Kataka Sadar Bcjd

Directions Website Contact the organization

Kataka Sadar Bcjd Contact information, map and directions, contact form, opening hours, services, ratings, photos, videos and announcements from Kataka Sadar Bcjd, Political organisation, Nayabazar, Cuttack.

04/10/2026

Naveen PatnaikChandra Sarathi BeheraPranab Prakash DasBiju Janata Dal OdishaPranab Kumar Balabantarayବିଜେଡି ବିକ୍ରମ ରଣଜିତ୍ ପଟ୍ଟନାୟକ.ଓଡିଶାKumar Sunil BabulKataka Sadar Bcjd

Pranab Kumar BalabantarayNaveen PatnaikPranab Prakash DasChandra Sarathi BeheraBiju Janata Dal Odishaବିଜେଡି ବିକ୍ରମ ରଣଜିତ...
02/10/2026

Pranab Kumar BalabantarayNaveen PatnaikPranab Prakash DasChandra Sarathi BeheraBiju Janata Dal Odishaବିଜେଡି ବିକ୍ରମ ରଣଜିତ୍ ପଟ୍ଟନାୟକ.ଓଡିଶାKataka Sadar Bcjd

ନିଶା ବେପାରୀ ଙ୍କୁ କୋଳେଇ ନେଇ ନିଜର ପକେଟ ଗରମ କରୁଥିଲେ କି ସେବକ ମହୋଦୟ ???? ଜବାବ ମାଗୁଛନ୍ତି ସଦର ବାସି.....Pranab Kumar Balabantara...
27/09/2026

ନିଶା ବେପାରୀ ଙ୍କୁ କୋଳେଇ ନେଇ ନିଜର ପକେଟ ଗରମ କରୁଥିଲେ କି ସେବକ ମହୋଦୟ ???? ଜବାବ ମାଗୁଛନ୍ତି ସଦର ବାସି.....Pranab Kumar BalabantarayNaveen PatnaikPranab Prakash DasChandra Sarathi BeheraBiju Janata Dal OdishaPratap Jena@

ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ  ଅନୁମୋଦନ ଓ କଟକ ସଦର ବାସୀଙ୍କ ପ୍ରିୟ ନେତା ତଥା ପୂର୍ବତନ ...
25/09/2026

ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନୁମୋଦନ ଓ କଟକ ସଦର ବାସୀଙ୍କ ପ୍ରିୟ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଚନ୍ଦ୍ର ସାରଥୀ ବେହେରା ସୁପାରିଶ କ୍ରମେ କଟକ ସଦର ର ଲଢ଼ୁଆ ନାରୀ ନେତ୍ରୀ ତଥା କିଶନ୍ ନଗର ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟା ଶ୍ରୀମତୀ ଇଲାବତି ବିଶୋୟୀ ଙ୍କୁ କଟକ ସଦର ବ୍ଲକ୍ ର ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ରୂପେ ମନୋନୀତ କରାଯାଇଛି,ଆଶା କରୁ କି ତାଙ୍କ ନେତୃତ୍ୱରେ କଟକ ସଦର ମହିଳା ମାନେ ପୁନର୍ବାର ସଂଗଠିତ ହେବା ସହ ଚନ୍ଦ୍ର ସାରଥୀ ବେହେରା ଙ୍କ ହାତମୁଠାକୁ ଟାଣ କରିବେ💐💐 ଜୟ ନବୀନ ଜୟ ଚନ୍ଦ୍ର ସାରଥୀPranab Kumar BalabantarayNaveen PatnaikPranab Prakash DasChandra Sarathi BeheraBiju Janata Dal Odishaବିଜେଡି ବିକ୍ରମ ରଣଜିତ୍ ପଟ୍ଟନାୟକ.ଓଡିଶାKataka Sadar BcjdKumar Sunil BabulPratap JenaPujarani Muduli

ସିଲ୍ୟ ପଞ୍ଚାୟତର ବାବୁଲି କୁମାର ବୋଷ ଅସୁସ୍ଥ ଥିବା ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ ...
25/09/2026

ସିଲ୍ୟ ପଞ୍ଚାୟତର ବାବୁଲି କୁମାର ବୋଷ ଅସୁସ୍ଥ ଥିବା ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳର ଏସ୍‌ସି ସେଲ୍‌ର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା ମହୋଦୟ ଏହି ଅବସରରେ ଶ୍ରୀ ବେହେରା ଶ୍ରୀ ବୋଷଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ତାଙ୍କ ଓ ପରିବାରବର୍ଗଙ୍କ ସହ କିଛି ସମୟ ଆଲୋଚନା କରିଥିଲେ।Naveen PatnaikPranab Kumar BalabantarayBiju Janata Dal OdishaChandra Sarathi BeheraPranab Prakash Das@

କଟକ ମହାନଗର ୫୦ ନ ୱାର୍ଡ ଅନ୍ତର୍ଗତ ନୂଆପଡ଼ା, ବାଲିସାହି, ଲେବର କଲୋନୀ, ପ୍ରେସ କଲୋନୀ କୁ ନେଇ ଅନୁଷ୍ଠିତ ହେଉଥିବା କଟକ ପ୍ରସିଦ୍ଧ ଗଣେଶ ମହୋତ...
20/09/2026

