15/08/2026
ତ୍ରିରଙ୍ଗା ଆମ ଅଭିମାନ, ତ୍ରିରଙ୍ଗା ଆମ ସମ୍ମାନ..
ବିବିଧତା ଭରା ଏହି ମାଟି ଆମ ଜୀବନ ଓ ପ୍ରାଣ.
ଆସନ୍ତୁ ମନେ ପକାଇବା ବୀର ଶହୀଦଙ୍କ ବଳିଦାନ,
ମନେପ୍ରାଣେ ଗାଇବା ଆମ ପ୍ରିୟ ଭାରତ ମା ର ଜୟଗାନ।
୮୦ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା!
🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