Biju Mahila Janata Dal,Cuttack District

Biju Mahila Janata Dal,Cuttack District ବିଜୁ ମହିଳା ଜନତା ଦଳ, କଟକ ଜିଲ୍ଲା

ଜୟ ଜଗନ୍ନାଥ... ପୁରୀରେ ହେବ ବିହାର ଭବନ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭାରି ଖୁସି ବିହାରବାସୀ ।
09/05/2023

ଜୟ ଜଗନ୍ନାଥ... ପୁରୀରେ ହେବ ବିହାର ଭବନ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭାରି ଖୁସି ବିହାରବାସୀ ।

'ଶଙ୍ଖ'କୁ ଝାରସୁଗୁଡ଼ାବାସୀଙ୍କ ସମର୍ଥନର ସବୁଜ ସଙ୍କେତ। ବିଜେଡି ପ୍ରତି ବିପୁଳ ଜନ ସମର୍ଥନ ଦେଖି ବିଳି ବିଳେଇଲେଣି ବିରୋଧୀ ।
09/05/2023

'ଶଙ୍ଖ'କୁ ଝାରସୁଗୁଡ଼ାବାସୀଙ୍କ ସମର୍ଥନର ସବୁଜ ସଙ୍କେତ। ବିଜେଡି ପ୍ରତି ବିପୁଳ ଜନ ସମର୍ଥନ ଦେଖି ବିଳି ବିଳେଇଲେଣି ବିରୋଧୀ ।

ନୂଆ କାହାଣୀ ଲେଖା ଚାଲିଛି। ନିବେଶ ଆସୁଛି,  'ନବୀନ' ଓଡ଼ିଶା ଗଢା ଚାଲିଛି।
09/05/2023

ନୂଆ କାହାଣୀ ଲେଖା ଚାଲିଛି। ନିବେଶ ଆସୁଛି, 'ନବୀନ' ଓଡ଼ିଶା ଗଢା ଚାଲିଛି।

ଓଡ଼ିଶାବାସୀ ଦେଖନ୍ତୁ ପୃଥ୍ୱୀରାଜଙ୍କ ଅସଲ ଚରିତ୍ର । ଯେକୌଣସି ମୁହୂର୍ତ୍ତରେ ଏ ବାବୁ ଜଣଙ୍କ ଯାଇପାରନ୍ତି ଜେଲ ।
09/05/2023

ଓଡ଼ିଶାବାସୀ ଦେଖନ୍ତୁ ପୃଥ୍ୱୀରାଜଙ୍କ ଅସଲ ଚରିତ୍ର । ଯେକୌଣସି ମୁହୂର୍ତ୍ତରେ ଏ ବାବୁ ଜଣଙ୍କ ଯାଇପାରନ୍ତି ଜେଲ ।

ଶାନ୍ତିର ସାର୍ଟିଫିକେଟ ଦେଉଥିବା କେନ୍ଦ୍ରମନ୍ତ୍ରୀ ମଣିପୁର ପ୍ରସଙ୍ଗରେ ଚୁପ୍ କାହିଁକି  ? ଓଡ଼ିଶାକୁ ବଦନାମ କରିଥିବା ଭୁଲ ପାଇଁଁ କ୍ଷମା ମାଗନ୍...
09/05/2023

ଶାନ୍ତିର ସାର୍ଟିଫିକେଟ ଦେଉଥିବା କେନ୍ଦ୍ରମନ୍ତ୍ରୀ ମଣିପୁର ପ୍ରସଙ୍ଗରେ ଚୁପ୍ କାହିଁକି ? ଓଡ଼ିଶାକୁ ବଦନାମ କରିଥିବା ଭୁଲ ପାଇଁଁ କ୍ଷମା ମାଗନ୍ତୁ ।‌

ବିଜେଡି ବିକାଶ ଆଣେବିଜେପି ବିନାଶ ଆଣେନିଷ୍ପତ୍ତି ଆପଣଙ୍କର- କାହାକୁ ଦେବେ ଭୋଟ୍ ?
09/05/2023

ବିଜେଡି ବିକାଶ ଆଣେ
ବିଜେପି ବିନାଶ ଆଣେ
ନିଷ୍ପତ୍ତି ଆପଣଙ୍କର- କାହାକୁ ଦେବେ ଭୋଟ୍ ?

ବିଜେଡିକୁ ଭୋଟ୍, ସମୃଦ୍ଧିକୁ ଭୋଟ୍
09/05/2023

ବିଜେଡିକୁ ଭୋଟ୍, ସମୃଦ୍ଧିକୁ ଭୋଟ୍

09/05/2023

ନବୀନଙ୍କ ରୂପାନ୍ତରଣ ଏବଂ '5T'ର ଉଦ୍ୟମ
ଓଡ଼ିଶାର ସରକାରୀ ସ୍କୁଲ ଦେଶରେ ସର୍ବୋତ୍ତମ

ସ୍କୁଲ ରୂପାନ୍ତରଣ ବଢାଇଛି ଶିକ୍ଷାର ମାନ, ପୂରା ହେଉଛି ଛାତ୍ରଛାତ୍ରୀଙ୍କ ସ୍ୱପ୍ନ। ଶିକ୍ଷା କ୍ଷେତ୍ରରେ ଆହୁରି ଉତ୍କର୍ଷତା ଆସୁ ସେଥିପାଇଁ ଶ୍ରେ...
08/05/2023

ସ୍କୁଲ ରୂପାନ୍ତରଣ ବଢାଇଛି ଶିକ୍ଷାର ମାନ, ପୂରା ହେଉଛି ଛାତ୍ରଛାତ୍ରୀଙ୍କ ସ୍ୱପ୍ନ। ଶିକ୍ଷା କ୍ଷେତ୍ରରେ ଆହୁରି ଉତ୍କର୍ଷତା ଆସୁ ସେଥିପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଜିଲ୍ଲାକୁ ମିଳିବ ସମ୍ମାନ।

ଜନନେତା ନବୀନ 🙏
08/05/2023

ଜନନେତା ନବୀନ 🙏

Address

Odisha
Cuttack

Telephone

+919938392395

Website

Alerts

Be the first to know and let us send you an email when Biju Mahila Janata Dal,Cuttack District posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Biju Mahila Janata Dal,Cuttack District:

Share