କଟକ ମହାନଗର ୫୦ ନ ୱାର୍ଡ ଅନ୍ତର୍ଗତ ନୂଆପଡ଼ା, ବାଲିସାହି, ଲେବର କଲୋନୀ, ପ୍ରେସ କଲୋନୀ କୁ ନେଇ ଅନୁଷ୍ଠିତ ହେଉଥିବା କଟକ ପ୍ରସିଦ୍ଧ ଗଣେଶ ମହୋତ୍ସବ -୨୦୨୬ ରେ ବିଭିନ୍ନ କ୍ଲବ ରେ ଯୋଗଦେଇ ପ୍ରଭୁ ଗଣେଶ ପାଖରେ ଅଞ୍ଚଳ ବାସୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କଲେ କଟକ ସଦର ବାସୀଙ୍କ ପ୍ରିୟ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜ୍ୟ ବିଜୁ ଜନତା ଦଳର ଅନୁସୂଚିତ ବର୍ଗର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା ମହୋଦୟ ଓ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ସିଂହ ମହୋଦୟPranab Kumar BalabantarayNaveen PatnaikPranab Prakash DasChandra Sarathi BeheraBiju Janata Dal OdishaPratap JenaKataka Sadar BcjdBcjdବିଜେଡି ବିକ୍ରମ ରଣଜିତ୍ ପଟ୍ଟନାୟକ.ଓଡିଶା Katak SadarKumar Sunil Babul

20/09/2026

Pranab Kumar BalabantarayNaveen PatnaikPranab Prakash DasChandra Sarathi BeheraBiju Janata Dal Odishaବିଜେଡି ବିକ୍ରମ ରଣଜିତ୍ ପଟ୍ଟନାୟକ.ଓଡିଶା@

କଟକ ମହାନଗର ଅନ୍ତର୍ଗତ ୫୦ ଓ ୫୧ ନଂ ୱାର୍ଡ ର ନେତାଜିନଗର, ସାର୍ତୋଳ, ପୋପରଡା, ବାଲିସାହି ସ୍ଥିତ ଲକ୍ଷ୍ମୀନାରାୟଣ କ୍ଲବ ରେ ଉପସ୍ଥିତ ହୋଇ ପ୍ରଭ...
20/09/2026

କଟକ ମହାନଗର ଅନ୍ତର୍ଗତ ୫୦ ଓ ୫୧ ନଂ ୱାର୍ଡ ର ନେତାଜିନଗର, ସାର୍ତୋଳ, ପୋପରଡା, ବାଲିସାହି ସ୍ଥିତ ଲକ୍ଷ୍ମୀନାରାୟଣ କ୍ଲବ ରେ ଉପସ୍ଥିତ ହୋଇ ପ୍ରଭୁ ଗଜାନନ ଙ୍କ ଆଶୀର୍ବାଦ କାମନା କଲେ କଟକ ସଦର ବାସୀଙ୍କ ପ୍ରିୟ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜ୍ୟ ବିଜୁ ଜନତା ଦଳର ଏସି ସେଲ୍ ର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା ମହୋଦୟ ଓ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ସିଂହ Pranab Kumar BalabantarayNaveen PatnaikChandra Sarathi BeheraBiju Janata Dal OdishaPranab Prakash Das

କଟକ ଜିଲ୍ଲାର ସୂଚନା ଅଧିକାର କର୍ମୀ ବଡ଼ ଭାଇ ଜିତେନ୍ଦ୍ର ସାହୁ ଙ୍କ କନ୍ୟା ର ଜନ୍ମ ଉତ୍ସବ ରେ ଉପସ୍ଥିତ ହୋଇ ତାଙ୍କୁ ଶୁଭାଶ୍ରିବାଦ ଜଣାଇଲେ କଟ...
19/09/2026

କଟକ ଜିଲ୍ଲାର ସୂଚନା ଅଧିକାର କର୍ମୀ ବଡ଼ ଭାଇ ଜିତେନ୍ଦ୍ର ସାହୁ ଙ୍କ କନ୍ୟା ର ଜନ୍ମ ଉତ୍ସବ ରେ ଉପସ୍ଥିତ ହୋଇ ତାଙ୍କୁ ଶୁଭାଶ୍ରିବାଦ ଜଣାଇଲେ କଟକ ସଦର ବାସୀଙ୍କ ପ୍ରିୟ ନେତା ତଥା ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳର ଏସି ସେଲ୍ ର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା ମହୋଦୟPranab Kumar BalabantarayNaveen PatnaikChandra Sarathi BeheraBiju Janata Dal OdishaPranab Prakash Dasବିଜେଡି ବିକ୍ରମ ରଣଜିତ୍ ପଟ୍ଟନାୟକ.ଓଡିଶାPratap Jena@

16/09/2026

କଟକ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଚୁପ କାହିଁକି Naveen PatnaikPranab Prakash DasChandra Sarathi BeheraPranab Kumar BalabantarayBiju Janata Dal Odisha

Address

Nayabazar
Cuttack
753004

Alerts

Be the first to know and let us send you an email when Kataka Sadar Bcjd posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Kataka Sadar Bcjd:

Shortcuts

Share