜ ନିଜ ଘରେ କରି ପାରିବା I
ହସ୍ପିଟାଲ୍ ଗୁଡ଼ିକର ଏକାନ୍ତବାସ ଗୃହରେ ସେବନ କରାଯାଉଥିବା ମେଡ଼ିସିନ୍ ସମୂହ:
1. ଭିଟାମିନ C - 1000
2. ଭିଟାମିନ E (E)
3. ପ୍ରତିଦିନ 15 -20 ମିନିଟ୍ ସୂର୍ଯ୍ୟକିରଣରେ ବସିବା, (ସମୁଦାୟ ସମୟ 10 ରୁ 11 ଘଣ୍ଟା ହେଉଥିବା ଆବଶ୍ୟକ) I
4. ଦିନରେ ଥରେ ଅଣ୍ଡା ଖାଦ୍ୟ ଭଜନ I
5. ସର୍ବନିମ୍ନ 7-8 ଘଣ୍ଟା ଆମେ ବିଶ୍ରାମ ବା ନିଦ୍ରା ଯାଉ I
6. ଆମେ ପ୍ରତିଦିନ 1.5 ଲିଟର ପାଣି ପିଉଛୁ I
7. ସବୁ ଖାଦ୍ୟ ଉଷୁମ ଥିବା ଉଚିତ୍ (ଥଣ୍ଡା ନୁହଁ) I ରୋଗ ପ୍ରତିରୋଧକ କ୍ଷମତାକୁ ମଜଭୁତ କରିବା ପାଇଁ ଏହି ସମସ୍ତ ବିଷୟ ଯାହା ଆମେ ହସ୍ପିଟାଲରେ କରୁଅଛୁ I

ଧ୍ୟାନ ଦିଅନ୍ତୁ ଯେ 5.5 ରୁ 8.5 କୁ କରୋନା ଭାଇରସର pH ବଦଳିଥାଏ I

ତେଣୁ, ଭାଇରସକୁ ଦୂର କରିବାକୁ ହେଲେ ଆମେ କେବଳ ଭାଇରସର ଆମ୍ବିଳାପଣ ସ୍ତର ଉପରକୁ ଅଧିକ କ୍ଷାରୀୟ ଖାଦ୍ୟ ଖାଇବାକୁ ହେବ I
ସେଗୁଡିକ ହେଲା:
କଦଳୀ
କଞ୍ଚା ଲେମ୍ବୁ - 9.9 pH
ପାଚିଲା ଲେମ୍ବୁ - 8.2 pH
ଆମ୍ବଡ଼ା - 15.6 pH
ରସୁଣ - 13.2 pH
ଆମ୍ବ - 8.7 pH
ସନ୍ତରା - 8.5 pH
ସପୁରୀ - 12.7 pH
ଜଳକୁମ୍ଭି ପତ୍ର - 22.7 pH
କମଳା - 9.2 pH

ଆପଣ କରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି ବୋଲି ଜାଣିବେ କେମିତି ?

1. ଗଳା କୁଣ୍ଡେଇ ହେବା
2. ଶୁଖିଲା ଗଳା
3. ଶୁଖିଲା କାଶ
4. ଦେହର ଉଚ୍ଚ ତାପମାତ୍ରା
5. ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା
6. ଗନ୍ଧ ଓ ସ୍ବାଦ ବାରି ନ ପାରିବା
ଆଉ, ଲେମ୍ବୁ ସହ ଗରମ ପାଣି ଆରମ୍ଭରୁ ହିଁ ଭାଇରସକୁ ଫୁସଫୁସ୍ ମଧ୍ୟକୁ ପହଞ୍ଚିବା ପୂର୍ବରୁ ଦୂର କରି ଦେଇଥାଏ I

ଏହି ସୂଚନାକୁ ଆପଣଙ୍କ ପାଖରେ ରଖନ୍ତୁ ନାହିଁ I ଏହାକୁ ଆପଣଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ପଠାନ୍ତୁ I

ଘୋଷଯାାତ୍ରାର ଅନ୍ତିମ ପର୍ଯ୍ୟାୟରେ​  ଆଜି ଦାରୁବ୍ରହ୍ମଙ୍କୁ ନୀଳାଦ୍ରି ବିଜେ କରାଯିବ। ନବଦିନ ବ୍ୟାପୀ ଘୋଷଯାତ୍ରା ଶେଷକରି ଶ୍ରୀମନ୍ଦିର ରତ୍ନସି...
04/07/2020

