05/06/2026
ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬”ର ଉଦ୍ଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ “ସମୃଦ୍ଧ ଓଡ଼ିଶା” ଗଠନରେ ଉପକୂଳ ସୁରକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ସମନ୍ୱିତ ପ୍ରୟାସ, ଆଧୁନିକ ପ୍ରଯୁକ୍ତି ଓ କ୍ଷମତା ବୃଦ୍ଧି ମାଧ୍ୟମରେ ଉପକୂଳ ସୁରକ୍ଷାକୁ ଆହୁରି ସୁଦୃଢ଼ କରାଯିବ ବୋଲି କହିଥିଲେ।
ସେହିପରି ସମ୍ମାନିତ ଅତିଥି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟ, ସୂଚନା ଆଦାନ-ପ୍ରଦାନ ଓ ସ୍ଥାନୀୟ ଲୋକଙ୍କ ସହ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ।
CMO Odisha Information & Public Relations Department, Government of Odisha Home Department, Government of Odisha