ଘୋଷଯାାତ୍ରାର ଅନ୍ତିମ ପର୍ଯ୍ୟାୟରେ​ ଆଜି ଦାରୁବ୍ରହ୍ମଙ୍କୁ ନୀଳାଦ୍ରି ବିଜେ କରାଯିବ। ନବଦିନ ବ୍ୟାପୀ ଘୋଷଯାତ୍ରା ଶେଷକରି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି। ଅପରାହ୍ଣ ୪ଟାରେ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ପହଣ୍ଡି ଆରମ୍ଭ ହେବ। ରଥଉପରେ ଠାକୁରଙ୍କୁ ସନ୍ଧ୍ୟାଆଳତି ଏବଂ ସନ୍ଧ୍ୟାଧୂପ ପରେ ଚାରମାଳ ବନ୍ଧାଯିବ। ପାଳିଆ ସେବକ ସିଂହାସନ ମାଜଣା କରିବେ। ଏହାପରେ ପ୍ରଭୁଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ଆରମ୍ଭ ହେବ ନୀଳାଦ୍ରି ବିଜେ। ଅପରାହ୍ଣ ୪ଟାରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହେବ। ଏହାପରେ ରତ୍ନସିଂହାସନରେ ଦଇତାପତି ସର୍ବାଙ୍ଗ ଓ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହେବ। ଚାରମାଳ ଫିଟାଯିବା ପରେ ଶ୍ରୀସୁଦର୍ଶନ ସିଂହାସନକୁ ବିଜେ କରିବେ। ଚକାପୋଛା କରାଯିବା ସହ ସିଂହାସନ ଧୁଆଯିବ। ଶ୍ରୀମାଧବ, ଶ୍ରୀଦେବୀ ଏବଂ ଭୂଦେବୀ ସିଂହାସନକୁ ବିଜେ କରିବେ। ଦାରୁବ୍ରହ୍ମଙ୍କୁ ମହାସ୍ନାନ କରାଯାଇ ରୋଷହୋମ, ମଇଲମ, ଚନ୍ଦନଲାଗି, ସୂର୍ଯ୍ୟପୂଜା, ଦ୍ବାରପାଳପୂଜା, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ରାତ୍ରପହୁଡ କରାଯିବ। ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସମୟରେ ଲକ୍ଷ୍ମୀନାରାୟଣ କଳି ହେବା ପରମ୍ପରା ରହିଛି। କାଳିଆ ଠାକୁର ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ।

ସୁନାବେଶରେ ମହାପ୍ରଭୁଙ୍କ ଶୋଭା ଅତ୍ୟନ୍ତ ମନୋରମ। ଶ୍ରୀଜିଉଙ୍କୁ ଏ ବେଶରେ ଦେଖି ଅଗଣିତ ଭକ୍ତଙ୍କ ହୃଦୟ ଆଜି ଉଲ୍ଲସିତ। ଏପରି ଶୃଙ୍ଖଳିତ ଆୟୋଜନ ତ...
02/07/2020

ସୁନାବେଶରେ ମହାପ୍ରଭୁଙ୍କ ଶୋଭା ଅତ୍ୟନ୍ତ ମନୋରମ। ଶ୍ରୀଜିଉଙ୍କୁ ଏ ବେଶରେ ଦେଖି ଅଗଣିତ ଭକ୍ତଙ୍କ ହୃଦୟ ଆଜି ଉଲ୍ଲସିତ। ଏପରି ଶୃଙ୍ଖଳିତ ଆୟୋଜନ ତାଙ୍କ ଇଚ୍ଛା ବିନା ସମ୍ଭବ ହୋଇନଥାନ୍ତା। ସେ ଲୀଳାମୟ, ସବୁ ତାଙ୍କରି ଇଚ୍ଛା। ଜୟ ଜଗନ୍ନାଥ 🙏🙏🙏

Jay Jagannath 🙏🙏🙏🙏
23/06/2020

Jay Jagannath 🙏🙏🙏🙏

♥️♥️ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ...
14/06/2020

♥️♥️
ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ।

♥️♥️

Address

Badambadi
Cuttack
753012

Alerts

Be the first to know and let us send you an email when Sradhaa posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Sradhaa:

Share

Category